Movie prime

ଗାଆଁ ମାଇପ ଙ୍କ ଠାରୁ ଧୂଳି ଉଡା ପାହାର ଖାଇ ଗାଆଁ ରାସ୍ତା ରେ ବାପାଲୋ ବୋଉଲୋ ରଡ଼ି ଛାଡ଼ିଲେ ଯୁବକ

 
Special report
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ସରକାରୀ କର୍ମଚାରୀ ମାନଙ୍କ କାର୍ଯ୍ୟକଳାପ ଆପଣ ମାନେ ସମସ୍ତେ ଜାଣି ଥିବେ।ସରକାରୀ କର୍ମଚାରୀ ମାନେ ଲୋକ ମାନଙ୍କ ହିତ ପାଇଁ ନିଯୁକ୍ତ ଥାନ୍ତି।କିନ୍ତୁ କାମ ନ କରି ଲୋକ ଙ୍କୁ ବହୁତ ହଇରାଣ କରନ୍ତି।
Special report
ଆଜି ଆମେ ଆପଣ ମାନଙ୍କୁ ସେହି ଭଳି ଜଣେ ସରକାରୀ କର୍ମଚାରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ।ଏହି ଘଟଣା ଟି ହେଉଚି ଭଦ୍ରକ ଜିଲ୍ଲାର ବାସୂଦେଇପୂର ପଞ୍ଚାୟତ ର କରଞ୍ଜିଆ ଗ୍ରାମ ର।ଏଠାରେ ଜଣେ ସରକାରୀ କର୍ମଚାରୀ ଙ୍କୁ ଲୋକେ ନିଧୁମ୍ ପିଟିଛନ୍ତି।ଅନେକ ଦିନ ହେଲାଣି ଲୋକ ଙ୍କୁ ବୋକା ବନେଇ ଆସୁ ଥିଲା।
ଶେଷ ରେ ମହିଳା ମାନେ ଧରି ପିଟି ଚାଲି ଗଲେ।ସୂଚନା ଅନୁସାରେ କରଞ୍ଜିଆ ଗ୍ରାମ ର ଲୋକ ମାନେ ଗତ କିଛି ମାସ ହେଲାଣି ରାସନ ଜିନିଷ ପାଇ ନ ଥିଲେ।ସେମାନେ ବାରମ୍ବାର ଖାଦ୍ୟ ସୁରକ୍ଷା ଅଫିସ ରେ ଅଭିଯୋଗ କରିଥିଲେ।ହେଲେ କେହି ତାଙ୍କ କଷ୍ଟ ବୁଝି ନ ଥିଲେ।
ଏହା ପୂର୍ବରୁ ସେମାନେ ଅଫିସ ସାମ୍ନା ରେ ଗଣ୍ଡଗୋଳ କରିଥିଲେ।ପୋଲିସ ମାନେ ସେଠାରେ ଲୋକ ମାନଙ୍କୁ ବୁଝା ଶୂଝା କରିଥିଲେ।ଓ ଏହି ମାସ ତାଙ୍କୁ ରାସନ ଜିନିଷ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ହେଲେ ଦୀର୍ଘ ମାସ ବିତି ଯାଇଥିଲେ ମଧ୍ୟ ଲୋକ ଙ୍କୁ କୌଣସି ଜିନିଷ ମିଳି ନ ଥିଲା।
Special report
ଏହା ପରେ ଲୋକ ମାନେ ଖାଉଟି ଅଫିସ ସାମ୍ନା ରେ ଗଣ୍ଡଗୋଳ କରିବାକୁ ଆରମ୍ଭ କଲେ।ଅଫିସ ଭିତରେ ଫ୍ୟାନ ରେ ଯୋଗାଣ ଅଫିସର ଶାନ୍ତି ରେ ବସି ଥିଲେ।ଏହା ପରେ ଲୋକ ମାନେ ତାଙ୍କୁ ଅଫିସ ଭିତରୁ ମାରି ମାରି ରାସ୍ତା ଉପର କୁ ନେଇ ଆସିଲେ।
ସେଠାରେ ତାଙ୍କୁ ନିର୍ଦ୍ଧୁମ ମାରିଲେ।ଗୋଇଠା ବିଧା ଚାପୁଡ଼ା ଲଗେଇ ଚାଲିଗଲେ।ସେ ନିଜକୁ ବଞ୍ଚାଇବା ପାଇଁ ଚେଷ୍ଟା କଲେ କିନ୍ତୁ କିଛି ବି ଲାଭ ହେଲା ନାହିଁ।ଶେଷ ରେ ପୋଲିସ ମାନେ ଆସି ଥିଲେ।ତଥାପି ମହିଳା ମାନେ ତାଙ୍କୁ ବାଡେଇ ଚାଲି ଥିଲେ।ଏହା ପରେ ପୋଲିସ ତାଙ୍କୁ ରକ୍ଷା କରି ସେ ସ୍ଥାନ ରୁ ନେଇ ଚାଲି ଗଲେ।
ଲୋକ ମାନେ କହୁଛନ୍ତି କି ଯୋଗାଣ ଅଫିସର ମାନେ ତାଙ୍କ ରାସନ ଜିନିଷ ପ୍ରତି ମାସ ରେ ବିକି ଦେଉଛନ୍ତି।ଲୋକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଖାଇବାକୁ ପାଉ ନାହାଁନ୍ତି।ହେଲେ ବଡ ବଡ ବାବୁ ମାନେ ଖୁସି ଘୁରି ବୁଲୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.