Movie prime

ଝିଆରୀକୁ ପ୍ରେମ କଲାବେଳେ ଚାଲିଗଲା ଦାଦାର ଜୀବନ ଦେଖନ୍ତୁ ସାମ୍ନାକୁ ଆସିଲା ବଡ ଖବର

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଆଜିକାଲି ଦୁନିଆରେ ପ୍ରେମକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଥିବେ । ଆଜିକାଲି ଦୁନିଆରେ ପ୍ରେମ କିଏ କାହା ସହିତ କରୁଛି ତାହାର କିଛି ହିସାବ ନାହିଁ ।
Special Report
ପ୍ରେମ ପାଇଁ ଲୋକମାନେ ଏଭଳି ସବୁ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ଖରାପ ଅଟେ । ସମାଜରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ଝିଅ ସମାନ ଝିଆରୀକୁ ପ୍ରେମ କରୁଛନ୍ତି । ଆଉ ସେମାନେ ପ୍ରେମ କରି ଭୁଲି ଯାଉଛନ୍ତି କି ସେ ତାଙ୍କ ଝିଆରୀ ଯିଏ କି ନିଜ ଝିଅ ସମାନ ଅଟେ ।
ଏବେ ଏଭଳି ଏକ ଖବର ସାମ୍ନାକୁ ଆସିଛି । ଦାଦା ଝିଆରୀ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମର ସମ୍ପର୍କ । ଆଉ ଏହି ପ୍ରେମ ସମ୍ପର୍କ ପାଇଁ ଆଜି ଦାଦା ଜଣକ ମୃ-ତ୍ୟୁବରଣ କରିଛି । ଝିଆରୀ ପ୍ରେମ ଦାଦା ପାଇଁ ହୋଇଗଲା କାଳ ।
Special Report
ଏହି ଯୁବକ ଜଣକ ଝିଆରୀକୁ ପ୍ରେମ କରିଥିଲେ ଆଉ ତାଙ୍କୁ ଶେଷରେ ମାରି ଦେଇଛନ୍ତି । ଅନୁଗୁଳ ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ଘଟଣା । ଏହି ଘଟଣା ହେଉଛି କି ଜଣେ ଯୁବକ ପ୍ରେମ କରିବା ଯୋଗୁଁ ତାଙ୍କୁ ମାରି ଦେଇଛନ୍ତି ଲୋକେ ।
କିଛି ଲୋକ ମିଶି ଝିଆରୀକୁ ପ୍ରେମ କରୁଥିବା ଦାଦା ଜଣଙ୍କୁ ହ-ତ୍ୟା କରି ଦେଉଛନ୍ତି । ପ୍ରଥମେ ଅପହରଣ କରି ନେଇଥିଲେ ଆଉ ତାପରେ ତାଙ୍କୁ ବୋଲେରୋ ଭିତରେ ହ-ତ୍ୟା କରି ତାଙ୍କ ମୃ-ତ ଶରୀରକୁ ବାନ୍ଧି ଏକ ପୋଖରୀରେ ପକାଇ ଦେଇଥିଲେ ।
Special Report
ଏବେ ଏଭଳି କିଛି ଘଟଣା ଘଟିଛି ବୋଲି ଜଣାପଡିଛି । ମୃ-ତ-କ ବ୍ୟକ୍ତି ଜଣକ ହେଉଛନ୍ତି ବିକାଶ ବେହେରା । ଜରାପଡା ପୋଲିସ ଏହି ଘଟଣାର ଫର୍ଦାଫାସ କରିଛି । ସମ୍ପର୍କୀୟ ଝିଆରୀକୁ ପ୍ରେମ କାଟିବାରୁ ତାଙ୍କ ଜୀବନ ଚାଲି ଯାଇଛି ।
ଏହି ଘଟଣା ତଦନ୍ତ ହେବା ପରେ ପୋଲିସ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଏହି ଅଭିଯୁକ୍ତ ଜଣକ ହେଲେ ସଞ୍ଜୟ ପ୍ରଧାନ । ତାଙ୍କର ବୟସ ୨୬ ବର୍ଷ ଅଟେ । ଗତ ନଭେମ୍ବର ୨୬ ତାରିଖରେ ଏହି ଘଟଣା ଘଟିଛି ବୋଲି ଜଣାପଡିଛି ।
ବିକାଶକୁ ପ୍ରଥମେ ଅପହରଣ କରି ନେଇ ତାଙ୍କୁ ଜଙ୍ଗଲକୁ ନେଇ ମାରି ଦେଇଥିଲେ । ଆଉ ମାରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କ ଶରୀରରେ ପଥର ବାନ୍ଧି ଏକ ପୋଖରୀକୁ ଫିଙ୍ଗି ଦେଇଥିଲେ । ଏବେ ଏହି ଘଟଣାକୁ ପୋଲିସ ତଦନ୍ତ କରୁଛି । ଏହି ଘଟଣା ଏବେ ସାଧାରଣରେ ଭୟଭୀତ କରାଇ ଦେଇଛି ।