Movie prime

ହେ ଭଗବାନ୍.. ଯୁବକ ଠିଆ ହୋଇଥିଲା ଆଉ..ପଛରୁ ବାଘ ଆସି ଜିଅନ୍ନା ଖାଇଗଲା ଯୁବକ କୁ..

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ପୁଣି ଥରେ ବାଘ ନେଇଗଲା ଜଣେ ଲୋକ ର ଜୀବନ।ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏ କଥା ସତ।ମଣିଷ ନିଜର ଅସାବଧାନତା ପାଇଁ ଶେଷ ରେ ବାଘ କବଳ ରେ ପଡ଼ି ଯାଇଛି।
Special report
ସୋସିଆଲ ମିଡିଆରେ ଫେମସ ହେବା ନିଶା ରେ ଜଣେ ବ୍ୟକ୍ତି ଙ୍କ ଜୀବନ ଚାଲି ଯାଇ ଥାଆନ୍ତା।ଅଳ୍ପ କେ ବଞ୍ଚି ଯାଇଛନ୍ତି ଜଣେ ଯୁବକ।ଆପଣ ମାନେ ସମସ୍ତେ ଜାଣି ଥିବେ ହିଂ-ସ୍ର ଜନ୍ତୁ ମାନେ କେତେ ଭୟଙ୍କର।ସେମାନେ ମଣିଷ ମାନଙ୍କୁ ଦେଖିଲେ ତାଙ୍କ ଉପରକୁ ଆ-କ୍ର-ମ-ଣ କରି ଥାନ୍ତି।
ଆଜି ଆମେ ସେହି ହିଂ-ସ୍ର ଜନ୍ତୁ ଙ୍କ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଗୋଟିଏ ଗାଁ ର ଜଙ୍ଗଲ ଭିତରେ ବାଘ ଟି ଶୋଇ ଥିଲା।ଲୋକମାନେ ସେହି ବାଘ ସହିତ ଫଟୋ ଉଠାଉ ଥିଲେ।ଏହି ସମୟରେ ହଟାତ ବାଘ ଟି ସେହି ଲୋକ ମାନଙ୍କ ଉପରେ ଝାମ୍ପ ମାରି ଥିଲା।
ଏହାକୁ ଦେଖି ଉପସ୍ଥିତ ଲୋକ ମାନେ ଭୟବିତ ହୋଇ ଯାଇ ଥିଲେ।ହେଲେ ବାଘ ଟି ପରେ ପୁଣି ଥରେ ସେହି ସ୍ଥାନ କୁ ଆସି ଶୋଇ ପଡି ଥିଲା।ସମସ୍ତେ ଜାଣି ଥିଲେ ବାଘ ଟି ଅନେକ ଦିନ ରୁ ଅସୁସ୍ଥ ରହିଛି।
Special report
ତେବେ ବାଘ ଟି ଦେଖିବାକୁ କେମିତି ହୋଇ ଥିବ।ତାହାକୁ ନେଇ ସମସ୍ତ ଙ୍କ ମନ ରେ ପ୍ରଶ୍ନ ରହି ଥିଲା।ଲୋକ ମାନେ ବାଘ କୁ ଦେଖିବା ପରେ ତା ସହିତ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରି ଥାଆନ୍ତେ।ହେଲେ ସାମାନ୍ୟ ଭାଇରାଲ ହେବା ନିଶା ରେ ଆଜି କିଛି ଲୋକ ଙ୍କ ଜୀବନ ଚାଲି ଯାଇ ଥାଆନ୍ତା।
ବର୍ତ୍ତମାନ ସମୟ ରେ ଲୋକ ମାନେ ସୋସିଆଲ ମିଡ଼ିଆ ରେ ଏଭଳି ପାଗଳ ହୋଇ ଯାଉଛନ୍ତି କି ସେମାନେ ନିଜ ଜୀବନ କୁ ମଧ୍ୟ ଖାତିର କରୁ ନାହାନ୍ତି।ବାଘ ସହିତ ଶେଲ୍ଫି ନେଇ ଶେଷ ରେ ବାଘ ଆ-କ୍ର-ମ-ଣ ର ଶିକାର ହୋଇ ଥିଲେ ଗ୍ରାମ ବାସି ମାନେ।
ତେଣୁ ଆପଣ ମାନେ ସାମାନ୍ୟ ଭାଇରାଲ ହେବା ନିଶା ରେ ଏଭଳି କାମ କରନ୍ତୁ ନାହିଁ।ଉକ୍ତ ବାଘଟି ଅସୁସ୍ଥ ଥିବାରୁ ଲୋକ ଙ୍କ ଜୀବନ ବଞ୍ଚି ଯାଇ ଥିଲା।ଆପଣ ମାନେ ଉକ୍ତ ଭିଡିଓ ରେ ବାଘ ଟି ଆ-କ୍ର-ମ-ଣ କରିବା ସମୟ ର ଭିଡିଓ ଦେଖି ପାରିବେ।
ଏହି ଭିଡିଓ ଟି କୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଚି।କିଛି ଲୋକ ମାନେ ଏହାକୁ ନିନ୍ଦା କରୁଛନ୍ତି।କହିଛନ୍ତି କି ମଣିଷ ମାନେ ସୋସିଆଲ ମିଡିଆରେ ଫେମସ ହେବା ପାଇଁ ନିଜ ଜୀବନ କୁ ବିପଦ ରେ ପକାଇବାକୁ ପଛାଉ ନାହାନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.