Movie prime

କାଚା ବାଦାମରୁ ହୋଇଥିଲେ ଫେମସ ଦେଖନ୍ତୁ ଏବେ ଖୋଲିଗଲା ଭାଗ୍ୟ ମା ସୀତାଙ୍କ ଚରିତ୍ରରେ ଆସିବେ ସାମ୍ନାକୁ

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ତେବେ ବନ୍ଧୁଗଣ 'କଚ୍ଚା ବାଦାମ’ ରୁ ମିଳିଥିବା ପରିଚୟ ଏବେ ସାଜିଛି ଅସ୍ତ୍ର। ନିଜର ଏହି ଭିଡିଓ ପାଇଁ ସବୁଆଡ଼େ ଟ୍ରୋଲ ହୋଇଥିବା ଅଞ୍ଜଳି ଏବେ ଜୀବନର ସେକେଣ୍ଡ ଚାପ୍ଟରକୁ ପାଦ ବଢାଉଛନ୍ତି। 
Bb
ସିଡକ୍ଟିଭ ଭିଡିଓ ପାଇଁ ଲୋକେ ତାଙ୍କୁ ଟ୍ରୋଲ କରୁଥିବା ବେଳେ ବର୍ତ୍ତମାନ ରାମାୟାଣରେ ତାଙ୍କୁ ମିଳିଛି ବଡ଼ ଚରିତ୍ର। ରାମାୟଣରେ ମାତା ସୀତାଙ୍କ ଭୂମିକାରେ ନଜର ଆସିବେ ଟିକଟକ କୁଇନ୍ ଅଞ୍ଜଳି ଆରୋରା।
କିଛି ଦିନ ଭିତରେ ଇନଷ୍ଟାଗ୍ରାମରେ ‘କଚ୍ଚା ବାଦାମ’ ଗୀତରେ ଖୁବ ଲୋକପ୍ରିୟ ହୋଇଛନ୍ତି ଅଞ୍ଜଳି ଆରୋରା। ଏବେ ପୁଣି ଚର୍ଚାକୁ ଆସିଛନ୍ତି କଚ୍ଚା ବାଦାମ ଗାର୍ଲ ଅଂଜଳି ଆରୋରା। 
ଏବେ ସେ ବେଶ ଖୁସି ଥିବା ବେଲେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ବି ଖୁସି ଖବର ଅଛି। କାରଣ ଏନଫ୍ଲୁଏନ୍ସରରୁ ହିରୋଇନ ହେବାକୁ ଚାହାନ୍ତି ଅଂଜଳୀ। ତାଙ୍କର ପ୍ରଥମ ଫିଲ୍ମ ଭଗବାନ ରାମଙ୍କ ଜୀବନୀ ଉପରେ ଆଧାରିତ ବୋଲି ଜଣାପଡିଛି।
Hh
ଏକ ଇଣ୍ଟରଭ୍ୟୁରେ ସେ ନିଜ ଫିଲ୍ମକୁ ନେଇ ଆଲୋଚନା କରିଥିଲେ। ଆଉ କହିଥିଲେ କି ତାଙ୍କୁ ଶ୍ରୀ ରାମାୟଣ କଥା ରେ ମାତା ସୀତାଙ୍କ ରୋଲ ପାଇଁ ଅଫର ମିଳିଛି। ଆଉ ଏହାର ଡାଇରେକ୍ଟର ହେଉଛନ୍ତି ଅଭିଷେକ ସିଂ। 
ତାଙ୍କ ହିସାବରେ ଏହା ଏକ ଏମିତି ରୋଲ ଯାହାକୁ କେହି ବି ମନା କରିପାରିବେ ନାହିଁ କରିବାକୁ। ସୂଚନା ଅନୁଯାୟୀ ଅଞ୍ଜଳି ସବୁବେଳେ ଟ୍ରୋଲର୍ସଙ୍କ ଟାର୍ଗେଟରେ ଥାଆନ୍ତି । ଟ୍ରୋଲିଂ କୁ ନେଇ ସେ କହିଛନ୍ତି କି, ମୁଁ ଲୋକଙ୍କ ଭାବନାକୁ ବଦଳାଇପାରିବିନି।
ଜଣେ ଆକ୍ଟର ଭାବେ ମୋତେ ଯାହା କରିବାକୁ ମିଳିବ, ମୁଁ କରିବି। ହୃଦୟରୁ କରିବି। କିନ୍ତୁ ସେମାନଙ୍କୁ ମୁଁ ରୋକିପାରିବି ନାହିଁ। ସେମାନଙ୍କୁ କ୍ରିଟିସାଇଜ କରିବାର ହକ୍ ଅଛି। ମୋ ସୋସିଆଲ ମିଡିଆ ଇମେଜର ଆକ୍ଟିଂ ସହ କିଚି ସଂପର୍କ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.