Movie prime

ସେଦିନ ସାରା ଦିଦି ସକାଳୁ ରାତି ଯାଏଁ ଖାଲି କାନ୍ଦିଲେ ,ଆମେ ଯେତେ ପଚାରିଲୁ କହିଲେନି ଆଉ ପରେ କହିଲେ ମୁଁ ମରିବି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସମ୍ପୂର୍ଣ୍ଣା ଙ୍କ ସହ ପ୍ରକୃତରେ କଣ ହୋଇଥିଲା ସେ ସମ୍ପର୍କରେ ଜଣେ ତାଙ୍କର ସାଙ୍ଗ ଏବେ କହିଛନ୍ତି। ସେ ଏଭଳି ଆ-ତ୍ମ-ହ-ତ୍ୟା ଭଳି ଚରମ ନିଷ୍ପତ୍ତି ନେବା ପୂର୍ବରୁ ତାଙ୍କର ଏକ ସାଙ୍ଗକୁ ଭିଡିଓ କଲ୍ କରିଥିଲେ।
Special report
ଆଉ ତାଙ୍କୁ ଭିଡିଓ କଲ୍ ରେ ଏହା କହିଥିଲେ କି ସେ ଆଦୌ ବଞ୍ଚିବା ପାଇଁ ଚାହୁଁ ନାହାଁନ୍ତି ବୋଲି। ଏଭଳି ଜଣେଇବା ପୂର୍ବରୁ ଅନ୍ୟ ଜଣକ ସହ ସେ କଲ୍ ରେ କଥା ହେଉଥିଲେ।
ହେଲେ ସେ କାହା ସହ କଲ୍ ରେ କଥା ହେଉଥିଲେ ଏକଥା ଯୁବତୀ ଜଣକ ଜାଣି ନାହାଁନ୍ତି ବୋଲି ମଧ୍ୟ ସେ ବାରଣ କରି ଦେଇଥିଲେ । ତାଙ୍କର ସାଙ୍ଗ ସେହି ରୁମ୍ ରେ ୧୨:୧୦ ପର୍ଯ୍ୟନ୍ତ ଥିଲେ ମାତ୍ର ଏହା ପରେ ସେ ତଳକୁ ଚାଲି ଆସିଥିଲେ।
ଏହାପରେ ଯୁବତୀ ଜଣଙ୍କୁ ତାଙ୍କ ହଷ୍ଟେଲ ରେ ଥିବା ଅନ୍ୟ ଜଣେ ଯୁବତୀ କାନ୍ଦି କାନ୍ଦି କଲ୍ କରିଥିଲେ। ସେ କେବଳ କାନ୍ଦୁ ଥିଲେ ଆଉ ସାରା ଦିଦି ସାରା ଦିଦି କହୁଥିଲେ।
Special report
ଏହାପରେ ଯୁବତୀ ଜଣକ ତାଙ୍କ ରୁମ କୁ ଦୌଡି ଆସିଥିଲେ ଆଉ ଯେତେବେଳେ ସେ ତାଙ୍କ ରୁମ ରେ ଦୌଡି ଆସି ଦେଖିଥିଲେ। ସେତେବେଳେ ଦେଖି ଥିଲେ ସମ୍ପୂର୍ଣ୍ଣା ତାଙ୍କ ରୁମ ରେ ଝୁଲୁଛନ୍ତି। ଏହାପରେ ଯୁବତୀ ଜଣକ ସମସ୍ତ ଙ୍କୁ କଲ୍ କରି ଏକଥା ଜଣାଇ ଥିଲେ।
ଏହାପରେ ସେଠାରେ ଜଣେ ସାର ଆସି ପହଞ୍ଚି ଥିଲେ ଆଉ ସେ ସାର ଜଣକ ଭାବିଥିଲେ କି ବୋଧ ହୁଏ ସମ୍ପୂର୍ଣ୍ଣା ଙ୍କ ଜୀବନ ଥିବ ମାତ୍ର ତାଙ୍କର ଜୀବନ ଚାଲି ଯାଇ ଥିଲା।
ଯୁବତୀ ଜଣକ ୧୨:୧୦ ରେ ବାହାରକୁ ଯାଇଥିବା ସମୟରେ ୧୨:୨୫ ରେ ହିଁ ସେ ଏହି ସମ୍ପର୍କରେ ଖବର ପାଇଥିଲେ। ଯୁବତୀ ଜଣକ ହଷ୍ଟେଲ ରୁମ ରୁ ଯିବା ସମୟରେ ମଧ୍ଯ ସେ ଭଲ ଭାବରେ କଥା ହେଉଥିଲେ।
ମାତ୍ର କେବଳ ଦଶ ମିନିଟ୍ ମଧ୍ୟରେ ହିଁ ଯୁବତୀ ଜଣକ ଏଭଳି କାଣ୍ଡ କରି ବସିଲେ। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣ ମାନଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.