Movie prime

କଣ ପାଇଁ ଆଦାନୀ - ଅମ୍ବାନୀ ଙ୍କୁ ନିଜ ଠୁ ବେଶୀ ଭଲ ପାଆନ୍ତି ମୋଦୀ... ଦେଖନ୍ତୁ ଭିଡିଓ

 
Special Report
ନମସ୍କାର ପାଠକ ବନ୍ଧୁ।ରାଜନୀତି ରେ କେତେବେଳେ କେଉଁ ରୂପ ଦେଖା ଯାଏ ତାହା କେହି ବି ଜାଣି ପାରନ୍ତି ନାହିଁ।ଆଗକୁ ନିର୍ବାଚନ ରହିଛି।ସେଥିପାଇଁ ପ୍ରତ୍ୟେକ ଦଳ ଅନ୍ୟ ଦଳ କୁ ନେଇ ଅନେକ ଚର୍ଚ୍ଚା କରି ଥାନ୍ତି।
Special Report
ନିକଟ ରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କୁ ନେଇ ପ୍ରଶ୍ନ ଉଠାଇ ଛନ୍ତି।ତାଙ୍କ କହିବା ଅନୁଯାୟୀ ସବୁ ଧନୀ ଲୋକ ମାନେ ପରସ୍ପର ସହିତ ମିଶି କରି ଅଛନ୍ତି।କେବଳ ଲୋକ ଙ୍କୁ ଦେଖାଇବା ପାଇଁ ସେମାନେ ବିରୋଧୀ ଥାଆନ୍ତି।
ମୁକେଶ ଅମ୍ବାନୀ ଓ ଆଦାନୀ ଙ୍କ ସହିତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ର ଭଲ ସମ୍ପର୍କ ରହିଛି।ତାଙ୍କ ପରିବାର ସହିତ ମୋଦୀ ଙ୍କ ଅନେକ ବର୍ଷ ରୁ ସମ୍ପର୍କ। ସେ ତାଙ୍କୁ କେବେ ବି ଭୁଲି ପାରିବେ ନାହିଁ।
ଏଠାରେ ଗୋଟିଏ ଇଥିସ କମିଟି ବସି ଥିଲା।ସେଥିରେ କୁହା ଯାଇଥିଲା ଯେ ଏହା କୁ ନେଇ ତଦନ୍ତ କରା ଯାଉ।ତଦନ୍ତ କରିବା ପରେ ସମସ୍ତେ ନେଇ ଥିବା ଟଙ୍କା ବିଷୟ ରେ ଧରା ପଡ଼ି ଥାନ୍ତା।
Special Report
କିଛି ବିଧାୟକ ମାନେ ଟଙ୍କା ନେଇ ଥାଆନ୍ତି। ଟଙ୍କା ନେଇ ସେମାନେ ପ୍ରଶ୍ନ ସୃଷ୍ଟି କରି ଥାଆନ୍ତି।ମହୁଆ ମୈତ୍ରୀ ଙ୍କୁ ଲୋକ ସଭା ରୁ ବିଦା କରିବା ପଛରେ ସମସ୍ତ ଙ୍କ ର ଚକ୍ରାନ୍ତ ରହିଛି।କିଛି ବିଧାୟକ ମାନେ ମିଶି ତାଙ୍କ ସହିତ ଏପରି କରିଛନ୍ତି।
ଏହା କରିବା କେବେ ବି ଠିକ୍ ନୁହେଁ। ମହୁଆ ମୈତ୍ରୀ ଲୋକ ସଭା ରେ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲେ।ଯାହାର ଉତ୍ତର ଦେବା କାହାରି ପକ୍ଷ ରେ ସମ୍ଭବ ନ ଥିଲା।ସେଥିପାଇଁ ତାଙ୍କ ଉପରେ ରାଗ ବଢି ଯାଇଥିଲା।
ଇଥିସ୍ କମିଟି କହିଥିଲା କି ଘଟଣା ର ତଦନ୍ତ ହେଉ।ହେଲେ ତାହା ନ ହୋଇ ତାଙ୍କୁ ବାହାର କରି ଦିଆ ଯାଇଥିଲା।ଏଠାରେ ନରେନ୍ଦ୍ର ମୋଦି କିଛି ବି କହି ନ ଥିଲେ।ସେ ମଧ୍ୟ ସମସ୍ତଙ୍କ ସହିତ ମିଶି ଅଛନ୍ତି।ଏଭଳି କିଛି କହି ଏବେ ଚର୍ଚ୍ଚା କୁ ଆସିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ।