Movie prime

ଝିଅ ପ୍ରେମ କଲାବୋଲି ବଢିଲା ଝିଅ ସହ ଜନ୍ମ କଲା ବାପା କରିଦେଲା ଏମିତି କାଣ୍ଡ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ଅଞ୍ଚଳର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିପାରିବେ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special report
ଆଜିକାଲି ଦୁନିଆରେ ପ୍ରେମ ବିବାହ କରିବା ତ ଏକ ସାଧାରଣ କଥା ହୋଇଗଲାଣି । ଲୋକମାନେ ପ୍ରେମ ବିବାହ କରି ଖୁସିରେ ରହୁଛନ୍ତି । ପ୍ରେମ ବିବାହ ଅନେକ ଲୋକ କରିଥାନ୍ତି । ଜାତି ଆଉ ଅଜାତି କିଛି ବି ପ୍ରେମରେ ନଥାଏ । 
ପ୍ରେମରେ ଜାତି, ଧର୍ମ, ବର୍ଣ୍ଣ କିଛି ବି ନଥାଏ । କିନ୍ତୁ ଏଭଳି କିଛି ସବୁ ମାନିଥାନ୍ତି କିଛି ଲୋକ । ଆଉ ଏଭଳି କାମ କରିଥାନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special report
ଅନ୍ୟ ଜାତିର ପୁଅକୁ ଝିଅ ଜଣକ ବିବାହ କରିଥିବାରୁ ଝିଅର ବାପା ଏଭଳି କାମ କରିଥିଲା ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଝିଅର ବାପା ଝିଅକୁ ଘରକୁ ଡ଼ାକି ତାକୁ ମାରି ଦେଇଛି । ଏହି ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରେମ କରି ଝିଅ ବାହା ହେଲା ବୋଲି ଝିଅକୁ ମାରିଦେଲା ବାପା ।
ଝିଅ ଅନ୍ୟ ଧର୍ମର ପୁଅକୁ ଭଲ ପାଉଥିଲା । ଆଉ ଏହାକୁ ଗ୍ରହଣ କରି ପାରୁନଥିଲେ ଝିଅର ଘରଲୋକେ । ଝିଅଟି ଘରଛାଡି ସେହି ପୁଅକୁ ବାହା ହୋଇଗଲା । ଆଉ ଏହାପରେ ଘରଲୋକେ ତାଙ୍କୁ ଘରକୁ ଡାକି ଆଣି ତାକୁ ଜୀବନରୁ ମାରିଦେଲେ । ଏହି ଯୁବକ ଜଣକ ହେଉଛନ୍ତି ବ୍ରିଜେଶ ।
Special report
ସେ ତାଙ୍କ ସ୍କୁଲ ସାଙ୍ଗ ସଂହିତାଙ୍କୁ ଭଲ ପାଉଥିଲେ । ୫ ବର୍ଷ ଭଲପାଇବା ପରେ ସେମାନେ ବିବାହ କରିଥିଲେ । ଉଭୟ ଉଭୟଙ୍କୁ ବହୁତ ଭଲ ପାଉଥିଲେ । ଶେଷରେ ଘରଲୋକେ ବାଧା ଦେବାରୁ ସେ ଘରଛାଡି ପଳାଇ ବିବାହ କରିଲେ ।
ଏହାକୁ ସହଜରେ ଗ୍ରହଣ କରି ପାରିନଥିଲେ ଝିଅର ବାପା । ଆଉ ସେ ନିଜ ଝିଅକୁ ମାରିବା ପାଇଁ ଯୋଜନା କରିଥିଲେ । ଝିଅ ଅନ୍ୟ ଧର୍ମରେ ବିବାହ କରିଥିବାରୁ ଏଭଳି କାମ କରିଥିଲା ଜନ୍ମ କରିଲା ବାପା ଜଣକ । ପ୍ରଥମେ ବାପା ଜଣକ ଝିଅକୁ ଘରକୁ ଡ଼ାକି ଏହି ବିବାହ ପାଇଁ ରାଜି ଅଛନ୍ତି ବୋଲି କହିଥିଲେ ।
ଏହାପରେ ଝିଅ ଘରକୁ ଆସିବା ପରେ ତାକୁ ମାରିଦେଇ ଘର ପଛପଟେ ପୋତି ଦେଇଛନ୍ତି । ଆଉ ଏବେ ବ୍ରିଜେଶକୁ ମାରିବାକୁ ଚେଷ୍ଟା କରୁଛନ୍ତି । ସେଥିପାଇଁ ସେ ଏବେ ଥାନାରେ ନିଜକୁ ସୁରକ୍ଷା ଦେବାକୁ ଅଭିଯୋଗ କରିଛନ୍ତି ।