Movie prime

ନିର୍ବାଚନ ଜିତିବା ପରେ ପ୍ରଣ ନେଲେ ଦିପାଳୀ ଦାସ " ଝାରସୁଗୁଡ଼ା ବାସୀଙ୍କ ସୁଖ ଦୁଃଖ ଏବେ ମୋ ଦାୟୀତ୍ଵ "

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଆପଣମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଆପଣମାନେ ଝାରସୁଗୁଡ଼ା ଜିଲ୍ଲାରେ ହେଇଥିବା ଉପ ନିର୍ବାଚନ ବିଷୟରେ ଜାଣିଥିବେ । ଆମ ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ମୃ-ତ୍ୟୁ ପରେ ତାଙ୍କ ଆସନ ଖାଲି ପଡ଼ିବା ପରେ ସେଠାରେ ଉପ ନିର୍ବାଚନ ହୋଇଥିଲା । 
ମନ୍ତ୍ରୀ ନବ ଦାସଙ୍କୁ ASI ଗୋପାଳ ଦାସ ଗୁଳି କରି ହ-ତ୍ୟା କରିଛି । ଆଉ ଏହି ହ-ତ୍ୟା ଘଟଣା ବିଷୟରେ ସାରା ଓଡ଼ିଶାବାସୀ ଜାଣିଥିବେ । ଏବେ ଏହି ମାମଲାକୁ ନେଇ କିଛି ଖବର ଆସିଛି । ତାଙ୍କ ହତ୍ୟା ପରେ ବିଧାୟକ ଆସନ ଖାଲି ପଡ଼ିଥିଲା ।
Special Report
ଆଉ ଉପ ନିର୍ବାଚନରେ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଛିଡ଼ା ହୋଇଥିଲେ । ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ଭାବରେ ସ୍ବର୍ଗତ ନବ କିଶୋର ଦାସଙ୍କ ଝିଅ ଦିପାଳୀ ଦାସ ଛିଡ଼ା ହୋଇଥିଲେ । 
ଆଉ ବିଜେଡି ଦଳ ଜିତିଲା ମଧ୍ୟ । ବିଜେଡି ପ୍ରାର୍ଥୀନୀ ଦିପାଳୀ ଦାସ ବିପୁଳ ସଂଖ୍ୟକ ଭୋଟରେ ବିଜୟ ହାସଲ କରିଛନ୍ତି । ଏବେ ସେ ବିଧାୟିକା ହୋଇଛନ୍ତି । ସେ ଏବେ ଗଣମାଧ୍ୟମରେ କହିଛନ୍ତି କିଛି କଥା ।
ସେ ଆଜି ସାମ୍ବିଧାନିକ ହିସାବରେ ଶପଥ ନେଇଛନ୍ତି । ସେ ସଦା ସର୍ବଦା ଝାରସୁଗୁଡ଼ା ବାସୀଙ୍କର ସେବାରେ ନିଯୁକ୍ତି ରହିବେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜୁ ଜନତା ଦଳ ପ୍ରତି ମନ ଦେଇ କାମ କରିବେ ବୋଲି ସେ କହିଛନ୍ତି । 
ତାଙ୍କ ବାପାଙ୍କ ନାଁ କୁ ସେ ରଖିବେ ଏବଂ ତାଙ୍କ ବାପାଙ୍କ ବ୍ୟକ୍ତିତ୍ଵକୁ ସେ ରଖିବେ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦରେ ତାଙ୍କ ବାପାଙ୍କ ସଂସ୍କାର ଏବଂ
 ଆଦର୍ଶରେ ଝାରସୁଗୁଡ଼ା ବାସୀଙ୍କ ସେବାରେ ସବୁବେଳେ ନିଯୁକ୍ତି ରହିବେ ବୋଲି ସେ ଶପଥ ନେଇଛନ୍ତି । ଏହାସହ ଅନେକ କଥା ସେ କହିଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ସେ ଶପଥ ନେଇଥିବା କଥା ସବୁ କହିଛନ୍ତି । ଏହି ଭିଡିଓ ଏବେ ବହୁତ ପରିମାଣରେ ଚର୍ଚ୍ଚାକୁ ଆସିଛି ।