Movie prime

ଜ୍ବାଇଁ ନୁହେଁ ତ ହୀରାମୁଣ୍ଡା ଦେଖନ୍ତୁ କେମିତି ଏତେ ବଡ କଠିନ ସମୟରେ ପୁଅ ଭଳି ଠିଆ ହେଲେ ଜ୍ବାଇଁ ଆଉ ନେଇଗଲେ ଝିଅକୁ ଖଣ୍ଡେ ଶାଢ଼ୀରେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣଙ୍କ ମନରେ ଅନେକ କଥା ଆସୁଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ବିନା ଯୌତୁକରେ ବିବାହ ହୋଇଥାନ୍ତି । 
ଏବେ ଏଭଳି କିଛି ଖବର ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । କହିଥିବା ପ୍ରତିଶ୍ରୁତିକୁ ପୂରଣ କରିଲେ । କହିଥିଲେ ବ୍ୟସ୍ତ ହୁଅନ୍ତୁ ନାହିଁ , ବିନା ଯୌତୁକରେ ସେ ବିବାହ କରିବେ ।
Special report
ଝିଅକୁ ଖଣ୍ଡିଏ ଲୁଗା ପିନ୍ଧାଇ ସେ ବୋହୂ କରି ନେବେ ବୋଲି କହିଥିଲେ । ଆଉ ସେ ଠିକ୍ ସେୟା ହିଁ କରିଛନ୍ତି । ବାଣ ରୋଷଣୀ ନେଇ ଆସିଲେ ଆଉ ବିନା ଯୌତୁକରେ ବିବାହ କରିଲେ । ବିବାହ ସମ୍ପୂର୍ଣ୍ଣ ହୋଇଗଲା ।
ଆଉ ସାତ ଜନ୍ମର ସାଥୀ ହୋଇଗଲେ ହୀରାମଣୀ ।ଏବେ ପୁରା ଗାଁ କହୁଛି ଏମିତି ଜ୍ବାଇଁ ପୁଅ ଭାଗ୍ୟରେ ଥିଲେ ମିଳନ୍ତି । ଏବେ ସବୁ କୁଆଁରୀ ଝିଅ ଏଭଳି ପୁଅ ପାଇବାକୁ ଭଗବାନଙ୍କୁ ଡାକୁଛନ୍ତି ।
Special report
ଯେଉଁ ଝିଅ ବିବାହ ପୂର୍ବରୁ ଜାନି ଯୌତୁକ ସବୁକିଛି ହରାଇଥିଲେ ତାଙ୍କୁ ଆଜି କେହି ନିଜର କରିଲେ । ବାହାଘର ପାଇଁ ସବୁକିଛି କିଣା ଯାଇଥିଲା । ଆଉ ଲଗ୍ନ ପୂର୍ବରୁ ରାତିରେ ଖାଇ ପିଇ ଶୋଇବା ପରେ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । 
Special report
ଯେଉଁଥିପାଇଁ ବିବାହ ପାଇଁ କିଣା ହୋଇଥିବା ସବୁ ଆସବାବପତ୍ର ଜଳି ଯାଇଥିଲା । ଘରଲୋକ ଭାବିଥିଲେ ବାହାଘର ହୋଇପାରିବ ନାହିଁ କିନ୍ତୁ ବାହାଘର ସୁରୁଖୁରୁରେ ହୋଇ ଯାଇଛି । ବିବାହ ପାଇଁ ପୁଅ ଜଣକ କୌଣସି ଯୌତୁକ ଦାବି କରିନାହିଁ ।
ଆଉ ବିନା ଯୌତୁକରେ ସେ ହିରାମଣୀଙ୍କ ହାତ ଧରିଲେ । ଗ୍ରାମବାସୀ ଏବଂ ପଞ୍ଚାୟତ ତରଫରୁ ତାଙ୍କୁ କିଛି ସାହାଯ୍ୟ ମିଳିଛି । ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି ଘଟଣା ଚାନ୍ଦବାଲି ଅଞ୍ଚଳରେ ଦେଖିବାକୁ ମିଳିଛି ।