Movie prime

ଭାଗ୍ୟ ର କି ବିଡମ୍ବନା : ଝିଅ ପଛେ ପଛେ ମା ବି ଚାଲିଗଲା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଘଟଣା ଦେଖି ପାରିବେ ।
ଏବେ ଏଭଳି ଅନେକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଖବର ଶୁଣିଲେ ଆପଣ ମନରେ ଅନେକ କଥା ଭାବିବେ । ଆଜିକାଲି ଦୁନିଆରେ କେତେବେଳେ କାହା ସହିତ କଣ ଯେ ଘଟଣା ଘଟୁଛି ତାହା କିଏ ଜାଣିଛି । ସଂସାରରେ ଅନେକ ପ୍ରକାରର ଘଟଣା ଘଟୁଛି ।
ଏହି ଘଟଣା ବିଷୟରେ ଶୁଣିଲେ ଆପଣ ବି କାନ୍ଦି ପକାଇବେ । ଏଭଳି ଅନେକ ପ୍ରକାରର ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏବେ ଏହି ଖବର ହେଉଛି ଗୋଟିଏ ମାଆ ଆଉ ଝିଅର । ଝିଅଟିର ସ୍ୱାସ୍ଥ୍ୟବସ୍ଥା ଖରାପ ଥିଲା ।
ସେ ମେଡ଼ିକାଲରେ ଚିକିତ୍ସିତ ହେଉଥିଲା । ଆଉ ଚିକିତ୍ସିତ ଅବସ୍ଥାରେ ଝିଅର ମୃତ୍ୟୁ ହୋଇଗଲା । ଏବେ ଏହି ଖବର ଶୁଣି ଦୁଃଖରେ ଭାଙ୍ଗି ପଡ଼ିଛି ଗୋଟିଏ ମାଆ । ମାଆ ତାର ସବୁ ସନ୍ତାନକୁ ବହୁତ ଭଲ ପାଇଥାନ୍ତି । 
ସବୁବେଳେ ମାଆ ବାପା ଚାହିଁ ଥାଆନ୍ତି ତାଙ୍କ ସନ୍ତାନ ମାନଙ୍କୁ ଭଲ ପାଇଥାନ୍ତି । ଆଉ ଛୁଆମାନଙ୍କ ସ୍ବାସ୍ଥ୍ୟ ଭଲ ରହିଲେ ମାଆ ବାପା ସବୁବେଳେ ଭଲରେ ରହିଥାନ୍ତି । ଏବେ ଏଭଳି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ବି କାନ୍ଦି ପକାଇବେ ।
ଏହି ମହିଳା ଜଣଙ୍କର କନ୍ୟା ସନ୍ତାନର ସ୍ୱାସ୍ଥ୍ୟବସ୍ଥା ଖରାପ ଥିଲା । ଆଉ ଏହାପରେ ସେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲା । ଆଉ ଏହାପରେ ଏହି ଖବର ପାଇଲା ପରେ ତାର ମାର ଜୀବନ ବି ଚାଲିଗଲା ।
ମାଆ ଆଉ ଝିଅର ଜୀବନ ଚାଲିଗଲା । ଆଗ ଝିଅର ଜୀବନ ଆଉ ତାପରେ ମାର ଜୀବନ ଚାଲି ଗଲା । ଏକାଠି ଜୁଇରେ ଜଳିଲେ ଉଭୟ ମାଆ ଆଉ ଝିଅ । କଳାର କରାଳ ରୂପ ନେଉଛି । ମୃ-ତ୍ୟୁ କାହାର ସଂସାର ଉଜାଡି ଦେଉଛି ।
ମାଆ ଝିଅ ଦୁଇଜଣ ମୃ-ତ୍ୟୁର ଫାଶରେ ବାନ୍ଧି ହୋଇ ଯାଇଛନ୍ତି । ଝିଅର ମୃ-ତ୍ୟୁ ଖବର ଶୁଣି ମାର ଜୀବନ ହୃଦଘାତରେ ଚାଲିଗଲା । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।