Movie prime

ଜୟା ବଚ୍ଚନ ବାପଘର ଯିବା ଦିନଠୁ ତାଙ୍କୁ ଝୁରି ଝୁରି ଶୁଖି ଗଲେଣି ଅମିତାଭ, ସେ କେତେବେଳେ ଆସିବେ ପଚାରି ପଚାର ହେଉଛନ୍ତି ବେହୋଶ...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅଭିଷେକ ବଚ୍ଚନ ଅଭିନୟ ଜଗତର ଜଣେ ଚର୍ଚ୍ଚିତ ଚେହେରା। ଆଜି ସାରା ଦେଶର ଲୋକ ତାଙ୍କୁ ବେଶ ଭଲ ଭାବରେ ଜାଣିଛନ୍ତି।
ସେ ବଲିଉଡ ଜଗତକୁ ମଧ୍ୟ ଅନେକ ସିନେମା ଗୁଡ଼ିକ ଭେଟି ଦେଇଛନ୍ତି। ହେଲେ ସେ ତାଙ୍କର ସିନେମା ଅପେକ୍ଷା ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ରୁହନ୍ତି।ବର୍ତ୍ତମାନ୍ ମଧ୍ୟ ସେ ଏକ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।
Special report
 କାରଣ କୁହା ଯାଉଛି କି ଅଭିଷେକ ଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି। ଏହାର କାରଣ ମଧ୍ୟ ତାଙ୍କର ପିତା ଅମିତାଭ ବଚ୍ଚନ ଙ୍କ ସହ ଜଡ଼ିତ ବୋଲି କୁହା ଯାଇଛି। ବର୍ତ୍ତମାନ ସମୟରେ କେବଳ ଅମିତାଭ ବଚ୍ଚନ ଏବଂ
ଅଭିଷେକ ବଚ୍ଚନ ଗଣମାଧ୍ୟମର ସବୁଆଡେ ଚର୍ଚ୍ଚା ରେ ରହିଛନ୍ତି। ଦୁହିଁକୁ ସାରା ଦେଶର ଲୋକ ଜାଣନ୍ତି ଓ ସେମାନଙ୍କୁ ଖୁବ ପଶନ୍ଦ ମଧ୍ଯ କରନ୍ତି। କୁହା ଯାଉଛି କି ଅମିତାଭ ବଚ୍ଚନ ଅସୁସ୍ଥ ଅଛନ୍ତି।
ଆଉ ସେଥିପାଇଁ ଏବେ ତାଙ୍କର ପରିବାର ଲୋକେ ଖୁବ ଦୁଃଖୀ ମଧ୍ୟ ଅଛନ୍ତି। କୁହା ଯାଉଛି କି ଅମିତାଭ ବଚ୍ଚନ ଙ୍କୁ ଖୁବ୍ ଯନ୍ତ୍ରଣା ହେଉଛି ଆଉ ତାଙ୍କର ପରିବାର ଲୋକେ ଏହାକୁ ଦେଖିବା ପରେ ଭାଙ୍ଗି ପଡିଛନ୍ତି।
Special report
ଆଜ୍ଞା ହଁ ଏକ ଫିଲ୍ମ୍ ର ସୁଟିଂ କରୁଥିବା ସମୟରେ ଅମିତାଭ ବଚ୍ଚନ ଙ୍କୁ ଆଘାତ ଲାଗିଥିଲା। ସେଥିପାଇଁ ସେ ଖୁବ୍ ଯନ୍ତ୍ରଣା ମଧ୍ୟ ଅନୁଭବ କରୁଥିଲେ। ଆଉ ପରିବାର ଲୋକେ ମଧ୍ୟ ତାଙ୍କର ଯନ୍ତ୍ରଣା ଦେଖି ଖୁବ ଚିନ୍ତିତ ହୋଇ ପଡିଥିଲେ।
ହେଲେ ଏବେ ତାଙ୍କର ସେହି ଯନ୍ତ୍ରଣା ର ଉପଶମ ଘଟି ସାରିଛି। ଆଉ ସେ ନିଜର ଚିକିତ୍ସା ଛାଡ଼ି ଘରକୁ ଫେରି ଆସିଛନ୍ତି। ତେବେ ଆମେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ କି ଏହା ଅମିତାଭ ଙ୍କ ସହ ଏକ ମାସ ପୂର୍ବରୁ ଘଟି ଥିଲା।
ଆଉ ବର୍ତ୍ତମାନ୍ ସମୟରେ ସେ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି। ଏବଂ ସେ ତାଙ୍କ କାମ ମଧ୍ୟ ପୁନର୍ବାର ଆରମ୍ଭ କରି ଦେଇଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।