Movie prime

୧ ଜାନୁଆରୀ ନୂଆବର୍ଷ ଠାରୁ ଏହି ୬ ଟି ରାଶି ଙ୍କୁ ମିଳିବ ମାତା ଲକ୍ଷ୍ମୀ ଙ୍କ ଅପାର କୃପା

 
Special Report
ନମସ୍କାର ପାଠକ ବନ୍ଧୁ।ଆଜି ଆମେ ଆପଣ ମାନଙ୍କ ରାଶି ଚକ୍ର ବିଷୟ ରେ କହିବାକୁ ଯାଉଛୁ। ଆଗକୁ ୨୦୨୪ ମସିହା ଆସୁଅଛି।ଏହି ବର୍ଷ ଟି ଆପଣ ମାନଙ୍କ ପାଇଁ କିପରି କଟିବ ତାହା ଆପଣ ମାନେ ଥରେ ଜାଣି ଦିଅନ୍ତୁ।୨୦୨୪ ମସିହା କିଛି ଲୋକ ଙ୍କ ପାଇଁ ଶୁଭଙ୍କର ହେଉଥିବା ବେଳେ କିଛି ଲୋକ ଙ୍କ ପାଇଁ ଖରାପ ହୋଇ ଥାଇ ପାରେ।
ଆମେ ଆଜି ସେହି ରାଶି ମାନଙ୍କ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏହି କ୍ରମ ରେ ପ୍ରଥମ ରାଶି ଟି ହେଉଚି ମେଶ ରାଶି।ଏହି ରାଶି ର ବ୍ୟକ୍ତି ବିଶେଷ ଙ୍କ ପାଇଁ ଏହି ବର୍ଷ ବହୁତ ଶୁଭଙ୍କର ହେବ।ପରିବାର ମଧ୍ୟରେ ପରସ୍ପର ସହିତ ସମ୍ପର୍କ ଭଲ ରହିବ।
Special Report
ଚାକିରି କ୍ଷେତ୍ର ରେ ଉନ୍ନତି ଦେଖା ଦେବ।ଆୟ ବଢିବ।ଆଗରୁ ପଡ଼ି ରହିଥିବା କାମ ରେ ସଫଳ ହେବେ।ଏହା ପରେ ଦିତୀୟ ରାଶି ଟି ହେଉଛି ବୃଷ ରାଶି।ଏହି ବ୍ୟକ୍ତି ତ ଲୋକ ମାନଙ୍କ ପାଇଁ ଆଜିର ଦିନ ଟି ବହୁତ ଭଲ ହେବ।ଜୀବନ ସାଥି ମାନଙ୍କ ସହିତ ଭଲ ସମ୍ପର୍କ ରହିବ।
ତାଙ୍କ ସହିତ ବାହାରକୁ ବୁଲି ଯିବାର ସମ୍ଭାବନା ମଧ୍ୟ ରହିଛି।କୌଣସି ଦିଗ ରୁ ଆପଣ ଙ୍କ ପାଇଁ ଚାକିରି ଆସିବ।ମୋଟାମୋଟି ଭାବେ କହିବାକୁ ଏହି ବର୍ଷ ଆପଣ ମାନେ ବହୁତ ଖୁସି ରେ କଟାଇବେ।ସବୁ କାମ ଆପଣ ଙ୍କ ର ଭଲ ହୋଇ ଯିବ।
ମିଥୁନ - ଏହି ରାଶି ଟି ଥିବା ବ୍ୟକ୍ତି ଙ୍କ ର ଆଜି ସବୁ ଆଶା ପୂର୍ଣ୍ଣ ହେବ।ଚାକିରି କ୍ଷେତ୍ର ରେ ଆପଣଙ୍କର ରାଶି ଟି ବହୁତ ଭଲ।ଆପଣ ଙ୍କ ଆଶା ପୂର୍ଣ୍ଣ ହେବ।ମହିଳା ମାନେ ସୁସାଦୁ ଖାଦ୍ୟ ପ୍ରସ୍ତୁତ କରିବେ।ସମସ୍ତେ ଭଲ ରେ ରହିବେ।ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହି ଦିନ ଶୁଭ ସାବ୍ୟସ୍ତ ହେବ।
Special Report
କୌଣସି କାର୍ଯ୍ୟ କୁ ପୁରଣ କରିବା ପୂର୍ବ ରୁ ଭଗବାନ ଙ୍କ ନାମ କୁ ସ୍ମରଣ କରନ୍ତୁ।କର୍କଟ - ଏହି ରାଶି ର ବ୍ୟକ୍ତି ବିଶେଷ ଙ୍କ ପାଇଁ ଆଜି ର ଦିନ ଟି ଶୁଭଙ୍କର ହେବ।ବ୍ୟବସାୟୀ ମାନଙ୍କ ପାଇଁ ଆଜି ର ଦିନ ଟି ଅଧିକ ଶୁଭ ହେବ।ସମସ୍ତଙ୍କ ଇଚ୍ଛା ପୂରଣ ହେବ।
