Movie prime

ଝିଅ ପ୍ରେମ କଲା ବୋଲି ୧୮ ବର୍ଷୀୟା ଝିଅ କୁ ଲଙ୍ଗଳା କରି ତା ସହ କରିଲେ ନାରକୀୟ କାଣ୍ଡ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି ବଢିଲା ଝିଅ ପ୍ରେମ କରିଲା ବୋଲି ଝିଅ ଓ ତାର ପ୍ରେମିକ କୁ ନେଇ ହାଣି ନଦୀରେ ଫୋପାଡି ଦେଲା ବାପା।
Special report
ଝିଅ ତାର ପ୍ରେମିକ କୁ ଏତେ ଭଲ ପାଉଥିଲା ଯେ ଝିଅ କହିଲା ଜୀବନ ଦେଇ ଦେବ ପଛେ ହେଲେ ତାର ପ୍ରେମିକକୁ ସେ ଛାଡ଼ି ପାରିବ ନାହିଁ। ଝିଅ ମୁହଁରୁ ଏତିକି ଶୁଣିବା ପରେ ସେହି ସ୍ଥାନରେ ହିଁ ଝିଅକୁ କଟୁରୀ ରେ ହାଣି ପକାଇ ଦେଇଥିଲା ବାପା।
ଯୁବତୀ ଜଣକ ହେଉଛନ୍ତି +୩ ର ଛାତ୍ରୀ ଯାହାକୁ କି ମାତ୍ର ୧୮ ବର୍ଷ। ଶିବାନୀ ଙ୍କ ୨୧ ବର୍ଷୀୟ ଜଣେ ପ୍ରେମିକ ଥିଲେ ରାଧେଶ୍ୟାମ। ଶିବାନୀ ଓ ରାଧେଶ୍ୟାମ ଙ୍କ ବହୁତ କମ୍ ଦିନ ମଧ୍ୟରେ ହିଁ ପ୍ରେମ ସମ୍ପର୍କ ଗଢି ଉଠିଥିଲା।
ଦୁହେଁ ଦୁହିଁକୁ ଅନେକ ଭଲ ପାଇ ଯାଇଥିଲେ। ଏଭଳି କି ଦୁହେଁ ଦୁହିଁଙ୍କୁ ତିଳେ ମାତ୍ର ନଦେଖିଲେ ରହି ପାରୁ ନଥିଲେ। ଏପଟେ ଶିବାନୀ ମଧ୍ୟ ନିଜ ବାପା ମାଆ ଙ୍କୁ ନଜଣାଇ ରାଧେଶ୍ୟାମ ସହ ତାର ସମ୍ପର୍କ ଆଗକୁ ବଢାଇ ଦେଇଥିଲା।
Special report
ବାପା ମାଆ ଙ୍କୁ ମଧ୍ୟ ତାଙ୍କର ଝିଅ ଶିବାନୀ ବଦଳି ଗଲା ଭଳି ଲାଗିଥିଲା। କାରଣ ସେମାନେ ଜାଣି ନଥିଲେ କି ତାଙ୍କର ଝିଅ ଏହି ୨୧ ବର୍ଷୀୟ ଯୁବକ କୁ ଭଲ ପାଉଛି ବୋଲି। ଶିବାନୀ ମଧ୍ୟ ନିଜ ଘରେ କାହାକୁ ଏହି ପ୍ରେମ ସମ୍ପର୍କ ବିଷୟରେ ଆଦୌ କହି ନଥିଲା।
କାରଣ ତାଙ୍କର ବାପା ଯଦି ଜାଣି ଥାଆନ୍ତେ ତେବେ ସେ କେବେ ହେଲେ ମଧ୍ୟ ଶିବାନୀ ଙ୍କୁ ପ୍ରେମ କରିବା ପାଇଁ ଦେଇ ନଥାନ୍ତେ। ହେଲେ ଏକଥା ତାଙ୍କର ବାପା ଜାଣି ଦେଇଥିଲେ।
ଆଉ ସେଠାରେ ହିଁ ତାଙ୍କୁ ଏସବୁ ଭିତରୁ ଦୂରେଇ ରହିବା ପାଇଁ ତାଗିଦ୍ ମଧ୍ୟ କରିଥିଲେ। ହେଲେ ବାପା ଙ୍କ କଥା କୁ କିଛି ଶୁଣି ନଥିଲା ଶିବାନୀ। ସେ ରାଧେଶ୍ୟାମ ସହ ଫେରାର ହୋଇ ଯାଇଥିଲା। ଏହାପରେ ବାପା ଯାଇ ଥାନାରେ ଅଭିଯୋଗ କରିଥିଲେ।
ମାତ୍ର ଏହାପରେ ପୋଲିସ ତାଙ୍କୁ ଖୋଜୀ ପାଇ ଯାଇଥିଲା। ତାହାପରେ ଘରକୁ ଆସିବା ମାତ୍ରେ ବାପା ଶିବାନୀ କୁ ହାଣିବା ସହ ରାଧେଶ୍ୟାମ କୁ ମଧ୍ୟ ଖଣ୍ଡ ଖଣ୍ଡ କରି ହାଣି ପକାଇ ଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.