Movie prime

କାନ୍ଦି କାନ୍ଦି ବୋହୂ ଆଗରେ ପୁଅ ପାଇଁ ନେହୁରା ହେଲା ମା ଫେରିଆ ବୋହୂ ମୋ ପୁଅ ର କିଛି ଭୁଲ ନାହିଁ

 
Special Report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ବାଂଲାଦେଶୀ ଝିଅ ରୁମା ଙ୍କ ବିଷୟ ରେ ଜାଣିଥିବେ।ସେ ଥାନା ରେ ତାଙ୍କ ପ୍ରେମିକ ଙ୍କ ବିରୋଧ ରେ ଅଭିଯୋଗ କରିଥିଲେ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ରେ।
Special Report
ସେଠାରେ ବିରେନ୍ଦ୍ର ନାମକ ଜଣେ ବ୍ୟକ୍ତି ବାଂଲାଦେଶୀ ଝିଅ କୁ ରୁମା ଙ୍କୁ ପ୍ରେମ କରୁଥିଲେ।ରୂମା ବାଲେଶ୍ଵର ରେ ମଡେଲ ହିସାବ ରେ କାମ କରୁଥିଲେ।ସେତିକି ବେଳେ ସେ ବିରେନ୍ଦ୍ର ଙ୍କ ପ୍ରେମ ରେ ପଡ଼ି ଯାଇଥିଲେ।
କିଛି ଦିନ ର ପ୍ରେମ ସମ୍ପର୍କ ପରେ ଉଭୟ ପରସ୍ପର ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।ଅନ୍ୟ ପଟେ ବିରେନ୍ଦ୍ର ରୁମା ଙ୍କୁ ନ ଜଣାଇ ଅନ୍ୟ ଝିଅ କୁ ବିବାହ କରିଥିଲେ।ବିବାହ ପରେ ରୁମା ଙ୍କ ସହିତ ସେ ଆଉ କଥା ହୋଇ ନ ଥିଲେ।
ପରେ ରୁମା ଜାଣିବାକୁ ପାଇଥିଲେ ବିରେନ୍ଦ୍ର ବିବାହ କରି ସାରିଛନ୍ତି।ଏବେ ସେ ତାଙ୍କ ନାମ ରେ ଥାନା ରେ ଅଭିଯୋଗ କରିଛନ୍ତି।ଏହା ଶୁଣିବା ପରେ ବିରେନ୍ଦ୍ର ଙ୍କ ସ୍ତ୍ରୀ ନିଜ ସ୍ଵାମୀ ଙ୍କ ସହିତ ଝଗଡ଼ା କରି ନିଜ ବାପ ଘର କୁ ଚାଲି ଯାଇଛନ୍ତି।
Special Report
ଅନ୍ୟ ପଟେ ବିରେନ୍ଦ୍ର ଙ୍କ ମା କାନ୍ଦି କାନ୍ଦି ନିଜ ବୋହୂ କୁ ଫେରି ଆସିବା ପାଇଁ ଅନୁରୋଧ କରିଛନ୍ତି।ସେ କହିଛନ୍ତି କି ତାଙ୍କ ପୁଅ ର କିଛି ବି ଭୁଲ ନାହିଁ।ସେ ବାଂଲାଦେଶୀ ଝିଅ ମିଛ କହୁଚି।
ତୁ ତାଙ୍କ ମିଛ କଥା ରେ ବିଶ୍ଵାସ କରନି।ମୋ ପୁଅ ତୋ ପାଇଁ ପାଗଳ ହୋଇ ସାରିଲାଣି।ତୁ ଫେରି ଆସେ। ଆମେ ମିଶି ମାଣ ବସାଇବା।ଏମିତି ଭୁଲ କରନି ବୋଲି ଜଣେ ଶାଶୁ କାନ୍ଦି କାନ୍ଦି କହିଛନ୍ତି।
ସୂଚନା ଅନୁସାରେ ବିରେନ୍ଦ୍ର ଙ୍କ ଗୋଟିଏ ଭୁଲ୍ ତାଙ୍କ ପରିବାର କୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେଇଛି।ପୋଲିସ ବିରେନ୍ଦ୍ର ଙ୍କ ବିଷୟରେ ଅଧିକ ତଦନ୍ତ ଆରମ୍ଭ କରିଛି। ରୁମା ଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଘଟଣା ବିଷୟ ରେ ତଦନ୍ତ କରୁଛି।ଖୁବ୍ ଶୀଘ୍ର ଘଟଣା ର ସତ୍ୟା ସତ୍ୟ ଜଣା ପଡ଼ିବ ବୋଲି କୁହା ଯାଇଛି।