Movie prime

ପୁଣି ଯୌତୁକ ପାଇଁ ଗଲା ଜୀବନ ଦେଖନ୍ତୁ କେମିତି Exclusive Visual

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଅଧିକ ଯୌ-ତୁ-କ ଆଶା କରି ବୋହୂକୁ ନି-ର୍ଯା-ତ-ନା ଦିଆଯାଉଥିବାର ଅଭିଯୋଗ ଆଣିଛନ୍ତି ବାପଘର ଲୋକେ। ଏମିତିକି ଏହାପୂର୍ବରୁ ବି ଶାଶୂଘର ଲୋକେ ମାମାଲିଙ୍କୁ ନି-ର୍ଯା-ତ-ନା ଦେଇଥିବା ବାପଘର ଲୋକେ କହିଛନ୍ତି।
ବାରମ୍ବାର କଳିଝଗଡ଼ା ହେଉଥିବା କଥା ବାପଘର ଲୋକଙ୍କୁ କହିଥିଲେ ମାମାଲି। ଘଟଣାର ସମାଧାନ ପାଇଁ ଉଦ୍ୟମ ବି ହୋଇଥିଲା। କିନ୍ତୁ ଶାଶୂଘର ଲୋକ ଶେଷରେ ମାମାଲିଙ୍କୁ ଜୀବନରୁ ମାରିଦେଇଥିବା ଅଭିଯୋଗ ହୋଇଛି।
ଜଗତସିଂହପୁର ନାଉଗାଁ ଥାନା କୋରୁଅ ପଞ୍ଚାୟତ ତେଲସରା ଗାଁରେ ପୁଣି ଜଣେ ନବବଧୂଙ୍କୁ ହ-ତ୍ୟା କରାଯାଇଥିବା ପରି ସଙ୍ଗୀନ ଅଭିଯୋଗ ଆସିଛି। ତାହା ପୁଣି ମାତ୍ର କେଇ ଟଙ୍କା ଯୌ-ତୁ-କ ପାଇଁ।
ସ୍ଥାନୀୟ ଅଂଚଳର ସ୍ୱର୍ଗତଃ ନିରଞ୍ଜନ ପରିଜାଙ୍କ ଝିଅ ମାମାଲି ପରିଜା ୫ ବର୍ଷ ପୂର୍ବରୁ ତେଲସରା ଗାଁର ଉଦୟନାଥ ଜେନାଙ୍କ ପୁଅ ରଂଜିତ ଜେନାଙ୍କୁ ବୈଦିକ ରୀତିନିତି ଅନୁସାରେ ବିବାହ କରିଥିଲେ। 
ବିବାହ ସମୟରେ ଦାବିମୁତାବକ ସମସ୍ତ ଯୌ-ତୁ-କ ରାଶି ପରିବାର ପକ୍ଷରୁ ଦିଆଯାଇ ଥିଲେ ମଧ୍ୟ ଅଧିକ ଯୌ-ତୁ-କ ନିମନ୍ତେ ଆରମ୍ଭ ହୋଇଥିଲା ରଂଜିତ ଙ୍କ ପରିବାର ପକ୍ଷରୁ ଶାରୀରିକ ମା-ନ-ସି-କ ନି-ର୍ଯା-ତ-ନା।
ଯାହାକୁ ସହ୍ୟନକରି ପାରି ବାରମ୍ବାର ବାପା ଘରକୁ ଯାଇ ମାମାଲିଙ୍କୁ ଯୌ-ତୁ-କ ଆଣିବା ପାଇଁ ପଡୁଥିଲା। ତେବେ ବନ୍ଧୁଗଣ ଯାହାଫଳରେ ଶାଶୁଘରେ ମାମାଲିଙ୍କୁ ଉଭୟ ମା-ନ-ସି-କ ଓ ଶା-ରୀ-ରି-କ ଭାବରେ ନି-ର୍ଯା-ତ-ନା ଦିଆଯାଉଥିଲା। 
ଶେଷରେ ଫ୍ୟାନରେ ତାଙ୍କୁ ଟାଙ୍ଗି ମାରିଦିଆଯାଇଛି। ମାମାଲିଙ୍କ ମୃ-ତ୍ୟୁକୁ ନେଇ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ଭାଇ । ଅଭିଯୋଗ ପାଇବା ପରେ ସାଇଣ୍ଟିଫିକ୍‌ ଟିମ୍‌ ସହ ପୂରା ଘଟଣାର ତଦନ୍ତ କରୁଛି ପୋଲିସ୍‌।
ସେପଟେ ମାମାଲିଙ୍କ ଶବକୁ ନେଇ ଥାନା। ସାମ୍ନାରେ ପ୍ରତିବାଦ କରିବା ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବାପଘର ଲୋକେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.