Movie prime

ଝିଅ ପାଇ କିଏ ଜୀବନ ଦିଏ!!! ପୁଅ ମାନେ ବେଶୀ ଏସବୁ କାମ କରୁଛନ୍ତି

 
Special report
ସମାଜସେବୀ ଦୀପ୍ତି ରେଖା ପଟ୍ଟନାୟକ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ଡି ଜେ ଆଜେକ୍ସ ଙ୍କ ମରିବା ଖବର ଶୁଣି ସେ ବହୁତ ଦୁଃଖ ପ୍ରକାଶ କରିଛନ୍ତି। ତା ସହିତ ଏହି ଖବର ଶୁଣି ସେ ବହୁତ ରାଗି ମଧ୍ୟ ଯାଇଥିଲେ।
ବର୍ତମାନ ସମୟରେ ପୁଅ ମାନେ ବେଶୀ ଆ-ତ୍ମ-ହ-ତ୍ୟା କରୁଥିବାର ଦେଖିବାକୁ ମିଳୁଛି।କିନ୍ତୁ ବେଶୀ ସେଲିବ୍ରେଟି ମାନେ ହିଁ ଆ-ତ୍ମ-ହ-ତ୍ୟା କରୁଛନ୍ତି। ଯେମିତି ମଡେଲ ସୌମ୍ୟ ରଂଜନ ପାଣିଗ୍ରାହୀ,ଆଉ ଏବେ ଡି ଜେ ଆଜେକ୍ସ ସେମାନଙ୍କୁ ଦର୍ଶକ ବହୁତ ଭଲ ପାଇବା ଦେଉଥିଲେ।
ସୌମ୍ୟ ରଞ୍ଜନ ଙ୍କ ପରିବାର ଏବଂ ଡି ଜେ ଆଜେକ୍ସ ଙ୍କ ପରିବାର ଲୋକେ ମଧ୍ୟ ବହୁତ ଭଲ ଅଟନ୍ତି।ଆଉ ସୌମ୍ୟ ରଂଜନ ଏବଂ ଡି ଜେ ଆଜେକ୍ସ ଯେଉଁ ଝିଅଙ୍କୁ ଭଲ ପାଉଥିଲେ ସେମାନେ ଶିକ୍ଷିତ ଅଟନ୍ତି।
ଡି ଜେ ଆଜେକ୍ସ ଯେଉଁ ଯୁବତୀ ଙ୍କୁ ଭଲ ପାଉଥିଲେ ସେ ଜଣେ ଡାକ୍ତର ଅଟନ୍ତି।ଯଦି କିଛି ବ୍ୟକ୍ତିଗତ ସମସ୍ୟା ରହିଥିଲା, ନଚେତ୍ ପ୍ରେମ ବିଷୟରେ କିଛି ଅସୁବିଧା ଥିଲା ତାହେଲେ ସମାଧାନ କରିବା ଉଚିତ।
ଡି ଜେ ଆଜେକ୍ସ ଙ୍କ ମୃ-ତ୍ୟୁ ପରେ ତାଙ୍କ ପରିବାର ଲୋକ କାନ୍ଦୁଛନ୍ତି,ତାଙ୍କର ଯେତିକି ପ୍ରଶଂସକ ଅଛନ୍ତି ସେମାନେ କାନ୍ଦୁଛନ୍ତି।ଏଥିରେ ପୁଅଟିର ହିଁ କ୍ଷତି ହେଲା କାରଣ ଯେଉଁ ଝିଅ ପାଇଁ ଏମିତି ହୋଇଛି ସେ ଆରାମ ରେ ବାହାରେ ବୁଲିବେ।
ଆଜିକାଲି ଯେଉଁ ମାନେ ଭଲ ପାଉଛନ୍ତି ଯଦି ସେମାନଙ୍କ ଭିତରେ କିଛି ସମସ୍ୟା ଦେଖା ଦେଉଛି ଏହାପରେ ସେମାନେ ଆ-ତ୍ମ-ହ-ତ୍ୟା କରି ଦେଉଛନ୍ତି।ଏମିତି କରିବା ପୂର୍ବରୁ ବାପା ମା ଙ୍କ କଥା ଟିକେ ହେଲେ ଭାବୁ ନାହାଁନ୍ତି।
ଯେତେବେଳେ ଏହି ସବୁ କାରଣ ପାଇଁ ହଇରାଣ ହେଉଛନ୍ତି ତେଣୁ 
ତାଙ୍କୁ ଛାଡ଼ି ଦେବା ଉଚିତ।ସେହି ସମୟରେ ଆଉ କୌଣସି କାମରେ ନିଜକୁ ବ୍ୟସ୍ତ ରଖିବେ।ସମାଜସେବୀ ଦୀପ୍ତି ରେଖା ପଟ୍ଟନାୟକ ଆହୁରି କହିଛନ୍ତି
ଯେ ଝିଅ ମାନଙ୍କ ଶରୀରରେ ଏମିତି କଣ ଅଛି କି ଯେଉଁଥି ପାଇଁ ପୁଅମାନେ ଏମିତି ମରି ଯାଉଛନ୍ତି।ଏହି ଭିଡିଓ ଟି ସୋସିଆଲ ମିଡ଼ିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.