Movie prime

ରାତି ରେ ହୋଟେଲ ରୁ ଫେରି ଛାତି ରେ ତକିଆ ଯାକି ଫେରୁଥିଲେ ଜାହ୍ନବୀ, ଲୋକେ କହିଲେ କଣ ହେଇଚି, ତକିଆ ଚୋରି କରିଚ କି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଜାନଭି କପୁର ହେଉଛନ୍ତି ବଲିଉଡ ର ଏକ ଆଗ ଧାଡ଼ି ର ଅଭିନେତ୍ରୀ। ସେ ହେଉଛନ୍ତି ବଲିଉଡ ର ଶ୍ରେଷ୍ଠ ଅଭିନେତ୍ରୀ ଶ୍ରୀଦେବୀ ଙ୍କ ଝିଅ ମଧ୍ୟ।
ଜାନଭି କପୁର ବଲିଉଡ କୁ ଅନେକ ଗୁଡ଼ିଏ ହିଟ୍ ସିନେମା ମଧ୍ୟ ଭେଟି ଦେଇଛନ୍ତି। ପରଦା ଉପରେ ତାଙ୍କୁ ଅନେକ ଲୋକ ପସନ୍ଦ ମଧ୍ଯ କରିଛନ୍ତି। ଯଦିଓ ସେ ତାଙ୍କ ମାଆ ଙ୍କ ଭଳି ବିଶେଷ ନାମ ଓ ଖ୍ୟାତି ଅର୍ଜନ କରି ନାହାଁନ୍ତି ,
ତଥାପି ସେ ଲୋକ ମାନଙ୍କର ପ୍ରଶଂସା ର ପାତ୍ର ପାଲଟି ଛନ୍ତି। ପ୍ରାୟତଃ ସମୟରେ ଲୋକ ମାନେ ତାଙ୍କୁ ଖୁବ ପଶନ୍ଦ କରିବା ସହ କିଛି ଲୋକ ମାନେ ମଧ୍ୟ ତାଙ୍କୁ ଟ୍ରୋଲ କରି ଥାଆନ୍ତି।
Special Report
ଜାନଭି କପୁର ଫିଲ୍ମ୍ ଅପେକ୍ଷା ସେ ତାଙ୍କର ବ୍ୟକ୍ତିଗତ ଜୀବନ ପାଇଁ ବେଶ ଚର୍ଚ୍ଚାର ବିଷୟ ପାଲଟି ଥାଆନ୍ତି। ଲୋକ ମାନେ ମଧ୍ୟ ବିଶେଷ ଭାବରେ ତାଙ୍କର ବ୍ୟକ୍ତିଗତ ଜୀବନ ସଂପର୍କରେ ଜାଣିବାକୁ ଚେଷ୍ଟା କରି ଥାଆନ୍ତି।
ବର୍ତ୍ତମାନ୍ ସମୟରେ ତାଙ୍କର ସୋସିଆଲ ମିଡ଼ିଆ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଜାନଭୀ କପୁରଙ୍କୁ ସୋମବାର ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା।ସୁଚନା ଅନୁସାରେ ଓ ଭିଡ଼ିଓ ରେ ମଧ୍ୟ ଦେଖିବାକୁ ମିଳିଥିଲା କି
ଜାନଭୀ ବିମାନବନ୍ଦରରେ ତକିଆ ନେଇଥିବାର ନଜର ଆସିଥିଲେ। ଜାନଭି କପୁର ଏୟାର ପୋର୍ଟ କୁ ତକିଆ ନେଇ ଆସୁଥିବା ସମୟରେ ଏଭଳି କିଛି expression ମଧ୍ୟ ଦେଇଥିଲେ ଯାହାକି,
Special Report
ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାର ରୁ ଓହ୍ଲାଇବା ସମୟରେ ସେ ବିରକ୍ତ ଭାବ ପ୍ରକାଶ କରିଥିଲେ। ଏହାପରେ ତାଙ୍କ ହାତରେ ତକିଆ ଦେଖି ଲୋକ ମାନେ ଏହା କହିଥିଲେ କି
ବୋଧ ହୁଏ ସେ ତକିଆ ସେ ହୋଟେଲ୍ ଚୋରୀ କରି ନେଇ ଆସିଛନ୍ତି। ଆଉ ତାଙ୍କର ବିରକ୍ତି ଭାବ ଦେଖି ଏହା କହିଥିଲେ କି ଦୁନିଆର ସମସ୍ତ ବ୍ୟସ୍ତତା କେବଳ ତାଙ୍କରି ନିକଟରେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.