Movie prime

ଜଙ୍ଗଲରୁ କ୍ୟାମେରା ଚୋରିକରି ନେଇଗଲା ସିଂହ ଦେଖନ୍ତୁ ଦୃଶ୍ୟ ହେଲା ସୋସିଆଲ ମିଡିଆରେ viral

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଙ୍ଗଲରୁ କ୍ୟାମେରା ଚୋରେଇ ନେଲା ସିଂହ। ଆଉ ଚୋରି କଲା ବେଳେ ରେକର୍ଡ ହେଲା ଚୋରି ହେବାର ଦୃଶ୍ୟ। ସୋସିଆଲ ମିଡ଼ିଆ ପ୍ଲାର୍ଟଫର୍ମ ୟୋର ପ୍ଲିସ ନାମକ ଏକ ଆକାଉଣ୍ଟରୁ ଏହି ଭିଦିଓକୁ ସେୟାର କରାଯାଇଛି।
Special report
ଏହି ଶକ୍ତିଶାଳୀ ସିଂହର ଏକ ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଆପଣ ମାନେ ତ ଜୀବଜନ୍ତୁଙ୍କର ଅନେକ ଭିଡିଓ ଦେଖିଥିବେ। 
ଯାହା ୱାର୍ଲ୍ଡି ଲାଇଫ ଫୋଟ ଗ୍ରାଫର ମାନଙ୍କ ଦ୍ବାରା ରେକର୍ଡ କରାଯାଇଛି। ୱାର୍ଲ୍ଡି ଲାଇଫ ଫୋଟ ଗ୍ରାଫର ମାନେ ସବୁବେଳେ ଜଙ୍ଗଲ ଦୁନିଆର ଖବର ଦେବା ପାଇଁ ଚେଷ୍ଟା କରନ୍ତି। ସେମାନେ ନିଜେ ପଶୁ ମାନଙ୍କର ଭିଡିଓ ରେକର୍ଡ଼ କରିନ୍ତି।
କିମ୍ଵା ବିଭିନ୍ନ ସ୍ଥାନରେ କ୍ୟାମେରା ଲାଗନ୍ତି ଯାହା ଦ୍ବାରା ପଶୁ ମାନଙ୍କର କାର୍ଯ୍ୟକଳାପ ବିଷୟରେ ସୂଚନା ମିଳିଥାଏ। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଥିରେ ଜଙ୍ଗଲର ରାଜା ସିଂହ ଚୋରି କରୁଥିବାର ନଜର ଆସିଛି। 
Special report
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ୱାର୍ଲ୍ଡି ଲାଇଫ ଫୋଟ ଗ୍ରାଫର ଜଙ୍ଗଲରେ ଏକ କ୍ୟାମେରା ଲଗାଇଥିଲେ। କିନ୍ତୁ ସିଂହ ତାଙ୍କର କ୍ୟାମେରା ଉଠାଇ ସାଙ୍ଗରେ ନେଇଯାଇଥିଲା।
ଭାଇରାଲ ଭିଡିଓରେ ଆପଣ ମାନେ ଦେଖି ପାରୁଥିବେ ଯେତେବେଳେ ସିଂହ ଜଙ୍ଗଲରେ ବୁଲୁଛି ତା'ର ନଜର କ୍ୟାମେରା ଉପରେ ପଡିଥିଲା। କ୍ୟାମେରା ଦେଖି ସିଂହ ତା ପାଖକୁ ଧିରେ ଧିରେ ଆସିଥିଲା। ପ୍ରଥମେ କ୍ୟାମେରା ମୁଭ କରୁଥିବାର ଦେଖି ଡ଼ରିଯାଇଥିଲ। 
କିନ୍ତୁ ତା'ପରେ ଚେଷ୍ଟା କରି ସିଂହଟି କ୍ୟାମେରାଟିକୁ ପାଟିରେ କାମୁଡି ସେଠାରୁ ପଳେଇଥିଲା। ତା'ପରେ ସିଂହ କ୍ୟାମେରାଟିକୁ ଧରି ଦୌଡ଼ିବାକୁ ଲାଗିଥିଲା କିଛି ଦୂର ଗଲା ପରେ ସିଂହ କ୍ୟାମେରାଟିକୁ ତଳେ ପକାଇ ସେଠାରୁ ପଳେଇଥିଲା।
ଶେଷରେ କିଛି ଫୋଟ ଗ୍ରାଫର ଗାଡ଼ିରେ ଆସି ସେମାନଙ୍କ କ୍ୟାମେରା ନେଇ ଯାଇଥିଲେ। ସୋସିଆଲ ମିଡିଆରେ ଏହି ପ୍ଲାର୍ଟଫର୍ମ ଏକ୍ସରେ ଭାଇରାଲ ହେଉଥିବା ଏହି ଭିଡିଓକୁ ୟୋର କ୍ଲିପ୍ସ ନାମକ ଜଣେ ୟୁଜର ସେୟାର କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.