Movie prime

ମା କରଜ ସୁଝି ନ ପାରିବାରୁ ନିଜ ଛୋଟ ଝିଅ କୁ ବୁଢ଼ା ସହ ବାହାଘର କରିଦେଲା , ହେଲେ ତାପରେ ଯାହା ହେଲା ଆପଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

 
Special Report
ନମସ୍କାର ପାଠକ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ କିଭାକି ଘଟଣା ଘଟୁଛି। ଟଙ୍କା ପାଇଁ ମଧ୍ୟ ଲୋକମାନେ କିଛି ବି କରିବାକୁ ରାଜି ଅଟନ୍ତି। ଆଜିକାଲି। ଟଙ୍କା ପାଇଁ ଲୋକ ମାନେ ଏତେ ମାତ୍ରାରେ ତଳକୁ ଖସି ଯାଇଛନ୍ତି
ଯାହାକୁ କି ସେମାନେ ଯାହା କରୁଛନ୍ତି ତାହା ପୂର୍ବରୁ ତାହା ସମ୍ପର୍କ ରେ ତିଳେ ହେଲେ ମଧ୍ୟ ଚିନ୍ତା କରୁ ନାହାଁନ୍ତି। ତେବେ ଆପଣ ମାନେ ଜାଣିଥିବେ କି ଆମ ଦେଶରେ ବାଲ୍ୟବିବାହ ଏକ ଦଣ୍ଡନୀୟ ଅପରାଧ ଅଟେ।
ହେଲେ ଏବେ ଜଣେ ବ୍ୟକ୍ତି ଏଭଳି ହିଁ କିଛି କରିଛନ୍ତି। ବ୍ୟକ୍ତି ଜଣକ ଙ୍କୁ ୪୦ ବର୍ଷ ହୋଇଥିବା ବେଳେ ସେ ଜଣେ ୧୧ ବର୍ଷର ନିରୀହ ଶିଶୁ କନ୍ୟା ସହ ବିବାହ କରିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାର ରେ।
Special Report
ମୈରବା ଥାନା ଅନ୍ତର୍ଗତ , ସିୱାନ ଅଞ୍ଚଳରେ ଏଭଳି ଏକ ଘୂର୍ଣନିୟ ଘଟଣା ଘଟି ଯାଇଛି। ଆଉ ବ୍ୟକ୍ତି ଜଣକ ଏଭଳି ଭାବେ ବିବାହ କରିବାର କାରଣ ହେଉଛି ଯୁବତୀ ଜଣକ ମାଆ ଉକ୍ତ ବ୍ୟକ୍ତି ଙ୍କ ଠାରୁ,
୨ ଲକ୍ଷ ଟଙ୍କା ନେଇଥିଲେ। ମାତ୍ର ପରେ ସେ ଏହାକୁ ସୁଜି ପାରି ନଥିଲେ ଯାହା ଫଳରେ କି ବ୍ୟକ୍ତି ଜଣକ ତାଙ୍କ ଝିଅ କୁ ଜୋର ଜବରଦସ୍ତ ବାହା ହେବା ପାଇଁ କହିଥିଲେ।
ଆଉ ସେହି ଯୁବତୀ ଙ୍କ ମାଆ ଙ୍କ ଆଗରେ ଆଉ କିଛି ଉପାୟ ନଥିଲା। ଯାହା ଫଳରେ କି ମନୋଜ ପାଣ୍ଡେ ନାମକ ଏହି ବ୍ୟକ୍ତି ଯୁବତୀ ଜଣକୁ ବିବାହ କରି ନେଇଥିଲେ। ଏବଂ ଏବେ ସେ ଯୁବତୀ ଜଣଙ୍କୁ ତାଙ୍କ ଘରେ ନେଇ ରଖିଛନ୍ତି।
Special Report
ଏହି ଘଟଣାରେ ଯୁବତୀ ଜଣକ ମାଆ ଏହା ମଧ୍ଯ କହିଛନ୍ତି କି, ବ୍ୟକ୍ତି ଜଣକ ଏହା କହିଥିଲେ କି ସେ ଯୁବତୀ ଜଣକୁ ନେଇ ପାଠ ପଢ଼ାଇ ଲେଖାଇ ମଣିଷ କରିବେ। ଆଉ ବ୍ୟକ୍ତି ଜଣକ ମଧ୍ୟ ତାଙ୍କର ସମ୍ପର୍କୀୟ ହୋଇ ଥିବାରୁ ତାଙ୍କୁ ବିଶ୍ବାସ କରି
ସେ ତାଙ୍କ ଝିଅ କୁ ଉକ୍ତ ବ୍ୟକ୍ତି ଙ୍କ ନିକଟରେ ଛାଡ଼ି ଦେଇ ଥିଲେ। ହେଲେ ବ୍ୟକ୍ତି ଜଣକ ତାଙ୍କ ଝିଅ କୁ ନେଇ ତା ସହ ବିବାହ କରି ନେଇଛନ୍ତି। ଏବେ ବ୍ୟକ୍ତି ଜଣକ ନାମରେ ମୈରବା ଥାନାରେ ଏତଲା ଦିଆ ଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.