Movie prime

ଝିଅକୁ ନେଇ ଫେରାର ହେଲେ ପୋଲିସ ବାବୁ ଦେଖନ୍ତୁ କେମିତି ସାମ୍ନାକୁ ଆସିଲା ସତ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣାକୁ ନେଇ କିଛି ଖବର ଆସିଛି ।
Special report
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ଗୋଟିଏ ଝିଅର ବାପା ନିଖୋଜ ଥିଲା । ଆଉ ସେ ଆସିଥିଲା ପୋଲିସ ଥାନା ଅଭିଯୋଗ କରିବାକୁ ।
କିନ୍ତୁ ଏହି ବାପା ଜଣକ ଏବେ ଆସିଛନ୍ତି ତାଙ୍କ ଝିଅର ନିଖୋଜ ଖବର ଦେବାକୁ । ଏହି ଖବର ବିଷୟରେ ଆପଣମାନେ ସମ୍ପୂର୍ଣ୍ଣ ଭାବରେ ଜାଣିପାରିବେ । ଏହି ଯୁବତୀ ଜଣଙ୍କର ବାପା ତିନିଦିନ ହେବ କୁଆଡେ ଯାଇଥିଲେ ଅର୍ଥାତ୍ ନିଖୋଜ ଥିଲେ ।
Special report
ତାଙ୍କୁ ସମସ୍ତେ ଲ ଖୋଜିଥିଲେ କିନ୍ତୁ ପାଇ ନଥିଲେ । ଆଉ ଏହାପରେ ଏହି ଝିଅଟି ଥାନାକୁ ଯାଇ ବାପାଙ୍କ ନିଖୋଜ ଅଭିଯୋଗ ଦେଇଥିଲା । ଏହାପରେ ଏହି ପୋଲିସ ବାବୁ ଜଣକ ଯୁବତୀଙ୍କ ପାଖକୁ ବାରମ୍ବାର କଲ୍ କରିଥିଲେ । ସେ କଥା ହୋଇ ତାଙ୍କୁ ପ୍ରେମ ଜାଲରେ ଫସାଇ ଦେଇଥିଲେ । 
ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ସଦର ଥାନା ଅଂଚଳରେ । ଏହି ପୋଲିସ ବାବୁ ଜଣକ ସଦର ଥାନାରେ କନେଷ୍ଟବଳ ଭାବରେ କାମ କରନ୍ତି । ଏହି ପୋଲିସ ବାବୁଙ୍କ ନାମ ହେଉଛି ରାମଚନ୍ଦ୍ର ମୁଦାୟ । ଏହି ଯୁବତୀ ଜଣଙ୍କୁ ନେଇ ଏହି କନେଷ୍ଟବଳ ଜଣକ ଫେରାର ହୋଇ ଯାଇଛନ୍ତି ।
Special report
ଏହି କନେଷ୍ଟବଳ ଜଣକ ପୂର୍ବରୁ ବିବାହିତ ଅଟନ୍ତି । ସେ ବିବାହ କରି ମଧ୍ୟ ଏଭଳି ନିର୍ଲଜ୍ଜ କାମ କରିବା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏହି ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀକୁ ଡକ୍ୟୁମେଣ୍ଟ ମାଗୁଛନ୍ତି ଆଧାର କାର୍ଡ ଆଦି । କାରଣ ସେ ଏବେ କେଉଁଠାରେ ଅର୍ଥାତ୍ କେଉଁ ହୋଟେଲ ଆଦିରେ ରହିବାକୁ ଯାଉଛନ୍ତି । 
ଏବେ ଏହି ପୋଲିସ ବାବୁ ଏବଂ ତାଙ୍କ ସ୍ତ୍ରୀର କଲ୍ ରେକର୍ଡିଂ ସାମ୍ନାକୁ ଆସିଛି । ସେମାନେ ଅନେକ କଥା ହେଉଛନ୍ତି । ତାଙ୍କ ସ୍ତ୍ରୀ କହୁଛନ୍ତି ସେହି ଝିଅକୁ କେଉଁଠାରେ ରଖିଦିଅ । ଆଉ ତାଙ୍କ ନମ୍ବର ଟ୍ରାକ ହେଉଛି । ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ତଦନ୍ତ ପରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି।
ଯୁବତୀ ଜଣଙ୍କର ବାପା ଏବେ ସଦର ଥାନାରେ ଅଭିଯୋଗ କରିଛନ୍ତି । ଆଉ ପୋଲିସ ଆଇଆଇସି ଏହି ଘଟଣାର ତଦନ୍ତ ଠିକରେ କରୁ ନାହାନ୍ତି ବୋଲି ଯୁବତୀଙ୍କ ବାପା କହିଛନ୍ତି । ଏବେ ଏହି ଘଟଣାକୁ ନେଇ ଅନେକ ଖବର ସାମ୍ନାକୁ ଆସିବ । ଦେଖାଯାଉ କେବେ ଏହି ଯୁବତୀ ଘରକୁ ଆସୁଛନ୍ତି ।