Movie prime

ଯେମିତି କର୍ମ ସେମିତି ଫଳ ଦେଖନ୍ତୁ ମଣିଷ ଜୀବନର ସମସ୍ତ ରହସ୍ୟ ଖୋଲି ଥୋଇଦେଲେ ଏହି ସାଧୁ ଜଣଙ୍କ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଅନେକ ଅଞ୍ଚଳର ଖବର ମଧ୍ୟ ଆପଣମାନେ ପାଇ ପାରୁଛନ୍ତି । ଖଣ୍ଡଗିରି ଅଞ୍ଚଳରେ ହେଉଥିବା କୁମ୍ଭମେଳାରେ ଅନେକ ସାଧୁ ଆସିଛନ୍ତି ।
Special report
ଯେଉଁମାନେ ଭୂତ ଭବିଷ୍ୟ ବିଷୟରେ ଅନେକ କଥା ଜାଣିଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ବାବା ଜଣକ କଣ ସବୁ କହିଛନ୍ତି ତାହା ଆପଣମାନେ ଜାଣିପାରିବେ । କର୍ମ ଉପରେ ବିଶ୍ବାସ ରଖ ବୋଲି ସେ କହିଛନ୍ତି । 
ହାତ ଦେଖି ଭବିଷ୍ୟତ କହିଥାନ୍ତି କିଛି ବାବା । ଏହି କଥାକୁ ନେଇ ଏହି ସାଧୁ ଜଣକ କହିଛନ୍ତି । ଚାରୋଟି ମହାକୁମ୍ଭ ଅଛି । ପ୍ରଥମ ପ୍ରୟାଗ ରାଜ, ଦ୍ଵିତୀୟରେ ମହକାଲେଶ୍ୱର, ତୃତୀୟରେ ହରିଦ୍ଵାର, ଆଉ ଚତୁର୍ଥରେ ନାସିକ ।
Special report
ଆଉ ଏହା ପ୍ରତି ତିନିବର୍ଷରେ ହୋଇଥାଏ । ଖଣ୍ଡଗିରିରେ ମିନି କୁମ୍ଭ ମେଳା ହେଉଛି । ଧର୍ମ ବିରୋଧୀ ଲୋକମାନେ ସେଠାକୁ ଯାଇ ନଥାନ୍ତି । କିଛି ଲୋକ ଅଛନ୍ତି ଯେଉଁମାନେ ସନାତନ ଧର୍ମ, ଜ୍ୟୋତିର୍ଲିଙ୍ଗ ଏବଂ ଅନ୍ୟାନ୍ୟ କିଛି ଜାଣି ନାହାଁନ୍ତି ।
 
କୃଷିମାନଙ୍କ ପାଇଁ ଅନେକ କିଛି ନିୟମ ମଧ୍ୟ ଆସିଥାଏ । ପଞ୍ଜାବ ରାଜ୍ୟରେ ମୋଦି ସରକାରଙ୍କୁ ହଟାଇବା ପାଇଁ ଅନେକ କଥା କୁହାଯାଉଛି । ଅନେକ ବାବା ଖଣ୍ଡଗିରିକୁ ଆସିଛନ୍ତି ।
Special report
ଏହି ବାବା ଜଣକ କହିଛନ୍ତି ସବୁଠାରୁ ଅଧିକ ଅନ୍ଧ ବିଶ୍ୱାସ ଓଡ଼ିଶାରେ ରହିଛି । ଅନେକ ବାବାଙ୍କ ପାଖରେ ଟେଣ୍ଟ ନାହିଁ । ଆଉ ଅନେକ ବାବା ସୁବିଧା ପାଉ ନାହାଁନ୍ତି । ସେମାନେ ଅର୍ଥାତ୍ ଏହି ବାବାମାନେ ଅନ୍ୟ ରାଜ୍ୟରୁ ଆସିଛନ୍ତି ।
କାହାର ଚାକିରୀ ମିଳୁ ନାହିଁ , ଘରେ ଅଶାନ୍ତି ଅଛି , ସେ ଲୋକ ମୋତେ ଦେଖି ସହି ପାରୁ ନାହିଁ ଏଭଳି ଅନେକ କଥା ଏହି ଓଡ଼ିଶାରେ ଅଛି ବୋଲି ବାବା ଜଣକ କହିଛନ୍ତି । କର୍ମ କରିବା ଅନୁସାରେ ଫଳ ମିଳିଥାଏ । ହାତ ଦେଖାଇବା ବା କିଛି କହିବା ଦ୍ଵାରା ଭାଗ୍ୟ ବଦଳି ନଥାଏ ।
କର୍ମ ଉପରେ ବିଶ୍ବାସ ରଖ ଆଉ ସେହି ଅନୁସାରେ ଫଳ ପାଆନ୍ତି । ମୋଦି ସରକାରଙ୍କ ଗୋଟିଏ କଥା ମାନିଲେ ଲୋକ ବଡ ହୋଇଯିବେ । କର୍ମ ହିଁ ପୂଜା ଅଟେ । ମନୁଷ୍ୟ କର୍ମର ଲେଖା କେହି ଲିଭାଇ ପାରିବେ ନାହିଁ, ସମୟ ଆଗରୁ କିଛି ମିଳେ ନାହିଁ । ଏଭଳି ଅନେକ କଥା ବାବା କହିଛନ୍ତି ।