Movie prime

୬ ବର୍ଷର ଝିଅକୁ ଟିଉସନ ଯିବା ବାଟରେ ୪ ଜଣ ଗୁଣ୍ଡା କରିଦେଲେ ଏମିତି କାମ ଜାଣିଲେ ଆଖିରୁ ଲୁହ ଆସିଯିବ ଆପଣଙ୍କର

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ଅଞ୍ଚଳର ଖବର ପାଇପାରିବେ । ଆଜିକାଲି ଦୁନିଆରେ ଅନେକ ପ୍ରକାରର ଦୁର୍ଘଟଣା, ଘଟଣା, ଅପହରଣ ଆଦି ଅନେକ ପ୍ରକାର ଘଟଣା ଘଟୁଛି ।
Special Report
ଆଉ ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ ୬ ବର୍ଷର ଝିଅକୁ ଅପହରଣ କରି ନେଇଥିଲେ କିଛି ଦୁର୍ବୃତ୍ତ । ଏହି ଦୁର୍ବୃତ୍ତମାନେ ଏଭଳି କାମ କରୁଛନ୍ତି ଯାହାକୁ ନେଇ ଏବେ ଚିନ୍ତାରେ ସମସ୍ତେ । ୬ ବର୍ଷର ଝିଅ ପିହୁ । ପିହୁକୁ ଅପହରଣ କରି ନେଇଥିଲେ କିଛି ଦୁର୍ବୃତ୍ତ । 
ପିହୁ ଟ୍ୟୁସନ୍ ଯାଇଥିଲେ । ଆଉ ଟିଉସନରୁ ଫେରିବା ସମୟରେ ତାଙ୍କୁ ଉଠାଇ ନେଇ ଯାଇଥିଲେ ଚାରିଜଣ ଗୁଣ୍ଡା । ଏହି ଝିଅଟି ଟିଉସନ୍ ସାରି ଜେଜେମା ସହିତ ଘରକୁ ଫେରୁଥିଲା । ଆଉ ସହି ସମୟରେ ତାଙ୍କ ପାଖରେ ଏହି ଗୁଣ୍ଡମାନେ ଗାଡ଼ି ନେଇ ପହଞ୍ଚିଥିଲେ ।
Special Report
ଆଉ ଗୁଣ୍ଡାମାନେ ଜେଜେମାଙ୍କୁ ଧକ୍କା ଦେଇ ନାତୁଣୀକୁ ଉଠାଇ ନେଇଥିଲେ । ମଝି ରାସ୍ତା ଉପରୁ ୬ ବର୍ଷର ଝିଅକୁ ସେମାନେ ଗାଡ଼ିରେ ଉଠାଇ ନେଇ ପଳାଇ ଗଲେ ।ସବୁଦିନ ଭଳି ସେଦିନ ମଧ୍ୟ ପିହୁ ଟିଉସନ୍ ସାରି ଜେଜେମା ସହିତ ଘରକୁ ଫେରୁଥିଲା । 
ପିହୁ ଜେଜେମାଙ୍କ ହାତ ଧରି ରାସ୍ତାରେ ଆସୁଥିଲା । ସେହି ସମୟରେ ବାଇକରେ ଦୁଇଜଣ ଦୁର୍ବୃତ୍ତ ଆସି ଜେଜେମାଙ୍କୁ ଧକ୍କା ଦେଇଥିଲେ । ଆଉ ଏହାପରେ ପିହୁକୁ ଉଠାଇ ନେଇ ଏକ କାର ଭିତରକୁ ନେଇଗଲେ ।
Special Report
୬ ବର୍ଷର ଝିଅ ପିହୁ ଯେତେ ଚିତ୍କାର କରିଥିଲେ ମଧ୍ୟ ଏହି ଦୁର୍ବୃତ୍ତ ତାଙ୍କ ପାଟି ବନ୍ଦ କରି ଦେଇଥିଲେ । ଦେବଗଡ ଜିଲ୍ଲାରେ ଏହି ଘଟଣା ଘଟିଛି । ଦେବଗଡ ଟାଉନ ଥାନାରୁ ମାତ୍ର ୧୦୦ ମିଟର ଦୂର ଷ୍ଟେଟ ବ୍ୟାଙ୍କ ସାମ୍ନାରୁ କୁନି ଝିଅ ପିହୁକୁ ଅପହରଣ କରି ନେଇଥିଲେ ଦୁର୍ବୃତ୍ତ । 
ଏହି ଚାରିଜଣ ଦୁର୍ବୃତ୍ତ ଏବଂ ପିହୁକୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏହି ଚାରିଜଣ ଦୁର୍ବୃତ୍ତ ପିହୁକୁ ଅପହରଣ କରି ନେବା ପରେ ସେମାନେ ଧରା ପଡ଼ିଯିବା ଭୟରେ ରାତିର ଅନ୍ଧାରରେ ପିହୁକୁ ଛାଡ଼ି ଚାଲି ଯାଇଥିଲେ ।
ପିହୁର ବାପା ଆଲୋକ ଅଗ୍ରୱାଲ ଝିଅ ନିଖୋଜ ହେବା ଘଟଣାକୁ ନେଇ ପୋଲିସ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରିବା ପରେ ଏହି ଘଟଣା ଚାରିଆଡ଼େ ବ୍ୟାପି ଯାଇଥିଲା ଆଉ ସେଥିପାଇଁ ଏହି ଦୁର୍ବୃତ୍ତ ପିହୁକୁ ଛାଡ଼ି ଦେଇଥିଲେ । ଆଜି ଏହି ଚାରିଜଣ ଅପହରଣକାରୀ ଧରା ପଡ଼ିଛନ୍ତି ।