Movie prime

ଝିଅ ବାହାଘର ରେ ନିତା ଅମ୍ବାନୀ ଦେଲେ କୋଟିଏ ଟଙ୍କିଆ ନେକଲେସ, ଲୋକେ କହିଲେ ହଁ ମ, ପଇସା ଅଛି ବୋଲି ଦେଖେଇ ହଉଛି...

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ମୁକେଶ ଅମ୍ବାନୀ ଙ୍କ ପତ୍ନୀ ନିତା ଅମ୍ବାନୀ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ହେଉଛନ୍ତି ପୃଥିବୀ ର ଦଶ ନମ୍ୱର୍ ଧନୀ ମାନଙ୍କ ମଧ୍ୟରୁ ଅନ୍ୟତମ।ସବୁବେଳେ ବିଳାସପୂର୍ଣ୍ଣ ଜୀବନ ବିତାଉ ଥିବା ନିତା ଅମ୍ବାନୀ ଏବେ ତାଙ୍କ ବୋହୂ ଙ୍କ ପାଇଁ ଚର୍ଚ୍ଚା ରେ ଅଛନ୍ତି।
ଆପଣ ମାନେ ଜାଣି ଥିବେ ତାଙ୍କ ବଡ ପୁଅ କିଛି ଦିନ ତଳେ ଶ୍ଲୋକା ମେହେଟ୍ଟା ଙ୍କୁ ବିବାହ କରିଥିଲେ।ଏହି ବିବାହ କୁ ନେଇ ସେ ସମୟ ରେ ଖୁବ୍ ଚର୍ଚ୍ଚା କରା ଯାଇଥିଲା।ଅମ୍ବାନୀ ପରିବାର ରେ ତାହା ଥିଲା ପ୍ରଥମ ବିବାହ।
Special Report
ଏବେ ପୁଣି ଥରେ ସେହି ବିବାହ କୁ ନେଇ ଚର୍ଚ୍ଚା ରେ ଅଛନ୍ତି ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ନିତା ଅମ୍ବାନୀ। ନିତା ଅମ୍ବାନୀ ସବୁବେଳେ ଦାମୀ କମ୍ପାନୀର ଜିନିଷ ବ୍ୟବହାର କରି ଥାଆନ୍ତି।ଏବେ ଭାରତ ରେ ନିତା ଅମ୍ବାନୀ ଙ୍କ ପାଖରେ ଯାହା ରହିଛି ତାହା ଆଉ କାହାରି ପାଖରେ ନ ଥିବ।
ସେଥିପାଇଁ ଆଜି ଆମେ ତାଙ୍କରି ବିଷୟ ରେ କଥା ହେବାକୁ ଯାଉଛୁ।ସେ ତାଙ୍କ ବଡ ବୋହୂ ଶ୍ଳୋକା ଙ୍କୁ ଏପରି ଏକ ଉପହାର ଦେଇଛନ୍ତି।ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏବେ ନିତା ଅମ୍ବାନୀ ଙ୍କ ପାଖରେ ଯାହା କିଛି ରହିଛି ତାହା କେବଳ ର ତାଙ୍କ ପରିଶ୍ରମ ର ଫଳ।
ଏବେ ଶୁଣିବାକୁ ମିଳୁଚି ନିତା ଅମ୍ବାନୀ ତାଙ୍କ ବଡ ବୋହୂ ଙ୍କୁ ଦୁନିଆ ର ସବୁଠାରୁ ଦାମୀ ଉପହାର ଦେଇଛନ୍ତି।ଯେଉଁଥିପାଇଁ ନିତା ଅମ୍ବାନୀ ଙ୍କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି। ନିତା ଅମ୍ବାନୀ ତାଙ୍କ ବଡ ବୋହୂ ଙ୍କୁ ଗୋଟିଏ ଦାମୀ ହାର ଦେଇଛନ୍ତି ଯାହାର ମୂଲ୍ୟ ୪୦୦ କୋଟି ର ଅଧିକ।
Special Report
ଏହି ହାର ଟି ହେଉଚି ତାଙ୍କ ବଂଶ ର ହାର।ତାଙ୍କ ବଡ ବୋହୂ ଯେତେବେଳେ ତାଙ୍କ ଘରେ ପ୍ରବେଶ କରିଥିଲେ।ଏହି ସମୟ ରେ ତାଙ୍କୁ ଏହି ହାର ଟି ନିତା ଅମ୍ବାନୀ ଦେଇଥିଲେ।ଯାହାକୁ ଏବେ ସମସ୍ତଙ୍କ ସମ୍ମୁଖ କୁ ଆଣିଛନ୍ତି ଶ୍ଲୋକା ମେହେଟ୍ଟା।
ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏହି ହାର କୁ ବିଦେଶୀ କାରିଗର ମାନେ ହିରା ରେ ତିଆରି କରିଛନ୍ତି।ଏହି ହାର ଟି ଦେଖିବାକୁ ମଧ୍ୟ ବହୁତ ସୁନ୍ଦର।
ଏହା ର ମୂଲ୍ୟ ୪୦୦ କୋଟି ର ଅଧିକ।ଏଥିରୁ ଆପଣ ମାନେ ଜାଣି ଥିବେ ନିତା ତାଙ୍କ ବଡ ବୋହୂ ଙ୍କୁ କେତେ ଭଲ ପାଆନ୍ତି।ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଅନେକ କଥା ଶୁଣିବାକୁ ମିଳୁଛି।