Movie prime

କମିବ ଶୀତ ଏବେ ଛେଚିବ ବର୍ଷା ଦେଖନ୍ତୁ ପାଣିପାଗ ବିଭାଗ ତରଫରୁ ମିଳିଲା ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଦେଶ, ବିଦେଶ ଏବଂ ଅନ୍ୟାନ୍ୟ ସମସ୍ତ ଖବର ପାଇପାରିବେ ।
Special Report
ଏବେ ପାଣିପାଗକୁ ନେଇ କିଛି ଖବର ଆସିଛି । ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ଖବର ହେଉଛି ଆଗକୁ ଶୀତ କମିବାକୁ ଯାଉଛି । ଶୀତର ପ୍ରକୋପରେ ଏବେ କମ୍ପୁଛି ସାରା ରାଜ୍ୟ ।
ଆଉ ଆଗକୁ ଶୀତ ହେବ ନାହିଁ କାରଣ ବର୍ଷା ଆସୁଛି । ଦୁଇଦିନ ଧରି ବର୍ଷା ହେବ । ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ । ପଶ୍ଚିମା ବାୟୁ ପ୍ରଭାବରେ ବର୍ଷା ହେବ ବୋଲି ସୂଚନା ମିଳିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏବେ ପୂର୍ବାନୁମାନ କରିଛି କି ଆଗକୁ ବର୍ଷା ହେବ ।
Special Report
ଆସନ୍ତା ୪ ଆଉ ୫ ତାରିଖରେ ବର୍ଷା ହେବାର ସମ୍ଭାବନା ଅଛି । ସୁନ୍ଦରଗଡ଼, କେନ୍ଦୁଝର, ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।  
ରାଜ୍ୟରେ ଏବେ ଶୀତ କମିଛି । ଶୀତ ଆହୁରି କମିବ । ୧ ତାରିଖରୁ ରାତିର ତାପମାତ୍ରା ଆହୁରି ବଢିବ । ଫଳରେ ଏହି ଶୀତ କମିବ । ପାଣିପାଗ ବିଶେଷଜ୍ଞ ଡାକ୍ତର ଶରତ ସାହୁ ଆଜି ଏବଂ ଆସନ୍ତା କାଲି ଅଧିକ କୁହୁଡି ହେବ ।
Special Report
ଆଉ ମୁହଁ କୁ ମୁହଁ ଦିଶିବ ନାହିଁ । ଦିନ ୧୧ ନ ବାଜିଲେ କୁହୁଡି କମିବ ନାହିଁ । ଉପକୂଳ ଓଡ଼ିଶାରେ କୁହୁଡି ଅଧିକ ହେବ । ରାତିରେ ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ହେବ ବୋଲି ସୂଚନା ମିଳିଛି ।
ରାତିର ତାପମାତ୍ରା ଅପେକ୍ଷାକୃତ ବଢ଼ିବ । ଅନେକ ସ୍ଥାନରେ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା ଦୁଇଦିନ ବର୍ଷା ହେବ । ୪ ଆଉ ୫ ତାରିଖରେ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଏବେ ଏହି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ଖବର ଏବେ ସାମ୍ନାକୁ ଆସିଛି । ଏବେ ଶୀତ କମିଛି କିନ୍ତୁ ଏବେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଖବର ଏବେ ସମସ୍ତେ ଜାଣିପାରିବେ ।