Movie prime

ଜୋର୍ ଧରିଲା ଚର୍ଚ୍ଚା ସତ ହେଲା ମାଳିକା ବଚ୍ଚନ ଦେଖନ୍ତୁ ଶ୍ରୀମନ୍ଦିରରେ ବାହାରିଲା ଶ୍ରୀରାମଙ୍କ ମୂଷା ମିଳିଲା ପ୍ରମାଣ !!

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special Report
ଏବେ ଏଭଳି କିଛି ଖବର ଆସିଛି ଶ୍ରୀମନ୍ଦିରକୁ ନେଇ । ଏବେ ଏକ ଖବର ଆସିଥିଲା କି ଜଣେ ଯୁବତୀ ଶ୍ରୀମନ୍ଦିରକୁ ମୂଷା ନେଇକରି ଯାଇଥିଲେ । ଆଉ ସେଠାରେ ମୂଷା ପ୍ରଭୁ ଜଗନ୍ନାଥଙ୍କ ନାମ ନେଉଛି । 
ଏବେ ଏହି ମୂଷାକୁ ନେଇ କିଛି ଖବର ଆସିଛି । ମାଳିକାରେ ଲେଖା ହୋଇଥିଲା କି ଏଭଳି ଘଟଣା ଘଟିବ । ଆଉ ଏବେ ମାଳିକା ବଚ୍ଚନ ସତ ହୋଇଛି ଆଉ ଆସିଲା ତ୍ରେତୟା ଯୁଗର ମୂଷା ।
ପ୍ରଭୁ ଶ୍ରୀରାମ ଯେଉଁ ମୂଷା ପିଠିରେ ହାତ ମାରିଥିଲେ ସେହି ମୂଷା ଏବେ ଶ୍ରୀମନ୍ଦିରକୁ ଆସିଛି ବୋଲି ଜଣାପଡିଛି । ମୂଷା କେବେ କଥା କୁହେ କି ଏହା କେବେବି ସମ୍ଭବ ନୁହେଁ କିନ୍ତୁ ଏବେ ମୂଷା ଶ୍ରୀମନ୍ଦିର ଆସିଛି ଆଉ ଜୟ ଜଗନ୍ନାଥ କହୁଛି । ଏବେ ଲୋକଙ୍କ ମନରେ ଏନେଇ ଅନେକ ପ୍ରଶ୍ନ ଆସୁଛି ।
Special Report
ଏମିତି ଘଟଣା ପଛରେ କଣ ରହିଛି ସଂକେତ । ଏହାକୁ ନେଇ ଆସିଛି ଖବର । ଏଥର ସରିଯିବ କି କଳିଯୁଗର ଆୟୁଷ ! ଦୁଷ୍ଟ ପାପୀମାନଙ୍କର ବିନାଶ ହେବାକୁ ଯାଉଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏନେଇ ଆସୁଥିବା ଖବର ସବୁ ଜାଣିପାରିବେ ।
ମୂଷା ଜୟ ଜଗନ୍ନାଥ କହୁଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଶୁଣିପାରିବେ । ଏବେ ଖବର ଆସୁଛି କି ସାରା ପୃଥିବୀ କଣ ଧ୍ଵଂସ ହେବ କି ? କଳିଯୁଗ ସରିବା ସମୟରେ ଏଭଳି ଘଟିବ ବୋଲି ଲେଖା ଯାଇଥିଲା ।
କଳିଯୁଗ ଶେଷ ସମୟ ଆସିଲେ ଦର୍ଶନ ଦେବେ ବୋଲି କହିଥିଲେ । ପ୍ରଭୁ ଜଗନ୍ନାଥ ଯିଏ ଶ୍ରୀରାମ ସିଏ । ପ୍ରଭୁ ଶ୍ରୀରାମ ମୂଷା ପିଠିରେ ହାତ ମାରିଥିଲେ ଏହି ମୂଷା ସେତୁ ବାନ୍ଧିବାରେ ସାହାଯ୍ୟ କରିଥିଲା । ଆଉ ଏବେ ଏହି ମୂଷା ଶ୍ରୀମନ୍ଦିର ଆସି ଜୟ ଜଗନ୍ନାଥ କହିଛି ।
ମୂଷା ପାଟିରୁ ଜୟ ଜଗନ୍ନାଥ ଶୁଣି ପଣ୍ଡିତମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଆଉ ଆଗକୁ ଅନେକ କିଛି ଘଟିବ ବୋଲି ଆଶଙ୍କା କରାଯାଉଛି । ଦେଖାଯାଉ ମାଳିକାରେ କଣ ସବୁ ଲେଖା ହୋଇଛି ଆଉ ତାହା କେବେ ସତ ହେବାକୁ ଯାଉଛି ।