ସିଂହ ରାଶି- ଏହି ବ୍ୟକ୍ତି ମାନେ ଭଗବାନ ସୂର୍ଯ୍ୟ ଙ୍କୁ ସବୁବେଳେ ପ୍ରଣାମ କରିବା ଉଚିତ୍।ଏପରି କଲେ ସେମାନଙ୍କ ଜୀବନ ରେ ଆଗକୁ ଆସୁଥିବା ବିପଦ ଦୂର ହେବ।ଏମାନଙ୍କ ଆଜି ସମାଜ ରେ ଯଶ ବଢିବ। ଲକ୍ଷ୍ୟ ସ୍ଥଳ ରେ ପହଞ୍ଚି ଯିବେ।ଚାକିରି କ୍ଷେତ୍ର ରେ ବହୁତ ଉନ୍ନତି ହେବ।ସମାଜ ରେ ମାନ ସମ୍ମାନ ପାଇବେ।
ଏହା ପରେ ଆସୁଛି କନ୍ୟା ରାଶି।ଏହି ରାଶି ର ଲୋକ ମାନଙ୍କ ପାଇଁ ଆଜିର ଦିନ ଟି ବହୁତ ଖରାପ ହେବ।ସମସ୍ତେ ତାଙ୍କ ଉପରେ ଆଜି ରାଗି ଯିବେ। ମାନ ସମ୍ମାନ ହାନି ହେବ।ସେଥିପାଇଁ ଆଜି ଆପଣ ଗାଈ କୁ ଖାଇବାକୁ ଦିଅନ୍ତୁ।
ତୁଳା ରାଶି ର ବ୍ୟକ୍ତି ବିଶେଷ ଙ୍କ ପାଇଁ ଆଜିର ଦିନ ଟି ଭଲ ସାବ୍ୟସ୍ତ ହେବ।ମହିଳା ମାନେ ନୂତନ ଗୃହ ଉପକରଣ କ୍ରୟ କରିବେ।କୌଣସି ଗୋଟିଏ ଖାସ ଜିନିଷ ଆଜି ଆପଣ ମାନଙ୍କୁ ମିଳିବ।ଚାକିରିଆ ଙ୍କ ଲାଗି ଭଲ ସୁଯୋଗ ଆସି ପାରେ।ସମସ୍ତେ ଖୁସି ରେ ରହିବେ।ଆପଣ ଆଜି କୁଆଡେ ବୁଲିବାକୁ ଯିବାର ସମ୍ଭାବନା ରହିଛି।
ବିଛା ରାଶି ର ବ୍ୟକ୍ତି ବିଶେଷ ଙ୍କ ପାଇଁ ଆଜିର ଦିନ ଟି ଠିକ୍ ନୁହେଁ।ଏ ବର୍ଷ ଆପଣ ଙ୍କୁ ଟି କେ ଜଗି ରଖି କାମ କରିବାକୁ ହେବ।ନିଜ ଲୋକ ଶତ୍ରୁ ପରି କାମ କରିବେ।ସେଥିପାଇଁ ଆଜିର ଦିନ ଟି ଆପଣ ମାନେ କୁଆ କୁ ଖାଇବାକୁ ଦିଅନ୍ତୁ।
ଧନୁ ରାଶି ର ବ୍ୟକ୍ତି ବିଶେଷ ଙ୍କ ପାଇଁ ଆଜି ର ଦିନ ଟି ବହୁତ ଭଲ।ବ୍ୟବସାୟ କ୍ଷେତ୍ର ରେ ଆଗକୁ ଯିବେ।ଧନ ଲାଭ ଆଜି ହେବ।ପରିବାର ରେ ସୁଖ ର ବାତାବରଣ ସୃଷ୍ଟି ହେବ।ସମସ୍ତେ ଭଲ ରେ ରହିବେ।ମକର ରାଶି ର ବ୍ୟକ୍ତି ବିଶେଷ ଙ୍କ ପାଇଁ ଆଜିର ଦିନ ଟି ବହୁତ ଖରାପ ରେ ଯିବ।
ଅନ୍ୟ ମାନଙ୍କ ସହିତ ଯୁକ୍ତି ତର୍କ ହେବ।ଅଯଥା ଆଜି ଖର୍ଚ୍ଚ ହେବ।ଆଜି ଆପଣ ସାବଧାନତା ର ସହିତ ଚଳିବା ଆବଶ୍ୟକ।କୁମ୍ଭ ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଆଜି ବହୁତ ଖରାପ ହେବ।ଶରୀର ସୁସ୍ଥ ରହିବ।ଏଥିପାଇଁ ଡାକ୍ତର ଙ୍କ ପରାମର୍ଶ ନେବା ଭଲ ହେବ।ଯୁଆଡ଼େ ଯାଉଛନ୍ତି ଭଗବାନ ଙ୍କ ନାମ କୁ ସ୍ମରଣ କରି ଯାଆନ୍ତୁ।
ଏହା ପରେ ଆସୁଛି ଶେଷ ରାଶି ମିନ ରାଶି।ଏହି ରାଶି ର ବ୍ୟକ୍ତି ବିଶେଷ ଙ୍କ ପାଇଁ ଆଜି ଆଜି ର ଦିନ ଟି ମିଥ୍ୟା ନିନ୍ଦା ଅପବାଦ ର ସମ୍ମୁଖୀନ ହେବାକୁ ପଡିବ।ଭୁଲ ନ ଥାଇ ଅନେକ କଥା ଶୁଣିବାକୁ ମିଳିବ।ବନ୍ଧୁ ମାନଙ୍କ ଠାରୁ ଅପବାଦ ରେ ଶିକାର ହେବାକୁ ପଡ଼ି ପାରେ।