Movie prime

ମା ମୋ ଦୁଇ ଗୋଡ଼ ମାଡି ବସି ଧରେ ଆଉ ମୋ ବାପା ମୋ ଇଜ୍ଜତ୍ ଲୁଟେ, ଏମାନଙ୍କୁ ଉଚିତ୍ ଦଣ୍ଡ ଦିଅନ୍ତୁ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆମ ଆଗକୁ କିଛି ଏପରି ଘଟଣା ଆସିଥାଏ ଯାହାକୁ ବିଶ୍ୱାସ କରିବା ବହୁତ କଷ୍ଟକର ହୋଇଥାଏ। ତେବେ ଆପଣମାନେ ଦେଖୁଥିବେ କି, ବର୍ତ୍ତମାନର ଲୋକମାନେ କାମନା ଓ ବାସନା ପାଇଁ ଏତେ ପାଗଳ ହୋଇଯାଉଛନ୍ତି କି ଭୁଲି ଯାଉଛନ୍ତି ସବୁକିଛି।
କାମନା ଓ ବାସନାରେ ଅନ୍ଧ ହୋଇ ସବୁ ସମ୍ପର୍କ କୁ ଗୋଡ଼ ରେ ଆଡେଇ ଦେଇ ନିଜ ମା, ଝିଅ ଓ ଭଉଣୀଙ୍କୁ ମଧ୍ୟ ଛାଡୁନାହାନ୍ତି ଏମାନେ। ନିଜ କାମନାକୁ ପୂର୍ଣ୍ଣ କରିବା ପାଇଁ ମଣିଷ ଘଟାଇ ବସୁଛି ଜଘନ୍ୟ ଅପରାଧ। 
ନିଜର ସୁଖ ପାଇଁ ହରାଇ ବସୁଛି ମଣିଷ ତାହାର ମଣିଷତ୍ୱ। ଘଟାଉଛି ରାକ୍ଷସ ଠାରୁ ନୃ-ଶଂ-ସ କାମ। ତେବେ ଏହିଭଳି ଏକ ଅତ୍ୟନ୍ତ ଲ-ଜ୍ୟା-ଜ-ନ-କ ଏବଂ ଅଭାବନୀୟ ଘଟଣା ବର୍ତ୍ତମାନ ଦେଖିବାକୁ ମିଳୁଛି। ବନ୍ଧୁଗଣ ସାବତ ବାପା ସାଜିଲା ପିଶାଚ।
Special report
ନାବାଳିକା ଝିଅକୁ କରିଲା ବାରମ୍ବାର ଦୁ-ଷ୍କ-ର୍ମ। ଆଉ ଅନ୍ତଚିରି ଜନ୍ମ ଦେଇଥିବା ମା ବି ଭୁଲିଗଲା ସ୍ନେହ ମମତା। ସାବତ ବାପାକୁ ଏଭଳି ଏକ ଘଟଣାରେ କରିଲା ସହଯୋଗ। ଶେଷରେ ନିଜ ଜୀବନ ବଞ୍ଚାଇବା ପାଇଁ ପୋଲିସର ଦ୍ୱାରସ୍ଥ ହେଲା ନାବାଳିକା। 
ବନ୍ଧୁଗଣ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଥିଲା। ନାବାଳିକା ଝିଅକୁ ବର୍ଷ ତମାମ ଦୁ-ଷ୍କ-ର୍ମ କରୁଥିଲା ବାପା। ସାବତ ବାପାର ଏଭଳି କୁ-କ-ର୍ମରେ ସାହାର୍ଯ୍ୟ କରୁଥିଲା ମାଆ।
ଶେଷରେ ନିଜ ଜୀବନ ବଂଚାଇବା ପାଇଁ ପୋଲିସ୍‌ର ଦ୍ୱାରସ୍ଥ ହୋଇଥିଲା ନାବାଳିକା। ଉଦଳା ଥାନା ଅଂଚଳରେ ଜଣେ ନାବାଳିକାକୁ ତାହାର ସାବତ ବାପା ବାରମ୍ବାର ଦୁ-ଷ୍କ-ର୍ମ କରିଥିବା ନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। 
ପୋଲିସ୍ ଅ-ଭି-ଯୁ-କ୍ତ ସାବତ ବାପା ଏବଂ ମାଆକୁ ଗିରଫ କରି କୋର୍ଟଚାଲାଣ କରିଛି। ସାବତ ବାପା ନାବାଳିକା ଝିଅକୁ ଏକ ବର୍ଷ ହେବ ଦୁ-ଷ୍କ-ର୍ମ କରି ଆସୁଥିବା ବେଳେ ଏ ବାବଦରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇ ଆସୁଥିଲା।
ପୋଲିସ୍ ନାବାଳିକା ଝିଅକୁ ଉଦ୍ଧାର କରି ସୁଧାର ଗୃହକୁ ପଠାଇଛି। ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।