Movie prime

ସେତେବେଳେ କାନ୍ଦି କରି ମାଗିଥିଲେ ଭୋଟ ଆଉ ଏବେ ଜିତି ସାରି କେତେ କାମ କରିଛନ୍ତି ବର୍ଷା ବରିହା

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ପଦ୍ମପୁର ରେ ଉପ ନିର୍ବାଚନ ସମୟ ରେ ବର୍ଷା ସିଂହ ବାରିଆ ଅନେକ ଭୋଟ ରେ ବିଜୟ ହାସଲ କରିଥିଲେ।ନିର୍ବାଚନ ସମୟ ରେ ସେ ଲୋକ ମାନଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ।
Special report
ତେବେ ତାଙ୍କ ପ୍ରତିଶ୍ରୁତି କୁ ସେ କେତେଦୂର ପୁରଣ କରି ପାରିଛନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି।ଏ ବିଷୟ ରେ ତାଙ୍କ ନିକଟ କୁ ଜଣେ ଗଣ ମାଧ୍ୟମ ପ୍ରତିନିଧି ଯାଇଥିଲେ।ତାଙ୍କୁ ପଚରା ଯାଇଥିଲା କି ଆପଣ ଲୋକ ଙ୍କୁ ଦେଇଥିବା ପ୍ରତିଶ୍ରୁତି କୁ କେତେ ଦୂର ପୁରଣ କରିଛନ୍ତି।
ଏଥିରେ ସେ କହିଥିଲେ କି ଆମେ ଧୀରେ ଧୀରେ କରି ଲୋକ ଙ୍କୁ ଦେଇଥିବା ସବୁ ପ୍ରତିଶ୍ରୁତି କୁ ପୁରଣ କରୁଛୁ।ପ୍ରତ୍ୟେକ ପଞ୍ଚାୟତ କୁ ୧ କୋଟି ଟଙ୍କା ଦେବାକୁ ମୁଁ କହିଥିଲି।
ଓ ଏହାକୁ କିଛି ପଞ୍ଚାୟତ ଦେବା ସହିତ ସେଠାରେ କାମ ମଧ୍ୟ ସରି ଗଲାଣି।ଲୋକ ଙ୍କ ଭଲ ପାଇଁ ମୁଁ କାମ କରିବାକୁ ଚେଷ୍ଟା କରୁଛି।ଆମେ ତୃଣ ମୂଳ ସ୍ତର କୁ ଯାଇ ଲୋକ ଙ୍କ ଦୁଃଖ କୁ ବୁଝୁଛୁ।ଲୋକ ମାନେ ମଧ୍ୟ ଆମ ସହିତ ମିଶୁ ଛନ୍ତି।ବୋଲି ସେ କହିଥିଲେ।
Special report
ଚରଦାପାନି ବ୍ରିଜ୍ ର କାମ ଶେଷ ହେବାକୁ ବସି ଲାଣି।ଆପଣ ମାନେ ସମସ୍ତେ ଜାଣି ଥିବେ ତାହା ଗୋଟିଏ ବିଚ୍ଛିନ୍ନ ଅଞ୍ଚଳ ଥିଲା।ହେଲେ ସେହି ବ୍ରିଜ ଟି ତିଆରି ହେବା ପରେ ଧିରେ ଧିରେ ଲୋକ ମାନଂକ ଜୀବନ ଧାରଣ ମାନ ରେ ଉନ୍ନତି ହେଲାଣି।
ଅନେକ କ୍ଷେତ୍ର ରେ ଚାଷୀ ମାନଙ୍କ ସମସ୍ୟା ଦୂର କରା ଯାଉଛି।କିପରି କୃଷି କ୍ଷେତ୍ର ରେ ଲୋକ ମାନଙ୍କୁ ପାଣି ଯୋଗାଇ ଦିଆ ଯିବ।ସେଥିପାଇଁ ଆମେ ଚେଷ୍ଟା କରୁଛୁ।
ଅନେକ ସ୍ଥାନ ରେ ରାସ୍ତା ଗୁଡ଼ିକ ସବୁ ଖରାପ ଅବସ୍ଥା ରେ ଥିଲା।ଆମେ ସେହି ରାସ୍ତା ଗୁଡ଼ିକ ଏବେ ତିଆରି କରୁଚୁ।ଏପରି ଭାବେ ଆମେ ଅନେକ ପ୍ରକଳ୍ପ କୁ ହାତକୁ ନେଇ ତାର ସମାଧାନ କରିବାକୁ ଚେଷ୍ଟା କରୁଛୁ।ଏପରି କିଛି ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂହ ବାରୀଆ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.