Movie prime

୧୦୨୪ ରେ ବିଜେଡି କରିବ ଯୁବ ପିଢ଼ି ଙ୍କ ବିକାଶ : ନବୀନ ଙ୍କ ନେତୃତ୍ୱ ରେ ଏବେ ଓଡ଼ିଆ ଯୁବକ ହେବେ ପ୍ରତିଭାବାନ

 
Special Report
ନମସ୍କାର ପାଠକ ବନ୍ଧୁ ।ବନ୍ଧୁଗଣ ନଗେନ୍ଦ୍ର ନାଥ ସଂସ୍କୃତ ମହା ବିଦ୍ୟାଳୟ ରେ ଗତ କାଲି ଏକ ସଭା ଆୟୋଜନ କରା ଯାଇ ଥିଲା।ଏଥିରେ ମୁଖ୍ୟ ବ୍ୟକ୍ତା ଭାବେ ସେହି ଅଞ୍ଚଳ ର ବିଧାୟକ ଯୋଗ ଦେଇଥିଲେ।
Special Report
ଏଥିରେ ସେ କିଭଳି ଭାବେ ମହା ବିଦ୍ୟାଳୟ ର ପିଲା ମାନଙ୍କ ର ଉନ୍ନତି ହୋଇ ପାରିବ।ସେ ବିଷୟ ରେ କହିଥିଲେ।ପିଲା ଙ୍କ ଉନ୍ନତି ପାଇଁ ଖେଳ ହିଁ ମୁଖ୍ୟ ଭୂମିକା ଗ୍ରହଣ କରି ଥାଏ।ଖେଳିବା ଦ୍ଵାରା ସେମାନଙ୍କ ଶରୀର ର ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରି ଥାଏ।
ଏହି ସଭା ଟି ବାଲେଶ୍ଵର ଜିଲ୍ଲାର କୁମ୍ଭାରି ବ୍ଲକ ଅନ୍ତର୍ଗତ ସଂସ୍କୃତ ମହାବିଦ୍ୟାଳୟ ରେ ହୋଇ ଥିଲା।ଏହି ସଭା ରେ ଯୋଗ ଦେଇଥିଲେ ବସ୍ତା ବିଧ୍ୟାୟକ ନିତ୍ୟାନନ୍ଦ ସାହୁ।ଏଥିରେ ଅନେକ ପିଲା ମାନେ ଯୋଗ ଦେଇଥିଲେ।
ପିଲା ଙ୍କ ବିଷୟ ରେ ସେ ଅନେକ କଥା କହିଥିଲେ।ଏହା ଛଡା ସମାଜ ରେ କିଭଳି ପିଲା ମାନଙ୍କ ର ଉନ୍ନତି ହେବ ସେ ବିଷୟ ରେ କହିଥିଲେ।ଏହା ଛଡା ସେଠାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ର କାର୍ଯ୍ୟ କ୍ରମ ଚାଲି ଥିଲା।
Special Report
ବିଶିଷ୍ଟ ସମାଜ ସେବୀ ତଥା ପୂର୍ବତନ ଜିଲ୍ଲା ପରିଷଦ ରବୀନ୍ଦ୍ର ନାଥ ଅଣ୍ଡିଆ,ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଜୟ ନାରାୟଣ ଓ ରମେଶ ଚନ୍ଦ୍ର ସେଠୀ ଏଥିରେ ଯୋଗ ଦେଇ ଏହି ସଭା କାର୍ଯ୍ୟ କୁ ଆଗକୁ ନେଇ ଥିଲେ।
ଛାତ୍ର ଛାତ୍ରୀ ମାନେ ନିଜ କାର୍ଯ୍ୟ ମାଧ୍ୟମ ରେ ଆଗକୁ ଯାଇ ପାରିବେ।ପାଠ ପଢିବା ସହିତ ଅନ୍ୟ କାର୍ଯ୍ୟ ରେ ମନୋନିବେଶ କଲେ ସେମାନଙ୍କର ଉନ୍ନତି ହେବ ବୋଲି ବିଧାୟକ ନିତ୍ୟାନନ୍ଦ ସାହୁ କହିଥିଲେ।
ଏହା ଛଡା ସଂସ୍କୃତ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପିକା ଓ ଅଧ୍ୟାପକ ମାନେ ଏଥିରେ ସହଯୋଗ କରିଥିଲେ।ଛାତ୍ରଛାତ୍ରୀ ମାନେ ନିଜ ଚେଷ୍ଟା ବଳ ରେ ଏତେ ବଡ ସଭା ର ଆୟୋଜନ କରିଥିବାରୁ ସେମାନଙ୍କୁ ସମସ୍ତେ ଧନ୍ୟବାଦ୍ ଜଣାଇ ଥିଲେ।