Movie prime

ଝିଅ କୁ ଦେଖି ଦୁଷ୍କର୍ମ କରି ଧରା ପଡ଼ିଲେ ବାବା , କରିଥିଲେ ନିଜେ ଭିଡିଓ ରେକର୍ଡ ...

 
Special report
ନମସ୍କାର ପାଠକ ବନ୍ଧୁ।ବର୍ତମାନ ସମୟରେ କିଛି ଭଣ୍ଡ ବାବା ମାନେ ଏଭଳି କିଛି କାଣ୍ଡ କରୁଛନ୍ତି ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଚି।ବାବା ମାନଙ୍କୁ ଲୋକ ମାନେ ଭଗବାନ ଙ୍କ ଭଳି ପୂଜା କରନ୍ତି।ହେଲେ ସେହି ବାବା ମାନେ ଲୋକ ମାନଙ୍କ ବିଶ୍ଵାସ ସହିତ ଖେଳ ଖେଳନ୍ତି।
Special report
ଆମେ ଆଜି ସେଭଳି ଜଣେ ବାବା ଙ୍କ ବିଷୟ ରେ କହିବାକୁ ଯାଉଛୁ।ତାଙ୍କ ନାମ ହେଉଚି ସୁନିଲ।ଲୋକ ମାନେ ତାଙ୍କୁ ଗୁରୁ ବାବା ନାମ ରେ ଜାଣନ୍ତି।ଦିନ ସାରା ଗରମ ତାୱା ଉପରେ ବସି ଲୋକ ମାନଙ୍କର ସମସ୍ୟା କୁ ସମାଧାନ କରନ୍ତି।ଓ ରାତିରେ ସୁନ୍ଦର ଯୁବତୀ ମାନଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖନ୍ତି।
ଗୁରୁ ବାବା ଙ୍କ ର ସବୁ କଳା କାରନାମା ଏବେ ପଦା ରେ ପଡ଼ି ଯାଇଛି।ଜଣେ ମହିଳା ତାଙ୍କ ବିରୋଧ ରେ ଥାନା ରେ ଏକ ଅଭିଯୋଗ କରିଛନ୍ତି।ତାଙ୍କ କହିବା ଅନୁଯାୟୀ ମହିଳା ଙ୍କ ସ୍ଵାମୀ ଅନେକ ଦିନ ରୁ ରୋଗ ଗ୍ରସ୍ତ ଥିଲେ।ମହିଳା ଜଣକ ତାଙ୍କୁ ମେଡିକାଲ ରେ ଦେଖାଇ ଥିଲେ।
ହେଲେ ତାଙ୍କ ସ୍ଵାମୀ ଙ୍କ ସ୍ୱାସ୍ଥ୍ୟବସ୍ଥା ରେ କୌଣସି ଉନ୍ନତି ହେଉ ନ ଥିଲା।ଏହା ପରେ ମହିଳା ଜଣକ ଗୁରୁ ବାବା ଙ୍କ ପାଖକୁ ଆସି ଥିଲେ।ବାବା ତାଙ୍କ ସ୍ବାମୀ ଙ୍କୁ ଅଙ୍ଗାର ଖାଇବାକୁ ଦେଇ ଥିଲେ।ଏହା ପରେ ନିଜେ ସେହି ଗରମ ତାୱା ଉପରେ ବସି ରହୁଥିଲେ।
Special report
ମହିଳା ଜଣକ ଦେଖିଲେ ଅଙ୍ଗାର ଖାଇବା ପରେ ତାଙ୍କ ସ୍ଵାମୀ ଙ୍କ ଦେହ ଭଲ ହୋଇ ନାହିଁ।ଏହା ପରେ ସେ ପୁଣି ଥରେ ବାବା ଙ୍କ ପାଖକୁ ଯାଇ ଥିଲେ।ହେଲେ ବାବା ତାଙ୍କୁ କହିଥିଲେ ତମକୁ ମୋ ସହିତ କିଛି ଦିନ ରହିବାକୁ ପଡ଼ିବ।
ତମେ ଏପରି କଲେ ତମ ସ୍ବାମୀ ଙ୍କ ଦେହ ଭଲ ହୋଇ ଯିବ।ବାବା ଙ୍କ ର ଏଭଳି କଥା ରେ ମହିଳା ଙ୍କ ର ବିଶ୍ଵାସ ହୋଇ ଯାଇ ଥିଲା।ସେ ବାବା ଙ୍କ ସହିତ ରହିବା ପାଇଁ ରାଜି ହୋଇ ଯାଇ ଥିଲେ।ତାଙ୍କ ସହିତ ଶାରୀରିକ ସମ୍ପର୍କ ପ୍ରାୟ ପ୍ରତିଦିନ ରଖିଥିଲେ।
ଏହା ପରେ ହଟାତ ମହିଳା ଜଣକ ବାବା ଙ୍କ ଫୋନ୍ କୁ ଦେଖି ଦେଇଥିଲେ।ସେଥିରେ ବାବା ଙ୍କ ର ସବୁ ଭିଡ଼ିଓ ରହିଥିଲା।ସେ ଦେଖିଲେ ବାବା ଅନେକ ସୁନ୍ଦରୀ ଝିଅ ମାନଂକ ସହିତ ଶାରୀରିକ ସମ୍ପର୍କ ରଖିଛନ୍ତି।
ଏହା ପରେ ସେ ଯେପରି ସବୁ କିଛି ଜାଣି ପାରିଲେ।ଏ ନେଇ ସେ ଥାନା ରେ ଅଭିଯୋଗ କଲେ।ତାଙ୍କ ଅଭିଯୋଗ କୁ କେନ୍ଦ୍ର କରି ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।