Movie prime

ମତେ ଦୁଇ ଦିନ କାର ଭିତରେ ବନ୍ଦ୍ କରି ରଖି ମୋ ସହ ବଳାତ୍କାର କରିଦେଲା. ଏବେ ମୋ ପେଟ ରେ ଛୁଆ ଜାଣି ଆଉ ଭଲ ପାଉନି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କ୍ୟାବ ବୁକିଂ କରି ରାତିସାରା କ୍ଳବ୍ ରେ ବୁଲୁଥିଲା ଯୁବତୀ। ଆଉ ମଦ ନିଶାରେ ଏ କ୍ଳବ୍ ରୁ ସେ କ୍ଳବ୍ କୁ ମଧ୍ୟ ଯାଉଥିଲା।
ରାତି ସାରା ମଦ ପିଇ କ୍ୟାବ୍ ରେ ବୁଲୁଥିବା ଯୁବତୀ ଜଣକ ସକାଳୁ କ୍ୟାବ୍ ବାଲା କୁ ପଇସା ଦେବା ପାଇଁ ବାରଣ କରି ଦେଇଥିଲେ। ଟଙ୍କା ଦେବା ବଦଳରେ ଯାହା କରିବୁ କର୍ ବୋଲି ମଧ୍ୟ ସେ ସେହି କ୍ୟାବ୍ ଡ଼୍ରାଇଭର କୁ ଧମକ ମଧ୍ୟ ଦେଇଥିଲେ।
Special report
ଏହି ଭିଡିଓ ଟି ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓ ରେ ଦେଖିବାକୁ ମିଳିଛି କି ଯୁବତୀ ଜଣକ ସଂପୂର୍ଣ୍ଣ ଭାବରେ ମଦ ନିଶାରେ ଟଳମଳ ହେଉଛନ୍ତି।
ନିଜେ ଠିଆ ହେଇଥିବା ଜାଗାରେ ମଧ୍ୟ ଠିକ ଭାବରେ ଠିଆ ହୋଇ ପାରୁ ନାହାଁନ୍ତି ଏହି ଯୁବତୀ ଜଣକ। ହେଲେ ପାଖରେ ଥିବା ଡ଼୍ରାଇଭର ଜଣକୁ କିନ୍ତୁ ଧମକ ଦେବାରେ ଲାଗିଛି। ରାତି ସାରା ମଧ୍ୟ ମଦ ନିଶାରେ ଏ କ୍ଳବ୍ ରୁ ସେ କ୍ଲବ୍ କୁ ବୁଲୁଥିଲେ ସେ।
ରାତି ପାହିବା ପରେ କ୍ୟାବ୍ ଡ଼୍ରାଇଭର ଙ୍କୁ ଟଙ୍କା ଦେବା ବଦଳରେ ତାଙ୍କ ସହ ଖରାପ୍ ବ୍ଯବହାର କରିଥିଲେ। ଆଉ କ୍ୟାବ୍ ଡ଼୍ରାଇଭର ଜଣକ ରାତି ସାରା ପରିଶ୍ରମ କରି ନିଜ କ୍ୟାବ ଭଡା ନେବା ପାଇଁ ମଧ୍ୟ ଅନେକ ନେହୁରା ହୋଇ ଥିଲେ।
Special report
ହେଲେ ଯୁବତୀ ଜଣକ ତାଙ୍କ ନିକଟରେ ଟଙ୍କା ନାହିଁ ବୋଲି କହି ବାରମ୍ବାର ଧମକ ଦେଉଥିଲେ ସେହି କ୍ୟାବ୍ ଡ଼୍ରାଇଭର ଜଣକୁ। ଏପରି କି ଟଙ୍କା ବଦଳରେ ତାଙ୍କ ସହ ଯାହା କରିବାକୁ ଚାହିଁବେ କରିପାରିବେ ବୋଲି,
ଡ୍ରାଇଭର ଙ୍କୁ କହି ଚାଲିଥିଲା ଯୁବତୀ। ରାତି ସାରା କ୍ଳବ୍ ଭିତରେ ପଶି ଉଲଗ୍ନ ହୋଇ ନାଚୁଥିଲା ଏହି ଯୁବତୀ ଜଣକ। ଗୋଟିଏ ପରେ ଗୋଟିଏ କ୍ଳବ୍ କୁ ଯାଇ ସେଠାରୁ ମଦ ପିଇ ବାହାରୁଥିଲା ଯୁବତୀ ଜଣକ।
ଯୁବତୀ ଜଣକ ଏତେ ମାତ୍ରାରେ ନିଶାରେ ବୁଡି ଯାଇଥିଲା କି ସେ ଗୋଟେ ଜାଗାରେ ଠିକ ଭାବେ ଛିଡ଼ା ହୋଇ ପାରୁ ନଥିଲା। ଏହାପରେ ଜଣେ ଯୁବକ ସେଠାରେ ପହଞ୍ଚି ଯୁବତୀଙ୍କୁ ଗାଳି ଦେବା ସହ ଡ଼୍ରାଇଭର ଙ୍କୁ ଟଙ୍କା ଦେବାରେ ସାହଯ୍ୟ କରିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.