Movie prime

ଯେତେ ରୋଜୋଗାର କଲେ ମଧ୍ୟ ରହୁନି ଧନ ତେବେ କାହାକୁ କିଛି ନକହି ନିଜ ଭିତରେ ଆଣନ୍ତୁ ଏହି ବଡ ପରିବର୍ତ୍ତନ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦ୍ଵାରା ଅନେକ କିଛି ଖବର ଜାଣିପାରିବେ ।
Special report
ଆଜିକା ଦୁନିଆରେ ଅନେକ ଲୋକ ଅନେକ ଉପାୟରେ ଟଙ୍କା ରୋଜଗାର କରୁଛନ୍ତି । ଆଉ ସେମାନଙ୍କ ଭିତରୁ ଅନେକ କିଛି ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଟଙ୍କା ରହି ନଥାଏ । ଟଙ୍କା ଯେ କୌଣସି ଉପାୟରେ ସେମାନେ ଖର୍ଚ୍ଚ କରି ଦିଅନ୍ତି । 
ବାବା ଦିବାକର ଦାସ ଅନେକ କଥା କହିଛନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଟଙ୍କା କିଭଳି ସଞ୍ଚୟ କରିବେ । ଲୋଭ କରି କେବେବି ଟଙ୍କା ସଞ୍ଚୟ କରନ୍ତୁ ନାହିଁ । ଦାନ ଧର୍ମ କରିବା ନାହିଁ କି ଟଙ୍କା ରଖି ଲୋଭ କରିବା ଏମିତି କରି ଟଙ୍କା ସଞ୍ଚୟ କରନ୍ତୁ ନାହିଁ ।
Special report
ଅନେକ ଲୋକ ଅଛନ୍ତି ଯେଉଁମାନେ ଟଙ୍କା ଅନେକ ରୋଜଗାର କରନ୍ତି କିନ୍ତୁ ସେମାନେ ସବୁ ଧନ ଖର୍ଚ୍ଚ କରି ଦିଅନ୍ତି । ଏଭଳି କରିଲେ କେବେବି ଟଙ୍କା ଆପଣଙ୍କ ପାଖରେ ରହିବ ନାହିଁ । ଟଙ୍କା ରଖିବା ପାଇଁ ଲୋକମାନେ ସବୁବେଳେ ଚେଷ୍ଟା କରିବା ଉଚିତ୍ । 
ଟଙ୍କା ଗଣିଲା ବେଳେ ଅନେକ ଲୋକ ଛେପ ଲଗାଇ ଟଙ୍କା ଗଣିଥାନ୍ତି । ଏଭଳି କରିବା ଉଚିତ୍ ନୁହେଁ । ଏମିତି କରିଲେ ମାତା ଲକ୍ଷ୍ମୀଙ୍କ ଖରାପ ପ୍ରଭାବ ପଡ଼ିବ ଆଉ ଏହି କାରଣରୁ ଆପଣ ଦରିଦ୍ର ହୋଇଯିବେ । କିଛି ଲୋକ ତାଙ୍କ ପୂର୍ବ ଜନ୍ମର ଫଳ ପାଇଁ ତାଙ୍କ ପାଖରେ ଧନର ଅଭାବ ରହି ନଥାଏ।
Special report
କେବେ ନୋଟରେ ଛେପ ଲଗାନ୍ତୁ ନାହିଁ । ଛେପ ଲଗାଇ କେବେବି ଟଙ୍କା ଗଣନ୍ତୁ ନାହିଁ । ମାଳିକାରେ ମଧ୍ୟ ଅନେକ କଥା ଲେଖାଯାଇଛି । ଯେଉଁ ଛୁଆମାନେ ବଡ ହୋଇ ବାପା ମାଙ୍କୁ ପଚାରନ୍ତି ନାହିଁ । ତାଙ୍କ ବାପାମାଙ୍କୁ ଖାଇବାକୁ ଦିଅନ୍ତି ନାହିଁ ସେମାନଙ୍କ ପାଖରେ ଧନ ରହି ନଥାଏ । 
Special report
ଆଉ ବାପା ମା ଯଦି ଛୁଆଙ୍କୁ ନେଇ ପାତର ଅନ୍ତର କରିଥାନ୍ତି ସେମାନେ ବି ଦୁଃଖ ପାଇଥାନ୍ତି । ଶୁକ୍ରବାର ଦିନ ତମ୍ବା କଳସୀରେ ଘିଅ, କ୍ଷୀର, ଗୁଡ ଏବଂ ଜଳ ଏକତ୍ର ନିଅନ୍ତୁ । ଆଉ ଓସ୍ତ ଗଛ ମୂଳରେ ଢାଳନ୍ତୁ । ଏହା କରିଲେ ଶୁକ୍ର ଗ୍ରହ ଦ୍ଵାରା ଆପଣଙ୍କର ଧନର କେବେ ଅଭାବ ହେବ ନାହିଁ ।
ଆପଣଙ୍କୁ ଧନ ସବୁବେଳେ ମିଳିବ । ଆଉ ଏକ ଉପାୟ ହେଉଛି ଟଙ୍କା ରଖିବା ସ୍ଥାନରେ କାଗଜରେ ସ୍ଵସ୍ତିକ ଚିହ୍ନ କରି ରଖନ୍ତୁ । ଆଉ ଏକ ଉପାୟ ହେଉଛି ଆପଣ ଗୁରୁବାର ଦିନ କିଛି ଟଙ୍କା ସଞ୍ଚୟ କରନ୍ତୁ । ଆଉ ଟଙ୍କା ଜମା କରି ରଖୁଥିଲେ ଗୁରୁବାର ଦିନ ରଖନ୍ତୁ । ଅନ୍ୟାୟ ଦ୍ଵାରା କିଛି ଟଙ୍କା ରଖନ୍ତୁ ନାହିଁ । ଏଭଳି ଅନେକ ଖବର ଆପଣମାନେ ଜାଣିପାରିବେ ।