କହୁ କହୁ ଏମିତି କଣ କରି ଦେଇଗଲେ ସୁର...ମୁଁ ସରକାରଙ୍କ ଉପରେ ଖୁସି ଅଛି, କାରଣ କହିବିନି..
Feb 19, 2024, 09:06 IST

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବିଧାୟକ ସୁର ରାଉତ ରାୟ ହେଉଛନ୍ତି ଜଣେ ଏଭଳି ବ୍ୟକ୍ତିତ୍ଵ ସେ କାହା ଯେତେବେଳେ କୁହନ୍ତି ତାହା ରୋକ୍ ଠୋକ୍ ଭାବରେ ସମସ୍ତଙ୍କ ମୁହଁ ଉପରେ ହିଁ କହି ଥାଆନ୍ତି।

ସେ କଥା କହିବାରେ କୌଣସି ତିକ୍ତତା ପ୍ରକାଶ କରନ୍ତି ନାହିଁ। ସେଥିପାଇଁ ତାଙ୍କୁ ଲୋକମାନେ ଖୁବ୍ ପଶନ୍ଦ ମଧ୍ୟ କରନ୍ତି। ଏବଂ ତାଙ୍କର ମଜାଳିଆ କଥାକୁ ମଧ୍ୟ ଖୁବ ପଶନ୍ଦ କରନ୍ତି।
ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥାଏ। ସେ କହିଥିଲେ କି ଖୋର୍ଦ୍ଧା ଜଟଣୀରେ ଥିବା ୧୩୦୦ ଗାଁ ମଧ୍ୟରୁ ୧୩୪ ଗ୍ରାମ କୁ ସ୍ଥିତିବାନ ସମ୍ପତ୍ତି ଜଗନ୍ନାଥଙ୍କ ନାମରେ ହୋଇଥିଲା ୨୦୦ ଗାଁ ଫେରାଇ ଦେଲେ।
ଏକା ୨୦୦ ଗାଁ ହୋଇଥିଲା ଆଉ ୩୬ ଟି ଗାଁ ପାଇଁ ଆନ୍ଦୋଳନ କରି କରି ତିନି ଥର କ୍ୟାବିନେଟ୍ ବିଲ୍ ମଧ୍ଯ ପାସ ହୋଇ ସାରିଛି ଅନ୍ୟାୟ ରେ ଯେଉଁ ଜଗନ୍ନାଥ୍ ନଜର ନାମରେ ସ୍ଥିତିବାନ ସମ୍ପତ୍ତି କରାଯାଇଅଛି,

ତାହା ଫେରାଇ ଦିଆଯାଉ ବୋଲି ସେ କହିଥିଲେ। ଆଉ ଏବେ ସେ ସରକାରଙ୍କ ଉପରେ ଅତ୍ୟନ୍ତ ଖୁସୀ ଅଛନ୍ତି ବୋଲି ମଧ୍ୟ କହିଥିଲେ। କାରଣ ସମସ୍ତେ ଏହାର ତର୍ଜମା କରି ଆସନ୍ତା କାଲି ଏଥିପାଇଁ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।
ଯେଉଁ ପଇସା ବେନିଫିଶିଆଲ ଦେଇଥାନ୍ତେ ତାହାକୁ ରାଜ୍ୟ ସରକାର ଦେବେ ବୋଲି ସେ କହିଥିଲେ। ଏବଂ ସେମାନଙ୍କ ସମ୍ପତ୍ତି ମଧ୍ୟ ତାଙ୍କୁ ଫେରାଇ ଦିଆଯିବ ବୋଲି ବିଧାୟକ ସୁର ରାଉତ ରାୟ କହିଛନ୍ତି।
ଏଥିପାଇଁ ବିଧାୟକ ସୁର ରାଉତ ରାୟ ବିଜେଡିର ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ସଠିକ୍ ଭାବରେ ତର୍ଜମା କରିଥିବା ନେଇ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
କାରଣ ବିଧାୟକ ସୁର ରାଉତ ରାୟ ଙ୍କ ମୁହଁରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ଶୁଣିବାକୁ ମିଳିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।