Movie prime

ଯୁବକ ଆଉ ଯୁବତୀ ଭଡ଼ା ଘରେ କରୁଥିଲେ ମସ୍ତି ଆଉ ଅଚାନକ ପୋଲିସ କରିଦେଲା ଚଢ଼ାଉ, ତାପରେ ଯାହା ହେଲା

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ସମାଜରେ ଏବେ କିଭଳି ଭାବେ ନିନ୍ଦନୀୟ ଘଟଣା ମାନ ଘଟୁଛି।ଲୋକ ମାନେ ଅନେକ ଖରାପ କାମ ରେ ଲିପ୍ତ ରହୁଛନ୍ତି।ନିଜ ପରିବାର କଥା ଟିକେ ବି ଭାବୁ ନାହାଁନ୍ତି।ଏଭଳି ଘଟଣା ଆପଣ ମାନେ ସବୁଦିନ ଖବର କାଗଜ ରେ ପଢୁଥିବେ।
Special report
ଏହା ଏକ ନୀତି ଦିନିଆ ଖବର ହୋଇ ଗଲାଣି।ବର୍ତ୍ତମାନ ସମୟ ରେ କିଛି ମହିଳା ମାନଙ୍କୁ ବାହାର ରାଜ୍ୟ ରୁ କିଣା ଯାଇ ସେମାନଙ୍କୁ ଖରାପ କାର୍ଯ୍ୟ କରିବାପାଇଁ ବାଧ୍ୟ କରା ଯାଉଚି।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାର ସାକ୍ଷୀପଡ଼ା ଗାଁ ରେ।
ଏଠାରେ ଜଣେ ମହିଳା ଙ୍କ ସହିତ ଅନେକ ପୁରୁଷ ଭଡ଼ା ଘରେ ଦେହ ବ୍ୟବସାୟ କରୁଥିଲେ।କିଛି ଅସାମାଜିକ ବ୍ୟକ୍ତିମାନେ ପ୍ରାୟ ସବୁଦିନ ଏଭଳି କାର୍ଯ୍ୟ କରନ୍ତି।ସେମାନେ ବାହାର ରାଜ୍ୟ ରୁ ଝିଅ ମାନଙ୍କୁ କିଣି ଆଣି ଏଠାରେ ଦେହ ବ୍ୟବସାୟ କାମ ରେ ଲଗାଇ ଦିଅନ୍ତି।
ପୋଲିସ ଏ ଖବର ଜାଣିବା ପରେ ଅନେକ ଦିନ ରୁ ସେମାନଙ୍କ ଉପରେ ନଜର ରଖିଥିଲା।ଶେଷ ରେ ତାଙ୍କର ଭଡ଼ା ଘରେ କାର୍ଯ୍ୟ ଚାଲୁ ଥିବା ସମୟ ରେ ପୋଲିସ କବାଟ ଠକ୍ ଠକ୍ କରିଥିଲା।ସମସ୍ତେ ଭାବୁଥିଲେ କେହି ଜଣେ ଗ୍ରାହକ ଆସି ଥିବେ।ସେଥିପାଇଁ ସେ ଲୋକ ମାନେ ଯାଇ କବାଟ ଖୋଲି ଦେଲେ।
Special report
ହେଲେ ପୋଲିସ କୁ ଦେଖି ସେମାନେ କୁଆଡେ ଯିବେ ଭାବି ପାରିଲେ ନାହିଁ।ପୋଲିସ ସମସ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏଥିରେ ଜଣେ ଦଲାଲ ଅଛନ୍ତି ଯିଏ କି ଝିଅ ମାନଙ୍କୁ ଆଣି ଏହି କାମ ରେ ଲଗାନ୍ତି।ପରେ ସେମାନଙ୍କୁ ବହୁତ ଟଙ୍କା ଦିଅନ୍ତି।
ଜଣେ ଦଲାଲ ଓ ଘର ଭଡ଼ା ଟିଆ ଙ୍କୁ ଧନୁ ପାଲି ପୋଲିସ ଗିରଫ କରିଛି।ସେହି ଭଡ଼ା ଘରେ ଦେହ ବ୍ୟବସାୟ କରିବା ପାଇଁ ଭଲ ବେଡ୍ ଓ ଭଳିକି ଭଳି ବିଦେଶୀ ମଦ ରହିଛି।ଏହାକୁ ସେମାନେ ପ୍ରତିଦିନ ପିଇ ଦେହ ବ୍ୟବସାୟ କରନ୍ତି।
ଉକ୍ତ ମହିଳା ଜଣ କୁ ପୋଲିସ ଉଦ୍ଧାର କରି ନେଉଛି।ସେ ହେଉଛନ୍ତି କଟକ ରେ ରହୁଥିବା ଜଣେ ଗରିବ ଘର ର ପିଲା।ଏହି ଘଟଣା ପରେ ଘର ଭଡ଼ା ନେଇଥିବା ଭୂଷଣ କୁମାର ,ଓ ଦଲାଲ ସୁର ଯାଇଶ୍ୱଲ୍ ଙ୍କୁ ଗିରଫ କରା ଯାଇଥିଲା।ଏହା ପରେ ସେମାନଙ୍କୁ କୋର୍ଟ ଚାଲାଣ କରା ଯାଇଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.