Movie prime

ଝିଅ ଫୋଟୋରେ କମେଣ୍ଟ ଦେଇ ଗଣିଲେ ୪୦୦୦୦/- ଟଙ୍କା ଦେଖନ୍ତୁ କଣ କଲେ ଏମିତି ଯେ ହେଲା ଏମିତି ସାଙ୍ଘାତିକ ଘଟଣା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଜିକାଲି ସୋସିଆଲ ମିଡ଼ିଆ ଯୁଗରେ ଝିଅମାନେ ସୋସିଆଲ ମିଡ଼ିଆ ବ୍ୟବହାର କରୁଛନ୍ତି ।
Special report
ଆଉ ଅନେକ ଝିଅ ସୋସିଆଲ ମିଡ଼ିଆ ସାଇଟରେ ଫଟୋ ମଧ୍ୟ ପୋଷ୍ଟ କରୁଛନ୍ତି । ଆଉ ଅନେକ ଲୋକ ଏହି ଫଟୋକୁ କମେଣ୍ଟ ମଧ୍ୟ ଦେଇଥାନ୍ତି । କିନ୍ତୁ ଏବେ ଏଭଳି କିଛି ଖବର ଆସିଛି ଏହି କମେଣ୍ଟକୁ ନେଇ । ଝିଅକୁ କମେଣ୍ଟ କରି ଫସିଗଲେ ଯୁବକ । 
ଯୁବକ ଜଣକ ଜଣେ ଝିଅର ଫଟୋକୁ କମେଣ୍ଟ ମାରିଥିଲେ । ଏବେ ଜଣେ ଯୁବକ ଏହି ବିଷୟରେ କହିଛନ୍ତି । ସେ କହିଛନ୍ତି ତାଙ୍କ ସାନ ଭାଇ ସହିତ ଏଭଳି କିଛି ଘଟଣା ଘଟିଛି ।
Special report
ତାଙ୍କ ସାନ ଭାଇଙ୍କ ଠାରୁ ୪୦ ହଜାର ଟଙ୍କା ନେଇ ଯାଇଛନ୍ତି ଆଉ କହିଲା ବେଳକୁ ସେ କହୁଛନ୍ତି ଆଉ ୧୦ ହଜାର ଟଙ୍କା ଦେଲେ ସେ ସବୁ ପଇସା ଫେରସ୍ତ କରିବେ । ଏହି ଯୁବକ ଜଣକ କହିଛନ୍ତି ଆଉ ସେମାନଙ୍କୁ କଣ ବା ବିଶ୍ବାସ ଯିଏ ୪୦ ହଜାର ଟଙ୍କା ଦେଉ ନାହାନ୍ତି ସେ କଣ ଏହି ଟଙ୍କା ଫେରାଇବେ ।
ଏହି ଏହି ଯୁବକ ଜଣକ ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି । ପ୍ରଥମେ କମେଣ୍ଟ ଦିଆଯାଉଛି ଆଉ ଏହାପରେ ହ୍ୟାକରମାନେ ଦେଖୁଛନ୍ତି ସେହି ପିଲାର କଣ ଦରକାର । ଆଉ ସେହି ଅନୁସାରେ ପିଲାଙ୍କୁ ଫସା ଯାଉଛି ।
Special report
ସେହି ଅନୁସାରେ ସେମାନେ ପେଜ ତିଆରି କରୁଛନ୍ତି ଆଉ ଯୁବକ ଜଣଙ୍କୁ ଫସାଇ ଦେଉଛନ୍ତି । ଏହାପରେ ଲୁଟେରା ଏଭଳି କରି ଟଙ୍କା ଲୁଟି ନେଉଛନ୍ତି । ସୋସିଆଲ ମିଡ଼ିଆ ସାଇଟରେ ଏହିସବୁ ହେଉଛି । ଝିଅର ଫଟୋରେ କମେଣ୍ଟ କରି ଏଭଳି ହୋଇଛି ।
Special report
ସେହି ଯୁବକ ଜଣକ ଇନଷ୍ଟାଗ୍ରାମରେ ଏହି ଝିଅକୁ କମେଣ୍ଟ କରିଥିଲେ । ଆଉ ଏହାପରେ ତାଙ୍କ ଠାରୁ ସେ ଲୁଟି ନେଇଥିଲେ ୪୦ ହଜାର ଟଙ୍କା । ପୁଅମାନେ ଝିଅର ଆକାଉଣ୍ଟ ଖୋଲି ଦେଉଛନ୍ତି ଇନଷ୍ଟାଗ୍ରାମରେ ଆଉ ଏଭଳି ସବୁ କରୁଛନ୍ତି ।
ଜଣଙ୍କର ନୁହେଁ ବରଂ ଅନେକ ଯୁବକ ଏହିଭଳି ଶିକାର ହୋଇଛନ୍ତି । ସୋସିଆଲ ମିଡ଼ିଆ ଯେତିକି ଭାଇ ସେତିକି ଖରାପ । ଯିଏ ଯେଭଳି କାମ କରିବ ସେଭଳି ହଇରାଣ ହେବ ବୋଲି ଯୁବକ ଜଣକ କହିଛନ୍ତି । ଯୁବକ ଜଣଙ୍କର ଭାଇର ଭୁଲ ଥିଲା । ଆଉ ଏହି କାରଣରୁ ସେ ଏଭଳି ଭୋଗ କରିଲେ ।