Movie prime

ଦେଖନ୍ତୁ ଏହି କମ ବୟସରେ ଛାତ୍ର ଜଣଙ୍କ କଲେ ଏମିତି କାଣ୍ଡ ସାରା ରାଜ୍ୟ ଦେଉଛି ମୁଣ୍ଡରେ ହାତ ଦେଖନ୍ତୁ କେମିତି ହତ୍ୟା ପରେ କଲେ ଏମିତି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଟ୍ୟୁସନ୍‌ ସାରଙ୍କ ପୁଅକୁ ଛୁରି ଭୁଶି ହ-ତ୍ୟା କରିଥିବା ଅଭିଯୁକ୍ତ ଜଣକ ସ୍ଥାନୀୟ ଅଞ୍ଚଳର ଏକ ଦୋକାନକୁ ଯାଇଥିଲା। ଏବଂ ହ-ତ୍ୟା-କା-ରୀ ସାରିଥିବା ପରେ ସେହି ଦୋକାନରୁ ଥଣ୍ଡା ପିଇଥିଲା।
Special report
ଆଉ ପରିସ୍ଥିତି ଏମିତି ଥିଲା ଯେତେବେଳେ ଶୁଭମ୍ ସ୍ୱରୂପକୁ ନିଆଯାଉଥିଲା ମେଡିକାଲ୍ ସେତେବେଳେ ଅ-ଭି-ଯୁ-କ୍ତ ନିଜ ସାଇକେଲ କୁ ରାସ୍ତା ଉପରୁ ସାଇଡ କରିଥିଲା। ଏବଂ କାର କୁ ଯିବାକୁ ଦେଇଥିଲା ବୋଲି ଦୋକାନୀ ଜଣକ କହିଛନ୍ତି। ଆଉ ଦୋକାନୀ ଜଣକ କହିଛନ୍ତି ସମୟ ୫ ଟା ୪୦ କିମ୍ବା ୪୫ ଭିତରେ ହ-ତ୍ୟା-କା-ରୀ ଛାତ୍ର ଜଣକ ତାଙ୍କ ଦୋକାନକୁ ଯାଇଥିଲା।
ଏବଂ ତାଙ୍କ ଦୋକାନରୁ ଅମୂଲ୍ୟକୁଲ ଆଉ ଜଲଜିରା ମଧ୍ୟ ପିଇଥିଲା ଅ-ଭି-ଯୁ-କ୍ତ ଛାତ୍ର ଜଣକ। ସେତେବେଳେ ଦୋକାନୀ ଜଣକ ଜାଣି ନଥିଲେ ଯେ ଆସାମି ସିଏ ବୋଲି। ଆଉ ଯେତେବେଳେ ଟିୟୁସନ୍ ସାର କାର ନେଇ ରାସ୍ତାରେ ଯାଉଥିଲେ
Special report
ସେତେବେଳେ ହତ୍ୟାକାରୀ ଛାତ୍ର ହାତରେ ଥିବା ଥଣ୍ଡା ବୋତଲ ତଳେ ଖସି ପଡ଼ିଲା ବୋଲି ଦୋକାନୀ ଜଣକ କହିଛନ୍ତି। ତାପରେ ଯେତେବେଳେ ପୋଲିସ ତଦନ୍ତ କଲା ସେତେବେଳେ ସିସିଟିଭି ଫୁଟେଜରୁ ଅ-ଭି-ଯୁ-କ୍ତ ଛାତ୍ର ଜଣକୁ ଦେଖି ସନ୍ଦେହ ହେଇଥିଲା। 
ତେବେ ହ-ତ୍ୟା-କା-ଣ୍ଡ ରଚିବାର ଯୁବକ ଜଣକ ସହିତ ଆଉ କାହାର ସଂପୃକ୍ତି ରହିଛି ତାହା ପୋଲିସ ତଦନ୍ତ କରୁଛି। ତେବେ ବନ୍ଧୁଗଣ ଅ-ଭି-ଯୁ-କ୍ତ ଜଣକ ଗତକାଲି ସନ୍ଧ୍ୟାରେ ନାବାଳକଙ୍କ ଘରେ ପଶିଥିଲା।
Special report
ଉକ୍ତ ସମୟରେ ନାବାଳକଙ୍କ ପରିବାର ସଦସ୍ୟ ଉପର ମହଲାରେ ଥିବା ବେଳେ ସେ ତଲ ମହଲାରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଏହାପରେ ସେ ଛୁରୀରେ ନାବାଳକଙ୍କୁ ବାରମ୍ବାର ଆ-କ୍ର-ମଣ କରି ଫେରାର ହୋଇଯାଇଥିଲେ। 
ଶୁଭମଙ୍କ ଚିତ୍କାର ଶୁଣି ପରିବାର ସଦସ୍ୟ ତଳକୁ ଆସି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେମାନେ ତାକୁ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ମୃ-ତ ଘୋଷଣା କରିଥିଲେ।
ତୁରନ୍ତ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଯାଞ୍ଚ କରିବାରୁ ଏକ ବ୍ୟାଗରେ ୟୁନିଫର୍ମ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ତଦନ୍ତ କରି ଅ-ଭି-ଯୁ-କ୍ତ ନାବାଳକଙ୍କୁ ଅଟକ ରଖିଥିବା କହିଛନ୍ତି।