Movie prime

ଯେଉଁ ମହିଳାମାନେ ହସି ହସି କଥା ହେଉଥାନ୍ତି ସେମାନଙ୍କ ସ୍ଵଭାବ କିଛି ଏମିତି ହୋଇଥାଏ ଖୁବ୍ କମ ଲୋକ ଜାଣିଛନ୍ତି ଏହି କଥା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣ ଙ୍କୁ ଜୀବନର କିଛି ନିରାଟ ସତ୍ୟ କଥା କହିବାକୁ ଯାଉଛୁ।
୧-କେହି ସ୍ୱାର୍ଥପର ହୋଇ ଯାଆନ୍ତି ନାହିଁ ସିଏ ତ ପ୍ରଥମରୁ ସ୍ୱାର୍ଥପର ଥାଆନ୍ତି ବାସ ଆମକୁ ତାହା ପରେ ଜଣାପଡି ଥାଏ। 
୨- ବିଶ୍ବାସ ଓ କାଚ ଦୁହେଁ ସମାନ ଏହି ଦୁଇ ଥରେ ଭାଙ୍ଗି ଗଲେ ଆଉ ଯୋଡ଼ି ହୁଏ ନାହିଁ।
୩- ଈଶ୍ୱର ଙ୍କୁ ନଡରିଲେ ବି ଚଳିବ ମାତ୍ର ନିଜ କର୍ମ କୁ ଡରିବା ଦରକାର। କାରଣ କର୍ମ ର ଫଳ ଏହି ଧରା ପୃଷ୍ଠରେ ଈଶ୍ୱର ଙ୍କୁ ମଧ୍ୟ ଭୋଗିବାକୁ ପଡ଼ିଛି।
୪- କର୍ମ ଫଳ ନିଶ୍ଚିତ ମିଳିଥାଏ ଏହା ସଙ୍ଗେ ସଙ୍ଗେ ହେଉ ଅବା ଡେରିରେ ହେଉ ନିଶ୍ଚିତ ଭାବରେ ମିଳିଥାଏ।
୫- ପ୍ରତ୍ୟେକ ଟି ସେହି ଜିନିଷ ଯାହା ଆପଣ ମାନଙ୍କୁ ଖୁସୀ ଦିଏ ଏବଂ ତୁମ ପ୍ରଗତିରେ ବାଧକ ସାଜେ ତାକୁ ଆଜି ହିଁ ପରିତ୍ୟାଗ କରନ୍ତୁ।
୬- ଯଦି ଉପରକୁ ଉଠିବାକୁ ଅଛି ତେବେ ତାକୁ ଛାଡ଼ିବାକୁ ହେବ ଯାହା ଆପଣଙ୍କୁ ତଳକୁ ଟାଣୁଛି। କାରଣ କିଛି ସାପ ଠାରୁ ବି ଅଧିକ ଭୟଙ୍କର।
୭- ଯେଉଁ ସମ୍ପର୍କ ରେ ସର୍ତ୍ତ କି ସ୍ବାର୍ଥ ନଥାଏ ସେହି ସମ୍ପର୍କ ହିଁ ସବୁ ଠାରୁ ସୁନ୍ଦର ହୋଇଥାଏ।
୮- ଏଭଳି ମଣିଷ ଠାରୁ ଦୂରେଇ ଯିବା ଉଚିତ୍ ଯିଏ ନିଜ ସ୍ଵଭାବ ପାଇଁ ଆପଣଙ୍କୁ ବାରମ୍ବାର କଷ୍ଟ ଦେଉଛି। ଯିଏ ସମ୍ପର୍କ କୁ ଭୁଲି ଯିବେ ହେଲେ ତାଙ୍କ ସ୍ଵଭାବ ବଦଳାଇବେ ନାହିଁ।
୯- ଜୀବନରେ ସବୁ ପରିସ୍ଥିତି ସ୍ୱଳ୍ପ ସମୟ ପାଇଁ ସେଥିପାଇଁ ଯେତେବେଳ ଭଲ ସମୟ ଆସେ ତାକୁ ଠିକ୍ ଭାବରେ ଉପଯୋଗ କରନ୍ତୁ।
୧୦- ଅନ୍ୟସହ କଥା ହୋଇ ନିଜର ଦୁଃଖ ବାଣ୍ଟି ଦୁର୍ବଳତା କୁ ନବଢେଇ ଚେଷ୍ଟା କରନ୍ତୁ ନିଜେ ଖୁସୀରେ ରେ ରହିବାକୁ ଓ ଖୁସୀ ବାଣ୍ଟି ବାକୁ।
୧୧- ଖରାପ୍ ସମୟ ନିଶ୍ଚୟ ଆସିଥାଏ ଆଉ ଯେବେ ଆସିଥାଏ କିଛି ଶିକ୍ଷା ଦେଇ ଚାଲି ଯାଇଥାଏ। ସେହି ଶିକ୍ଷାକୁ ଗ୍ରହଣ କରି ଏହି କଥା ମନେ ରଖନ୍ତୁ କି କୌଣସି ଜିନିଷ ଚିର ସ୍ଥାୟୀ ନୁହେଁ।
୧୨- ମଣିଷ ମାନେ ସ୍ବାର୍ଥ ସରିଗଲେ ଦୂରେଇ ଯାଆନ୍ତି। ବିଶ୍ବାସ କରିଲେ ଧୋକା ମିଳେ। ପ୍ରଶୟ ଦେଲେ ମୁଣ୍ଡରେ ଚଢ଼ିବେ। କ୍ଷମା ମାଗିଲେ ଦୁର୍ବଳ ଭାବେ। ସୁଖ ଦେଖିଲେ ଇର୍ଷା କରେ।
ଭଲ ପାଇଲେ ଅବିଶ୍ବାସ କରେ। ଠିକ୍ କହିଲେ ଭୁଲ ବୁଝେ। ସ୍ବାର୍ଥ ଥିଲେ ନିଜର ବୋଲି ଦେଖେଇ ହୁଏ। ଆଦର କରିଲେ ଖୋସାମତି ଭାବେ। ଏହା ହେଉଛି ଆଜିର ମଣିଷର କିଛି ନିରାଟ ସତ୍ୟ କଥା।