Movie prime

ଜନ୍ମକଲା ବାପା ଆଉଥରେ ଦେବେ ନୂଆ ଜୀବନ ଦେଖନ୍ତୁ ବାପା ଦେବେ ଝିଅକୁ କିଡନୀ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଖବର ପାଇବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଆଉ ଏଭଳି କିଛି ଅନେକ ଘଟଣା ଏବେ ଘଟୁଛି । ଆପଣମାନେ ସମସ୍ତେ ନିକଟରେ ସୋସିଆଲ ମିଡିଆରେ ଚିନ୍ମୟୀ ଦାସଙ୍କ ଖବର ଶୁଣିଥିବେ ।
ଏହି ଖବର ଆପଣମାନେ ଶୁଣିଥିବେ । ଏହି ଖବର ହେଉଛି ଜଗତସିଂପୁର ଜିଲ୍ଲାର । ଏହି ଜିଲ୍ଲାର ଏକ ଅଞ୍ଚଳରେ ଚିନ୍ମୟୀ ଦାସଙ୍କ ଦେହ କିଛି ମାସ ହେଲା ଖରାପ ହୋଇଥିଲା ।
ଆଉ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଲା ପରେ ସେଠାରେ ଜଣାପଡ଼ିଲା କି ଚିନ୍ମୟୀ ଦାସଙ୍କ କିଡନୀ ଖରାପ ହୋଇଯାଇଛି । ତାଙ୍କର କିଡନୀ ଖରାପ ହୋଇଥିବା ପରେ ତାଙ୍କର ଅପରେସନ ପାଇଁ ଅନେକ ଟଙ୍କା ଦରକାର ବୋଲି ଡାକ୍ତର କହିଥିଲେ । ସେହି ଯୁବତୀଙ୍କର ଗୋଟେ ଛୋଟ ଛୁଆଟିଏ ଅଛି ।
ଆଉ ଏବେ ଓଡ଼ିଶାବାସୀ ଚିନ୍ମୟୀଙ୍କୁ ବହୁତ ସାହାଯ୍ୟ କରିଛନ୍ତି । ଆଉ ଅପରେସନ ପାଇଁ ୧୫ ରୁ ୨୦ ଲକ୍ଷ ଟଙ୍କା ଦରକାର । ଏହି ଯୁବତୀ ଜଣକ ତାଙ୍କ ଛୋଟ ଛୁଆଟିର ବି ଯତ୍ନ ନେଇପାରୁ ନାହିଁ ।
ସେ ସୋସିଆଲ ମିଡିଆରେ ବହୁତ କାନ୍ଦୁଥିଲେ ଆଉ ସାହାଯ୍ୟ କରିବା ପାଇଁ କହିଥିଲେ । ଏବେ ଚିନ୍ମୟୀ ଦାସଙ୍କୁ ନେଇ ଆଉ ଏକ ଖବର ଆସିଛି । ଏବେ ଚିନ୍ମୟୀଙ୍କୁ କିଡନୀ ଦେବେ ତାଙ୍କ ବାପା । ଆଉ ତାଙ୍କ ଜନ୍ମ କଲା ବାପା ପୁଣି ଆଜି ଆଉ ଥରେ ଚିନ୍ମୟୀଙ୍କୁ ଜୀବନ ଦେଲେ । 
ଏବେ ଏହି ଭିଡିଓରେ ଆପଣ ଏହି ବିଷୟରେ ଜାଣିପାରିବେ । ଚିନ୍ମୟୀ ଦାସଙ୍କ ବାପା କହିଛନ୍ତି ମୋ ଝିଅ ପାଇଁ ଗୋଟେ କିଡନୀ କଣ ଦୁଇଟି ଯାକ କିଡନୀ ଦେଇ ଦେବି । ଏହାସହ ତାଙ୍କ ପାଇଁ ସେ ସବୁକିଛି କରିବେ ।
ତାଙ୍କ ଝିଅର କିଡନୀ ରୋଗ ଜାଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ଏହାପରେ ସେ ଶେଷରେ ଏଭଳି କିଡନୀ ଦେବେ ବୋଲି କହିଥିଲେ । ଏବେ ସେମାନେ ସବୁ ଓଡିଶାବାସୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ଆଉ ବହୁତ ଶୀଘ୍ର ତାଙ୍କର ଅପରେସନ ହେବ ବୋଲି ଜଣାପଡିଛି ।