Movie prime

ଆସିଗଲା କାଳିଆ ଯୋଜନା ୨.୦ ,ଏଥର ପିଲା ଠୁ ବୁଢ଼ା ସବୁ ହେବେ ମାଲାମାଲ ଦେଖନ୍ତୁ କିପରି କରିବେ ଆବେଦନ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ କାଳିଆ ଯୋଜନା କୁ ନେଇ ଏକ ବହୁତ ବଡ଼ ଅପଡେଟ ଆସି ଯାଇଛି। ଚାଷୀ ଭାଇ ମାନଙ୍କ ଖାତା କୁ ଏପ୍ରିଲ୍ ଏକ ତାରିଖ ରୁ ଟଙ୍କା ଆସିଥିଲା।
ଉତ୍କଳ ଦିବସ ଉପଲକ୍ଷେ ରାଜ୍ୟ ସରକାର ଶ୍ରୀ ନବୀନ ପଟ୍ଟନାୟକ ସମସ୍ତ ଚାଷୀ ଭାଇ ମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ ୨୦୦୦ ଟଙ୍କା ଲେଖାଏଁ ପଠାଇ ଥିଲେ। ଆଉ ଏହା ପାଇବା ପରେ ଚାଷୀ ଭାଇ ମାନେ ବେଶ ଖୁସୀ ମଧ୍ଯ ଅଛନ୍ତି।
Special report
ହେଲେ କେତେକ ଲୋକ ମାନଙ୍କୁ ଏହି ଟଙ୍କା ମିଳିଥିବା ବେଳେ କିଛି ଲୋକ ମାନଙ୍କୁ ଏହି ଟଙ୍କା ମଧ୍ୟ ମିଳି ନାହିଁ। ଯାହାକି ସୁଚନା ମିଳିଛି ଆଗାମୀ ଦୁଇ ଦିନ ମଧ୍ୟରେ ଚାଷୀ ଭାଇ ମାନଙ୍କୁ ସେମାନଙ୍କ ସମସ୍ତ ଟଙ୍କା ମିଳିଯିବ।
ଟଙ୍କା ମିଳି ନଥିବା ନେଇ ଅନେକ ଚାଷୀ ମାନେ ଚିନ୍ତିତ ହୋଇ ଯାଇଥିଲେ କି ସମସ୍ତଙ୍କୁ ଟଙ୍କା ମିଳିଥିବା ବେଳେ ସେମାନଙ୍କୁ କଣ ପାଇଁ ଟଙ୍କା ମିଳି ନାହିଁ। ହେଲେ ଜାଣି ରଖନ୍ତୁ କି ଯେଉଁ ମାନଙ୍କୁ ଟଙ୍କା ମିଲି ନାହିଁ,
ତାହା ଆଗାମୀ ଦୁଇ ଦିନ ମଧ୍ୟରେ ସେମାନଙ୍କୁ ଟଙ୍କା ମିଳିଯିବ।୮୮୭ କୋଟି ଟଙ୍କା ୪୩ ଲକ୍ଷ ଚାଷୀ ଭାଇ ମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ ପଠାଇ ଦିଆ ଯାଇଥିଲା।
Special Report
ଆପଣ ମାନେ ଏଥିପାଇଁ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଖାତା କୁ ନେଇ ଥରେ ବ୍ୟାଙ୍କ୍ ରେ ଅପଡେଟ କରିବା ସହ ଏହାକୁ ଚେକ୍ ମଧ୍ଯ କରି ନିଅନ୍ତୁ। କିମ୍ବା ଆପଣ ମାନେ ଆପଣଙ୍କ ନିକଟସ୍ଥ ଥିବା ଗ୍ରାହକ ସେବା କେନ୍ଦ୍ର କୁ ଯାଇ ଏହା ଚେକ୍ କରି ପାରିବେ।
ତେବେ ଆପଣ ମାନେ ଜାଣିଥିବେ କି ନୂତନ ଆର୍ଥିକ ବର୍ଷ ଏହିଠାରୁ ହିଁ ଆରମ୍ଭ ହେଉଛି। ଏହାଦ୍ବାରା ଚାଷୀ ଭାଇ ମାନେ ଉପକୃତ ହେବେ ବୋଲି ଏଠାରେ ଉଲ୍ଲେଖ କରା ଯାଇଛି। ତେବେ ଏହା ଥିଲା କାଳିଆ ଯୋଜନା କୁ ନେଇ ଯାହା ଅପଡେଟ ଆସିଥିଲା।
ଏହି ସମ୍ପର୍କରେ କେତେକ ଚାଷୀ ଭାଇ ମାନେ ଜାଣି ନଥିଲେ। ସେଥିପାଇଁ ଏହା ଏବେ ଆପଣ ମାନଙ୍କୁ ଜଣାଇ ଦିଆ ଗଲା। ଯାହା ଦ୍ୱାରା କି ନିଶ୍ଚିତ ଭାବେ ଆପଣ ମାନେ ଉପକୃତ ହେବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.