Movie prime

ୟେ ବାପା ନା ରାକ୍ଷସ !! ନିଜ ଜନ୍ମ କଲା ଝିଅ ଉପରେ ଢାଳିଦେଲା ଗରମ କ୍ଷୀର ଆଉ ତାପରେ ଯାହା କଲା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ସମାଜରେ ଏତେ ମାତ୍ରାରେ ଅନ୍ୟାୟ ଓ ଅତ୍ୟାଚାର ବଢ଼ି ଗଲାଣି ଯେ ଲୋକେ ନିଜ ନିଜ ମଧ୍ୟରେ ଥିବା ସମସ୍ତ ସମ୍ପର୍କ କୁ ମଧ୍ୟ ଭୁଲି ଯାଉଛନ୍ତି।
ସମ୍ପର୍କ ର ମହତ୍ତ୍ଵ ବୁଝୁ ନାହାଁନ୍ତି। ଲୋକ ମାନେ ନିଜ ଭିତରେ ଥିବା ମାନବିକତା ଭୁଲି ନର ରୂପୀ ରାକ୍ଷସ ପାଲଟି ଯାଉଛନ୍ତି। ବର୍ତ୍ତମାନ୍ ଏଭଳି ଏକ ଘଟଣା ଘଟି ଯାଇଛି ଯାହା ସମ୍ପର୍କ ରେ ଶୁଣିଲେ ଆପଣ ମାନେ ମଧ୍ୟ ବିଶ୍ଵାସ କରିବେ ନାହିଁ।
ନିଜ ବାପା ନିଜ ଝିଅ ସହ ଏଭଳି ଅମାନବୀୟ କାଣ୍ଡ କରିଛି ଯାହାକି ବୋଧ ହୁଏ ଆପଣ ଆଗରୁ କେବେ ହେଲେ ମଧ୍ୟ ଶୁଣି ନଥିବେ ଆମେ ଏବେ ଏହି ଘଟଣା ସମ୍ପର୍କ ରେ ଆପଣଙ୍କୁ ସମ୍ପୁର୍ଣ୍ଣ ତଥ୍ୟ ଦେବା ପାଇଁ ଯାଉଛୁ।
Special report
ଏହି ଘଟଣା ଟି ଘଟି ଯାଇଛି ହରିୟଣା ର ଗୁରୁ ଗ୍ରାମରେ। ବାପା ଜଣକ ନିଜ ଝିଅ କୁ ଏଭଳି ମାଡ଼ ମାରିଥିଲେ କି ଝିଅ ଟିର ଖପୁରୀ ର ହାଡ ଭାଙ୍ଗି ଯାଇଥିଲା।
ମାତ୍ର ଏତିକିରେ ସେହି କ୍ରୂର ବାପା ର ମନ ଶାନ୍ତି ହୋଇ ନଥିଲା ଯେ ଉକ୍ତ ବାପା ଜଣକ ନିଜ ଝିଅ ଉପରେ ଗରମ କ୍ଷୀର ଢ଼ାଳି ଦେଇଥିଲା। ଆଉ ଝିଅ ଏହି ଗରମ କ୍ଷୀରରେ ପଡ଼ି ଛଟପଟ ହେଉ ଥିବାର ବାପା ଜଣକ ନିଜ ଆଖିରେ ମଧ୍ଯ ଦେଖୁଥିଲା।
Special Report
ଆଉ ଯେତେବେଳେ ଯୁବତୀ ଜଣକ ମାଆ ତାକୁ ବଞ୍ଚେଇବାକୁ ଯାଇଥିଲେ ସେତେବେଳେ ଉକ୍ତ ବ୍ୟକ୍ତି ଜଣକ ମହିଳା ଜଣକୁ ମଧ୍ଯ ଖୁବ ମାଡ଼ ମାରିଥିଲେ। ଏବଂ ସେହି ଝିଅ ଟିକୁ ମାତ୍ର ୯ ବର୍ଷ।
ଆଉ ଏହାପରେ ଏହି କୁନି ଯୁବତୀ ଜଣକ ମାଆ ଭଣ୍ଡୋଷୀ ଥାନାରେ ଯାଇ ଉକ୍ତ ବ୍ୟକ୍ତି ଜଣକ ନାମରେ ଏତଲା ଦେଇଥିଲେ। ଆଉ ଯୁବତୀ ଜଣକ ମଧ୍ୟ ଏନେଇ ପୋଲିସ ସମସ୍ତ କଥା କହିବା ସହ ନିଜ ବାପା ଙ୍କ ନାମରେ ଏତଲା ଦାୟର କରିଥିଲେ।
ଆଉ ଏବେ ଏହି ଏତଲା ଆଧାରରେ ପୋଲିସ ଉକ୍ତ ବ୍ୟକ୍ତି ଜଣକୁ ଗିରଫ କରିଛି ଆଉ ତାଙ୍କୁ ଅଟକ ରଖି ପଚରଉଚରା ମଧ୍ଯ ଜାରି ରଖିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.