Movie prime

କାନ୍ଦି କାନ୍ଦି ସବୁ କହିଲେ ବର୍ଷା !! ଦେଖନ୍ତୁ ବର୍ଷା ଙ୍କୁ କନ୍ଦାଇବା ପଡ଼ିଗଲା କି ମହଙ୍ଗା ?...

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ସବୁବେଳେ ସବୁ ପ୍ରକାରର ଖବର ଆପଣମାନେ ପାଇପାରିବେ ।
ଓଲିଉଡ ଜଗତର ଅନେକ ଖବର ଆପଣମାନେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣିପାରିବେ । ଏହି ଖବର ଏବେ ଓଲିଉଡ ଜଗତକୁ ନେଇ ଆସିଛି । ଓଲିଉଡ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀଙ୍କୁ ନେଇ ଏହି ଖବର ଆସିଛି ।
ଓଲିଉଡ ଜଗତର ଅନେକ ଜଣାଶୁଣା କଳାକାରମାନଙ୍କ ଭିତରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନ୍ୟତମ ଅଟନ୍ତି । ଏହି ଅଭିନେତ୍ରୀ ଜଣକ ନିଜ ଅଭିନୟ ଦକ୍ଷତା ଲାଭ କରିଛନ୍ତି । ସେ ନିଜ ଅଭିନୟର ଯାଦୁରେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି । ସେ ବହୁତ ସୁନ୍ଦର ଅଭିନୟ କରନ୍ତି ।
Special report
ଆପଣମାନେ ସମସ୍ତେ ଅଭିନେତ୍ରୀ ବର୍ଷା ଏବଂ ଅଭିନେତା ଅନୁଭବ ମହାନ୍ତିଙ୍କ ପ୍ରେମ ବିବାହ କଥା ଜାଣିଥିବେ । ଏହି ଦମ୍ପତ୍ତି ଏବେ ଅଲଗା ହେବାକୁ ଯାଉଛନ୍ତି । ଦୀର୍ଘ ଚାରି ବର୍ଷ ହେଲାଣି ତାଙ୍କର ପାରିବାରିକ କଳହ ଲାଗି ରହିଛି ।
ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଆସୁଥିବା ସବୁ ଖବର ତ ଆପଣମାନେ ଜାଣି ପାରୁଥିବେ । ତାଙ୍କର ଛାଡ଼ପତ୍ର ମାମଲା କୋର୍ଟରେ ବିଚାରାଧୀନ ରହିଛି ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ସାବିତ୍ରୀ ବ୍ରତ ଦିନ ଅନୁଭବ ମହାନ୍ତି ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ କିଛି ପୋଷ୍ଟ କରିଛନ୍ତି । ଆଉ ଏହାର ପ୍ରତିକ୍ରିୟା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କଣ ଦେଇଛନ୍ତି ସେହି ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
ଏହି ଅଭିନେତା ଜଣକ ତାଙ୍କ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି, ସାବିତ୍ରୀ ବ୍ରତ ପାଳନ କରୁଥିବା ନାରୀମାନଙ୍କୁ ନମସ୍କାର । ସେ ନାରୀଜାତିକୁ ବହୁତ ସମ୍ମାନ କରନ୍ତି । ଆଉ ଏହାସହ ସେ ଲେଖିଛନ୍ତି ଯେଉଁ ନାରୀମାନେ ଏହି ନାରୀ ଜାତିକୁ ଏବଂ
ଏହି ବ୍ରତକୁ ବଦନାମ୍ କରୁଛନ୍ତି ସେମାନଙ୍କୁ ସେ ଦୁଇପଦ କଥା କହିଛନ୍ତି । ଆଉ ଏହାସହ ଅନେକ କଥା ସେ ସେହି ପୋଷ୍ଟରେ ଲେଖିଛନ୍ତି । ଏନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ଏବେ ଏହି ଭିଡିଓ ଭାଇରାଲ ହେଉଛି ।