Movie prime

ନିଜ ଝିଅ ପାଇଁ ଏତେ କୋଟି ଟଙ୍କା ର ଶାଢୀ ଗିଫ୍ଟ ଦେଲେ ଅମ୍ବାନୀ, ଲୋକେ କହିଲେ ବେଶୀ ପଇସା ହେଲେ ଏମିତି କରନ୍ତି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ମୁକେଶ ଅମ୍ବାନୀ ଙ୍କ ସମ୍ପର୍କରେ ବେଶ ଭଲ ଭାବରେ ଜାଣିଥିବେ। ଅମ୍ବାନୀ ହେଉଛନ୍ତି ଆମ ଦେଶ ତଥା ଏସିଆ ମହାଦେଶ ର ସବୁଠାରୁ ଧନୀ ବ୍ୟକ୍ତି।
ତାଙ୍କ ସମ୍ପର୍କରେ ସର୍ବଦା ମଧ୍ୟ ଚର୍ଚ୍ଚା ହୋଇଥାଏ। ତାଙ୍କ ସମ୍ପର୍କରେ ଯେତିକି ଚର୍ଚ୍ଚା ହୁଏ ତାଠୁ ଅଧିକ ତାଙ୍କ ପରିବାର ଲୋକଙ୍କ ସମ୍ପର୍କରେ ଚର୍ଚ୍ଚା ମଧ୍ୟ ହୋଇଥାଏ। ତେବେ ଆପଣ ମାନେ ଏହା ଜାଣିଥିବେ କି ,
Special Report
ମୁକେଶ ଅମ୍ବାନୀ ଙ୍କ ଝିଅ ନାମ ହେଉଛି ଇଶା ଅମ୍ବାନୀ। ସେ ସର୍ବଦା ମଧ୍ୟ ଚର୍ଚ୍ଚାରେ ପରିସର ଭୁକ୍ତ ହୋଇଥାଆନ୍ତି। ମୁକେଶ ଅମ୍ବାନୀ ତାଙ୍କ ଝିଅ ର ଲାଳନ ପାଳନ ରାଜକୀୟ ଢଙ୍ଗରେ କରି ଆସିଛନ୍ତି।
ସେ ଯେତେବେଳେ ଯାହା ମାଗନ୍ତି ତାହାକୁ ତୁରନ୍ତ ମୁକେଶ ଅମ୍ବାନୀ ପୂରଣ କରନ୍ତି ତାଙ୍କର କୌଣସି ଜିନିଷରେ କଦାପି କିଛି କମି ରଖି ନାହାଁନ୍ତି। ସେ ଯେତେବେଳେ ଯାହା ଇଚ୍ଛା କରିଛନ୍ତି ସେତେବେଳେ ତାଙ୍କୁ ତାହା ମିଳିଛି।
ଏବେ ମଧ୍ୟ ଇଶା ଅମ୍ବାନୀ ଙ୍କ ଏକ ଭିଡିଓ ଓ ଫଟୋ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖି ସମସ୍ତେ ମୁଗ୍ଧ ହୋଇ ଯାଇଛନ୍ତି। ସେହି ଫଟୋ ରେ ସେ ଏକ କଳା ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି ଯାହା ଏବେ ସମସ୍ତଙ୍କୁ ଆକର୍ଷିତ କରିବାରେ ଲାଗିଛି।
Special report
କାରଣ ଏଭଳି ଶାଢୀ ପୂର୍ବରୁ କେହି କେବେ ହେଲେ ମଧ୍ୟ ଦେଖି ନଥିଲେ। ଆଜ୍ଞା ହଁ ଏହି ଶାଢ଼ୀର ସୁନ୍ଦରତା ପ୍ରତି ସମସ୍ତେ ଆକର୍ଷିତ ହୋଇ ଯାଇଛନ୍ତି। ଏହି ଶାଢ଼ୀ ମଧ୍ୟ ଦେଖିବାକୁ ଖୁବ ସୁନ୍ଦର୍।
ଏହାର ମୂଲ୍ୟ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। କାରଣ ଏହି ଶାଢ଼ୀର ମୂଲ୍ୟ ହେଉଛି କୋଟିଏ ଟଙ୍କା। ଆଉ ପୂର୍ବରୁ ଏହି ଶାଢ଼ୀ କେଉଁ ଅଭିନେତ୍ରୀ ମାନେ ମଧ୍ୟ ପିନ୍ଧି ନଥିଲେ।
ଏହି ଶାଢୀ କୁ ନେପାଳୀ-ଆମେରିକୀୟ ଡିଜାଇନର୍ ପ୍ରବଲ ଗୁରୁଙ୍ଗ ଡିଜାଇନ୍ କରିଛନ୍ତି।ଏହି ଶାଢୀ ଉପରେ ରୂପା ସ୍ଫଟିକ୍ ଏବଂ ମୋତି କାମ କରାଯାଇଛି।ଏହି ଶାଢୀ ତିଆରି କରିବାକୁ ୩୫୦ ଘଣ୍ଟାରୁ ଅଧିକ ସମୟ ଲାଗିଛି। ଏବଂ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.