Movie prime

କୋର୍ଟ କେସ ରେ ମୋଦୀ ଙ୍କୁ ହରାଇ ଖୁସି ରେ କୁରୁଳିଲେ କେଜ୍ରିୱାଲ ! କହିଲେ ଦେଖିଲ ମୋଦୀ ହାରିଗଲେ !

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ଆସୁଛି ରାଜନୀତିକୁ ନେଇ । ରାଜନୀତି ବିଷୟରେ ସବୁବେଳେ ସବୁ ପ୍ରକାରର ଖବର ଆପଣମାନେ ସୋସିଆଲ ମିଡିଆରେ ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ କିଛି ଖବର ଦେଖିପାରିବେ ।
Special Report
ଦିଲ୍ଲୀ ଲୋକଙ୍କ ସହିତ ଆଜି ପର୍ଯ୍ୟନ୍ତ ଯାହା ସବୁ ଅନ୍ୟାୟ ହୋଇ ଆସୁଥିଲା । ତାଙ୍କ ସହିତ ମାନନୀୟ ସୁପ୍ରିମ କୋର୍ଟ ନ୍ୟାୟ କରିଛନ୍ତି । ଆଜିଠାରୁ ୮ ବର୍ଷ ପୂର୍ବରୁ ୧୪ ଫେବୃଆରୀ ୨୦୧୫ ମସିହାରେ ସରକାର ବନା ଯାଇଥିଲା ।
ସରକାର ଗଠନ ହେବାର ତିନି ମାସ ଭିତରେ ଯେମିତି ସରକାର ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସରକାରଙ୍କ ସହିତ କଥା ହୋଇଥିଲେ । 
ଦିଲ୍ଲୀରେ କାମ କରୁଥିବା ଯେତେ ଅଫିସର ଅଛନ୍ତି ଉପରୁ ନେଇ ତଳ ପର୍ଯ୍ୟନ୍ତ ଅର୍ଥାତ୍ ଚପରାସୀ ପର୍ଯ୍ୟନ୍ତ ତାଙ୍କର ଟ୍ରାନ୍ସଫର୍ ପୋଷ୍ଟିଂ , ତାଙ୍କର ଡିସିପ୍ଲିନ ସିଟିଂ, ନୂଆ ନିଯୁକ୍ତି , ପୋଷ୍ଟ ତିଆରି କରିବା, ପୋଷ୍ଟ ପକା କରିବା, ଏହିସବୁ ଦିଲ୍ଲୀରେ ବଛା ଯାଇଥିବା ସରକାର ଦ୍ଵାରା ହେବ ନାହିଁ ।
Special Report
ଯଦି ସାମ୍ନାରେ କେହି ମନ୍ତ୍ରୀ ବା ପୋଲିସ ଲାଞ୍ଚ ନେଉଥିବ ତାହେଲେ ତାକୁ ସସପେଣ୍ଡ ବି କରିପାରିବାର କ୍ଷମତା ନଥିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆଇନ ବାହାର କରିଛନ୍ତି ।
ଜାଣିଶୁଣି ଦିଲ୍ଲୀର ସବୁ କାମକୁ ବନ୍ଦ କରାଯାଇଛି । ଆଉ ସେଠାରେ ଏଭଳି ନେତା ସ୍ଥିର କରାଯାଏ ଯେଉଁମାନେ କୌଣସି କାମ କରନ୍ତି ନାହିଁ । ଏଭଳି ଅବସ୍ଥା ହୋଇ ମଧ୍ୟ ଦିଲ୍ଲୀ ଭିତରେ ଅନେକ କାମ ହୋଇଛି ।
ଲମ୍ବା ସଂଘର୍ଷରେ ଦିଲ୍ଲୀର ଜନତା ତାଙ୍କୁ ସାହାଯ୍ୟ କରିଥିବାରୁ ଏହି ନେତା ଜଣକ ଦିଲ୍ଲୀ ଲୋକମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ଆଉ ଏହାସହ ଅନେକ କଥା କହିଛନ୍ତି । ଏହି ଭିଡିଓ ଦେଖିଲେ ଆପଣମାନେ ସବୁକିଛି ଜାଣିପାରିବେ ।