Movie prime

ଯୁବତୀଙ୍କ ସହ ଏମିତି କରିଥିଲେ ଏବେ ଶହେ ଶହେରେ ନାମ ନେଲେ ଦେଖନ୍ତୁ ପୋଲିସ କଣ କଲା ଏହି ଯୁବକଙ୍କ ସହ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଆଉ ଅନେକ ଅଞ୍ଚଳର ଭିଡିଓ ଦେଖି ପାରୁଥିବେ । ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।
Special Report
ଏହି ଘଟଣା ହେଉଛି କି ଜଣେ ନାବାଳିକା ଘରର ପରିସ୍ଥିତି ଭଲ ନଥବାରୁ ଜଣେ ବ୍ୟକ୍ତିଙ୍କ ଦୋକାନରେ କାମ କରୁଥିଲେ । ଆଉ ଏହି ନାବାଳିକା ଜଣକ କାମ କରୁଥିବା ଦୋକାନର ମାଲିକ ହେଉଛନ୍ତି ଓଁକାର ।
ଏବେ ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜଣେ ଯୁବକଙ୍କୁ କିଛି ପୋଲିସ ବାନ୍ଧି କରି ନେଉଛନ୍ତି। ଏହି ଯୁବକ ଜଣକ କାନ ଧରିଛନ୍ତି । ଏହି ଯୁବକ ଜଣକଙ୍କୁ ପୋଲିସ ଲଙ୍ଗଳା କରି ରାସ୍ତାରେ ଚଲାଇ କରି ନେଇଯାଉଛି । ଏହି ଯୁବକ ଜଣକ ହେଉଛନ୍ତି ଓଁକାର ।
Special Report
ଏହି ଯୁବକ ଜଣକ ଦୋକାନରେ କାମ କରୁଥିବା ନାବାଳିକା ଜଣଙ୍କ ଉପରେ ଏହି ଯୁବକ ଜଣକ ଖରାପ୍ ନଜର ପକାଇଥିଲେ । ଆଉ ସେ ତାଙ୍କୁ ବିବାହ କରିବାକୁ ଚାହିଁଥିଲେ । ଏହି ଯୁବକ ଜଣକ ନାବାଳିକା ଜଣଙ୍କର ମାଙ୍କୁ ଯାଇ ବିବାହ ପ୍ରସ୍ତାବ ଦେଇଥିଲେ ।
ଆଉ ନାବାଳିକା ଜଣଙ୍କର ମାଆ ବିବାହ ପାଇଁ ମନା କରିଥିଲେ । ସେ ମନା କରିବାରୁ ଯୁବକ ଜଣକ ରାଗି ଯାଇଥିଲେ । ଆଉ ଏହାପରେ ଏହି ଯୁବକ ଜଣକ ଯାହା କରିଥିଲେ ଆପଣ ତାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
Special Report
ଏହି ଯୁବକ ଜଣକ ନାବାଳିକା ଜଣଙ୍କୁ ରାସ୍ତାରେ ଘୋଷାଡି ଘୋଷାଡି ନେଇ ଯାଉଥିଲେ । ବିଚ୍ ରାସ୍ତା ଉପରେ ଚୁଟି ଧରି ଘୋଷାଡି ଘୋଷାଡି ନେଉଥିଲେ ଓଁକାର । ଏକ ଖଣ୍ଡା ଧରି ନାବାଳିକା ଜଣଙ୍କ ଉପରେ ଚୋଟ ମଧ୍ୟ ପକାଉଥିଲେ । ଏହିସବୁ ରେକର୍ଡ କରାଯାଇଥିଲା ।
ସେଠାରେ ଥିବା ଲୋକମାନେ ଏହି ଘଟଣାକୁ ମୋବାଇଲରେ କଏଦ କରିଥିଲେ । ଆଉ ଏହି ଭିଡିଓ ସେମାନେ ସେୟାର କରି ଦେଇଥିଲେ । ଏହାପରେ ନାବାଳିକା ଜଣଙ୍କର ପରିବାରଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ ।
ଆଉ ଥାନାରେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା । ଏହି ତଥ୍ୟ ପରେ ଏହି ଭିଡିଓ ସାମ୍ନାକୁ ଆସିଥିଲା । ଆଉ ଏହି ଭିଡିଓ ଦେଖିବା ପରେ ପୋଲିସ ଏହି ଯୁବକ ଜଣକୁ ରାସ୍ତାରେ ଚଲାଇ କରି କାନ ଧରି ନେଉଥିବାର ଦୃଶ୍ୟ ଏବେ ଦେଖିବାକୁ ମିଳିଛି ।