Movie prime

ସାଙ୍ଘାତିକ ଯୁବତୀ ଦେଖନ୍ତୁ ଭୟଙ୍କର କାଣ୍ଡ କରି ଭିତରକୁ ଗଲେ ଭିତରେବି କାଣ୍ଡ କରି ଫେରାର ହେଇଗଲେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୋଲିସ ହେପାଜତରୁ ଖସିଯାଇଛନ୍ତି ଜଣେ ଯୁବତୀ। ଦୁଇ ବର୍ଷ ଜେଲରେ ରହି ଏବେ ଚମ୍ପଟ୍ ମାରିଛନ୍ତି ଯୁବତୀ ଜଣକ। ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ପୋଲିସ ଆଖିରେ
Special report
 ଧୂଳି ଦେଇ ଏବେ ଫେରାର ହୋଇଯାଇଛି ଏହି ଯୁବତୀ ଜଣକ। ଆଉ ଯୁବତୀଙ୍କୁ ଯିଏ ଧରିବ ତାକୁ ୧୦ ହଜାର ଟଙ୍କା ମିଳିବ ବୋଲି ଘୋଷଣା କରିଛି ପୋଲିସ। ୨୦୨୧ ମସିହାରେ ଧଳା ଜ-ହ-ର ବେପାର କରୁଥିଲେ ଯୁବତୀ ଜଣକ। 
ଏହାପରେ ପୋଲିସ ଜାଣିବାକୁ ପାଇଥିଲା ଯେ ଏହି ଯୁବତୀ ଯୁବକ ମାନଙ୍କୁ ଧଳା ଜ-ହ-ର ଦେଇ ବର୍ବାଦ କରୁଛି ବୋଲି। ତାପରେ ଏହି ଯୁବତୀଙ୍କୁ ଧରିବା ପାଇଁ ସ୍ପେସାଲ ସ୍କ୍ୱାଡ ଗଠନ କରିଥିଲା ପୋଲିସ।
ଆଉ ଏହାପରେ ଧଳା ଜହର ବେପାର କରୁଥିବା ଯୁବତୀ ଧରା ମଧ୍ୟ ପଡ଼ିଥିଲେ। ତେବେ ବନ୍ଧୁଗଣ ଦୀର୍ଘ ଦୁଇ ବର୍ଷ ହେବ ପୋଲିସ ହେପାଜତ୍ ରେ ଥିଲେ ଏହି ଯୁବତୀ ଜଣକ। ଏହି ଯୁବତୀଙ୍କ ନାମ ହେଉଛି ଅନୁଷ୍କା। ଆଉ ତାଙ୍କର ବୟସ ହେଉଛି ୩୨। 
Special report
ତେବେ ଗତକାଲି ପୋଲିସ ହେପାଜତ୍ ରୁ ଫେରାର ହୋଇ ଯାଇଛନ୍ତି ଅନୁଷ୍କା। ଆଉ କେତେଟା ଦିନ ପରେ ଅନୁଷ୍କାଙ୍କୁ ଦଣ୍ଡାଦେଶ ଶୁଣାଇଥାନ୍ତେ ମାନ୍ୟବର କୋର୍ଟ। କିନ୍ତୁ ଏବେ ପୋଲିସ ହେପାଜତ୍ ରୁ ଫେରାର ହୋଇଯାଇଛି ଅନୁଷ୍କା।
ଯେତେ ଚେଷ୍ଟା କରି ମଧ୍ୟ ଅନୁଷ୍କାଙ୍କୁ ଧରିବା ରେ ଅସଫଳ ହେଉଛି ପୋଲିସ। ଶେଷରେ ଅସଫଳ ହୋଇ ଯିଏ ଅନୁଷ୍କାକୁ ଧରିବ ତାକୁ ୧୦ ହଜାର ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରିଛି ପୋଲିସ। 
ଏହିଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବିଥରାଗଡରେ। ତେବେ ଅନୁଷ୍କାଙ୍କ ଘର ହେଉଛି ନେପାଳ। ଯାହାଫଳରେ ପୋଲିସ ସନ୍ଦେହ କରୁଛି କି ନେପାଳରେ ଅନୁଷ୍କା ଲୁଚି ରହିଥାଏ ପାରେ ବୋଲି।
ତେବେ ପୋଲିସ ଅନୁଷ୍କାଙ୍କୁ ନେପାଳର ଛକ ଛକ ରେ ଯାଞ୍ଚ କରୁଛି ପୋଲିସ। ତେବେ ଦେଖିବାକୁ ବାକି ରହିଲା ଧଳା ଜ-ହ-ର ବେପାରୀ ଅନୁଷ୍କା କେବେ ଧାରା ପଡୁଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.