Movie prime

କେମିତି କଳା ଯାଦୁରୁ ନିଜ ପରିବାର କୁ କରିବେ ରକ୍ଷା ଦେଖନ୍ତୁ ଆପଣଙ୍କ ପରିବାର ନାହିଁ ତ କେଉଁ ଖରାପ ଶକ୍ତି କବଳରେ ଜାଣନ୍ତୁ ଏମିତି

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେଉଥିବା ଖବର ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
ଏହି ଭିଡିଓ ଦେଖିଲେ ଆପଣମାନେ ଅନେକ କଥା ଜାଣିପାରିବେ । ଆଜିକା ଦୁନିଆରେ ଲୋକମାନେ ଅନେକ କଥାକୁ ବିଶ୍ୱାସ କରନ୍ତି । ଆଉ କିଛି ଲୋକ ଅଛନ୍ତି କଳା ଯାଦୁ କରିଥାନ୍ତି । ଆଉ ସେମାନେ ଯାଦୁ କରି ବଶୀଭୂତ ବି କରିଥାନ୍ତି । 
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି କଳା ଯାଦୁରୁ କିପରି ବଞ୍ଚିବେ ବା ଆପଣଙ୍କ ପରିବାର ଏବଂ ବନ୍ଧୁବାନ୍ଧବଙ୍କୁ ଏହି କଳା ଯାଦୁରୁ କିପରି ବଞ୍ଚାଇବେ ସେହି ବିଷୟରେ ଜାଣିପାରିବେ ।
Special Report
ଏହି କଳା ଯାଦୁ ଦ୍ୱାରା ଅନେକ ଲୋକଙ୍କର ସବୁକିଛି ନଷ୍ଟ ହୋଇ ଯାଇଛି । ତାମସିକ ବିଦ୍ୟାକୁ ଯାଦୁ ବିଦ୍ୟା କୁହାଯାଏ । ଯିଏ ଆପଣଙ୍କୁ ଡରାଉ ଥିବ ବା ଯାଦୁ କରୁଥିବ ଆପଣମାନେ ଭଗବାନ ହନୁମାନଙ୍କ ଶରଣକୁ ଆସି ଯାଆନ୍ତୁ । 
କାରଣ ପ୍ରଭୁ ହନୁମାନଙ୍କ ପାଖକୁ କୌଣସି ଭୂତ, ପିଶାଚ ଆସନ୍ତି ନାହିଁ । ସବୁ ଭୂତ ପିଶାଚ ତାଙ୍କ ନାଁ ଶୁଣି ଡରି ଯାଇଥାନ୍ତି । ଯେଉଁ ଘରେ ପ୍ରଭୁ ରାମଚନ୍ଦ୍ରଙ୍କର ମନ୍ଦିର ଅଛି ସେଠାରେ ପ୍ରଭୁ ହନୁମାନ ରହିଥାନ୍ତି । ଏବଂ ସେଠାରେ ତାଙ୍କ ପରିବାରକୁ ରକ୍ଷା କରିଥାନ୍ତି ।
ଆପଣ ଏହି କଥା ମଧ୍ୟ ଜାଣିଥିବେ । ହନୁମାନ ଚାଳିଶାରେ ଏହି କଥା କୁହାଯାଇଛି । ଯଦି କେହି ଯାଦୁ ଏବଂ ଭୂତ ପିଶାଚ ଆଦିକୁ ଭୟ କରୁଛନ୍ତି ସେମାନେ ଘର ଆଗରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ମନ୍ଦିର କରନ୍ତୁ । 
ଏହା କରିଲେ ଆଉ ଭୟ ଆସିବ ନାହିଁ । ଆଉ ପ୍ରଭୁ ହନୁମାନ ଆପଣଙ୍କୁ ରକ୍ଷା କରିବେ । ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିର କରିବା ଦ୍ଵାରା ପ୍ରଭୁ ରାମଚନ୍ଦ୍ର ସବୁବେଳେ ପାଖରେ ରହିଥାନ୍ତି ଆଉ ଏହାସହ ପ୍ରଭୁ ହନୁମାନ ବି ପାଖରେ ରହିଥାନ୍ତି ।
ପ୍ରଭୁ ହନୁମାନ ସବୁବେଳେ ସେହି ପରିବାରର ରକ୍ଷା କରିଥାନ୍ତି । ଏହି ସମୟରେ ପ୍ରଭୁ ହନୁମାନ ହିଁ ଏକା ରକ୍ଷା କରିବେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଏହି ଭିଡିଓ ଦେଖିଲେ ଆପଣ ଆଉ ଯାଦୁକୁ ଭୟ କରିବେ ନାହିଁ ।