Movie prime

ଅମିତାଭ ଙ୍କ ଚୁଟି ପାଚିବା ଦେଖି କାନ୍ଦିଲେ ଜୟା..ମୋ ହିରୋଙ୍କ ଚୁଟି ପାଚିବାକୁ ଲାଗିଲାଣି,ମୁଁ ଏବେ କଣ କରିବି

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜୟା ବଚ୍ଚନ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ଆଜି ତାଙ୍କୁ କାହାର ପରିଚୟର ଆବଶ୍ୟକତା ନାହିଁ। ତାଙ୍କର ନିଜର ସ୍ଵତନ୍ତ୍ର ପରିଚୟ ନିଜେ ସେ ସୃଷ୍ଠି କରିଛନ୍ତି।
ସେଥିପାଇଁ ସେ ଘରେ ଘରେ ବେଶ ଭଲ ଭାବରେ ପରିଚିତ ଅଟନ୍ତି। ତାଙ୍କୁ ସମସ୍ତେ ମଧ୍ୟ ଖୁବ୍ ସମ୍ମାନ ଜଣାଇ ଥାଆନ୍ତି। ସୋସିଆଲ ମିଡିଆରେ ତାଙ୍କର ଚଳଚ୍ଚିତ୍ର ସମ୍ପର୍କରେ ବେଶ ଆଲୋଚନା ମଧ୍ୟ କରାଯାଇ ଥାଏ।
Jh
ଏବେ ସୁଚନା ମିଳିଛି କି ସେ ନିକଟରେ ଖୁବ ଯନ୍ତ୍ରଣା ଦେଇ ଗତି କରୁଛନ୍ତି। ଏହା ସମ୍ପର୍କରେ ଏବେ ଗଣମାଧ୍ୟମରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଏହାକୁ ନେଇ ଏବେ ଲୋକମାନେ ଅନେକ ପ୍ରକାରର କଥା ବାର୍ତ୍ତା ମଧ୍ୟ ହେଉଛନ୍ତି
ଯାହା ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଆପଣ ମାନେ ଅମିତାଭ ବଚ୍ଚନ ଓ ରେଖା ଙ୍କ ସମ୍ପର୍କ ବିଷୟରେ ବେଶ ଭଲ ଭାବରେ ଜାଣିଥିବେ। ଏବେ ଏହା ଶୁଣିବାକୁ ମିଳିଛି କି ,
ଜୟା ବଚ୍ଚନ ଏବେ ପର୍ଯ୍ୟନ୍ତ ଅମିତାଭ ବଚ୍ଚନ ଓ ରେଖା ଙ୍କ ସମ୍ପର୍କରୁ ବାହାରି ପାରି ନାହାଁନ୍ତି। ଜୟା ବଚ୍ଚନ ଚର୍ଚ୍ଚାର ବିଷୟ ହେବାର କାରଣ ହେଉଛି କି ନିକଟରେ ଏକ ଖବର ଆସିଥିଲା କି ରେଖା ଓ ଜୟା ବଚ୍ଚନ ଉଭୟଙ୍କୁ ସିଲସିଲା ଫିଲ୍ମ କରିବା ପାଇଁ ଅଫର ଆସିଥିଲା।
Gh
ଏହି ଚଳଚ୍ଚିତ୍ରର ସୁଟିଂ ମଧ୍ୟ ଗୁପ୍ତ ଭାବରେ ଆରମ୍ଭ ହୋଇ ଯାଇଥିଲା।କାରଣ ୟଶ ଚୋପ୍ରା କହିଥିଲେ କି ଜୟା ଓ ରେଖା ଙ୍କ ମଧ୍ୟରେ ଥିବା ମତଭେଦ ଫିଲ୍ମ୍ ଠାରୁ ଦୂରରେ ରହିବା ଉଚିତ।ତଥାପି ସେହି ସମୟର ଏକ ଖବର ସାମ୍ନା କୁ ଆସିଛି କି ଜୟା ବଚ୍ଚନ ଙ୍କୁ କାନ୍ଦିବା ଦୃଶ୍ୟ ସୁଟିଂ କରିବାକୁ ପଡ଼ିଥିଲା।
ଆଉ ଯେତେବେଳେ ସେ କାନ୍ଦିବା ପାଇଁ ଗ୍ଲିସରିନ୍ ମାଗିଥିଲେ ସେତେବେଳେ ତାଙ୍କୁ ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ତାଙ୍କୁ କହିଥିଲେ କି କାନ୍ଦିବା ପାଇଁ ଗ୍ଲିସରିନ୍ ଦରକାର୍ ନାହିଁ କାରଣ ସେ ଜଣେ ଭଲ ଅଭିନେତ୍ରୀ। ଆଉ ସେତେବେଳେ ଜୟା କହିଥିଲେ କି ତାଙ୍କ ଜୀବନର ସେ ବହୁତ୍ କାନ୍ଦି ଛନ୍ତି ସେଥିପାଇଁ ଆଉ ଲୁହ ଢାଳିବାକୁ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.