Movie prime

ଝିଅର ସଂସାର ଉଜାଡି ଦେଇ ମା ହେଉଛି ଖୁସି ଦେଖନ୍ତୁ ଆସିଲା ସାଙ୍ଘାତିକ ଅଭିଯୋଗ ଦେଖନ୍ତୁ କଣ ହେଲା ଏମିତି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି। ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି
Special report
ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଏବଂ ଇଣ୍ଟରନେଟ ର ବ୍ୟବହାର ବୁଢ଼ା ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ମାନେ ମଧ୍ୟ କରୁଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। 
ଝିଅର ସଂସାର ଉଜାଡି ଦେଲା ଝିଅର ମା’। ଏଭଳି କିଛି ଅଭିଯୋଗ ନେଇ ସାମ୍ନାକୁ ଆସିଛନ୍ତି ଉକ୍ତ ଝିଅର ସ୍ଵାମୀ। ତେବେ ଉକ୍ତ ଯୁବକଙ୍କ କହିବା ଅନୁଯାଇ ତାଙ୍କ ଶାଶୁ ତାଙ୍କୁ ପ୍ରଥମରୁ ଘର ଜ୍ଵାଇଁ ହୋଇ ରହିବା ପାଇଁ କହୁଥିଲା।
Special report
ହେଲେ ସେ ମନା କରିଦେଇଥିଲେ। ହେଲେ ତାପରେ ଶାଶୁ ଜଣଙ୍କ ତାଙ୍କୁ ମାଡ଼ ମାରିବା ପାଇଁ ବାହାରିଥିଲେ। ଥରେ ଶାଶୁଙ୍କ ମାଡ ଭୟରେ ସେ ଏକ କୋଠରୀ ମଧ୍ୟରେ ଲୁଚିକି ରହିଥିଲେ। 
ଏବେ ତାଙ୍କ ଶାଶୁ ତାଙ୍କ ଠାରୁ ତାଙ୍କ ଝିଅକୁ ଅଲଗା କରିଦେଇଛନ୍ତି। ତାପରେ ତାଙ୍କ ସ୍ତ୍ରୀକୁ ନେଇ ଗୁଜୁରାଟ ପଠେଇଦେଇଛନ୍ତି। ସେଠାରେ ତାଙ୍କ ସ୍ତ୍ରୀ ଅନ୍ୟ ଗୋଟେ ପୁଅ ସହ ମଧ୍ୟ ଲିଭିଙ୍ଗରେ ରହୁଛନ୍ତି।
Special report
ସେଠାରେ ତାଙ୍କ ସ୍ତ୍ରୀ ଓ ଅନ୍ୟ ପର ପୁରୁଷ ସହ ଫୋଟ ଉଠେଇ ତାଙ୍କ ପାଖକୁ ଛାଡିଛନ୍ତି। ତାଙ୍କ ସ୍ତ୍ରୀ କହିଥିଲେ ସେ ଆଉ ତାଙ୍କ ପାଖକୁ ଫେରିବେ ନାହିଁ। ହେଲେ ଏହି ସବୁ ଘଟଣା ପଛରେ ଶାଶୁ ରହିଛନ୍ତି ବୋଲି ଜ୍ଵାଇଁ ଜଣଙ୍କ ଅଭିଯୋଗ କରି କହିଛନ୍ତି। ତେବେ କେବଳ ଏତିକି ନୁହେଁ। 
Special report
ଉକ୍ତ ଯୁବକଙ୍କ ଠାରୁ ତାଙ୍କ ପୁଅକୁ ମଧ୍ୟ ଛଡାଇ ନେଇଛନ୍ତି ତାଙ୍କ ଶାଶୁ ବୋଲି ଜ୍ଵାଇଁ ଅଭିଯୋଗ କରି ପୋଲିସକୁ ଜଣାଇଛନ୍ତି। ତେବେ ବନ୍ଧୁଗଣ ବାସୁଦେବ ୬ ବର୍ଷ ତଳେ ଜଣେ ଯୁବତୀଙ୍କୁ ବିବାହ କରିବା ସହ ତାଙ୍କର ଗୋଟେ ୫ ବର୍ଷର ପୁଅ ମଧ୍ୟ ରହିଛି।
ହେଲେ ଘର ଜ୍ଵାଇଁ ହୋଇ ନରହିବାରୁ ଶାଶୁ ଏଭଳି ସବୁ ଘଟଣା ଘଟାଉଛି ବୋଲି କେନ୍ଦ୍ରପଡା ଜିଲ୍ଲାରେ ଦେଖିବାକୁ ମିଳିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.