Movie prime

ଜୁଳୁ ଜୁଳିଆ ପୋକୋ ଦେହରେ ଲାଇଟ୍ କେଉଁଠୁ ଆସେ ଆଜି ଜାଣନ୍ତୁ ପ୍ରଥମ ଥର ଏହାର ପ୍ରକୃତ ସତ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ କେବେ ନିଜ ମନକୁ ପଚାରିଛନ୍ତି କି ଜୁଳୁଜୁଳିଆ ପୋକ ରେ ଲାଇଟ୍ କେଉଁ ଠାରୁ ଆସିଥାଏ? ଏହି ପୋକ ପ୍ରୟତଃ ସହର ଠାରୁ ଅଧିକ ଗ୍ରାମ ମାନଙ୍କରେ ଦେଖିବାକୁ ମିଳି ଥାଏ।
ଏହାର ଶରୀରରେ ରାତିର ଅନ୍ଧକାରରେ ଆଲୋକ ଜଳିଥାଏ। ଇଟାଲୀର ଜଣେ ବୈଜ୍ଞାନିକ ଏହା ଉପରେ ତର୍ଜମା କରିବା ପରେ ଏହାର ପ୍ରକୃତ କାରଣ କଣ ସେ ଜାଣି ସାରିଛନ୍ତି। 
Special report
ଏହାର କାରଣ ହେଉଛି ଜୁଳୁଜୁଳିଆ ପୋକ ମଧ୍ୟ ରେ ଲୁସିଫରେନ ନାମକ ଏକ କେମିକାଲ ରହିଛି। ଏଭଳି ଗୋଟେ ନୁହେଁ ବରଂ ଏକାଧିକ ଜୀବ ଏଭଳି ଅଛନ୍ତି ଯେଉଁ ମାନଙ୍କ ଶରୀରରେ ଲାଇଟ୍ ଜଳି ଥାଏ।
ଜୁଳୁଜୁଳିଆ ପୋକରେ କିନ୍ତୁ ସବୁ ବେଳେ ଲାଇଟ୍ ଜଳି ନଥାଏ ଏହା କିଛି ସେକେଣ୍ଡ ପାଇଁ ଜଳି ଥାଏ ଓ ତାହାପରେ ଏହା ବନ୍ଦ ହୋଇ ଯାଇଥାଏ। ଏହା ତାର ଶ୍ୱାସକ୍ରିୟା ସହ ଜଡ଼ିତ ଅଟେ। ସେଥିପାଇଁ କିଛି ସେକେଣ୍ଡ ପାଇଁ ଏହା ଜଳି ପୁଣି ଥରେ ଏହା କି ଲିଭି ଯାଇଥାଏ।
Special report
ଯେତେବେଳେ ଜୁଳୁଜୁଳିଆ ପୋକ ରେ ଲାଇଟ୍ ଜଳି ଥାଏ ସେତେବେଳେ ତାଙ୍କର ପରସ୍ପର ମଧ୍ୟରେ ସେମାନେ ଖୁବ ସହଜ ରେ ଯୋଗାଯୋଗ କରି ପାରନ୍ତି । ମାତ୍ର ବିଜ୍ଞାନରେ ଏହାକୁ ବାୟୋଏଲିମିନେଶନ କୁହା ଯାଇଥାଏ।
ଜୁଳୁଜୁଳିଆ ପୋକରେ ଲୁସିଫରେନ୍ କେମିକଲ ଥାଏ ଆଉ ଯେତେବେଳେ ସେ ବିଶ୍ବାସ ନେଇଥାଏ ସେତେବେଳେ ଲୁସିଫରେନ୍ କେମିକାଲ ସହ ଅମ୍ଳଜାନ ର ସଂଯୋଗ ଘଟି ଥାଏ। ଆଉ ଏହାର ମିଳିତ କୁ ଲୁସିଫରେଜ୍ କୁହାଯାଏ।
ଯାହା ଫଳରେ ଏହି ଏନର୍ଜି କମ୍ବାଇନ ଦ୍ବାରା ଏଥିରେ ଏକ ଲାଇଟ୍ ଆକାରରେ ଆମକୁ ଦେଖା ଯାଇଥାଏ। ଆଉ ସେମାନେ ତାଙ୍କ ଆଲୋକରେ ସାରା ଜଗତକୁ ଆଲୋକିତ କରନ୍ତି। ଏହା ଦୁରରୁ ଖୁବ୍ ସୁନ୍ଦର୍ ମଧ୍ୟ ଦେଖା ଯାଇଥାଏ। କେତେକ ଲୋକ ସେମାନଙ୍କୁ ଡବା ମଧ୍ୟରେ ରଖି ଥାଆନ୍ତି।
ଏବେ ସୋସିଆଲ ମିଡ଼ିଆରେ ଏହି ଜୁଳୁଜୁଳିଆ ପୋକ ମଧ୍ୟରେ ଥିବା ଲାଇଟ୍ ସଂପର୍କରେ ଜାଣିବାକୁ ଖୁବ୍ ଇଛପ୍ରକଟ କରୁଛନ୍ତି। ତେବେ ଆପଣ ମାନେ ଏଥିରୁ କଣ ଜାଣିଲେ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.