Movie prime

ଏହି ବ୍ୟକ୍ତି ଜଣକ ଏମିତି କିଏ ଥିଲେ କି ଯାହା ପ୍ରତିମୂର୍ତ୍ତି ରେ ଫୁଲମାଳ ପକାଉ ପକାଉ କାନ୍ଦି ପକେଇଲେ ଦ୍ରୌପଦୀ ମୁର୍ମୁ, କଣ ରହିଛି ତାଙ୍କ ସହ ସମ୍ପର୍କ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ କିଛି ଖବର ସାମ୍ନାକୁ ଆସୁଛି ଯାହା ଶୁଣିଲେ ଆପଣ ଅନେକ କଥା ଜାଣିପାରିବେ । ଆମ ଦେଶର ମହାମହିମ ରାଷ୍ଟ୍ରପତିଙ୍କୁ ନେଇ କିଛି ଖବର ଆସିଛି । ଆମ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଜନ୍ମ ଭୂମିକୁ ଯାଇଥିଲେ ।
ଆଉ ସେଠାରେ ତାଙ୍କୁ ଲୋକମାନେ ଦେଖି ବହୁତ ଖୁସି ହୋଇଥିଲେ । ଲୋକମାନେ ବିଭିନ୍ନ ପ୍ରକାରର ସୁନ୍ଦର ସୁନ୍ଦର ନୃତ୍ୟ ଏବଂ ଗୀତ ପରିବେଷଣ କରି ମହାମହିମ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ।
Special Report
ଆଉ ଏହାସହ ରାଷ୍ଟ୍ରପତିଙ୍କୁ ଦେଖି ସମସ୍ତେ ବହୁତ ଖୁସି ଥିଲେ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗାଁରେ ପହଞ୍ଚି ଗାଁର ମନ୍ଦିରରେ ମୁଣ୍ଡିଆ ମାରିଥିଲେ । ଆଉ ଏହାପରେ ସେ ତାଙ୍କ ସ୍ବାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଗାଁକୁ ବା ଜନ୍ମମାଟିକୁ ଆସିଥିଲେ । ରାଷ୍ଟ୍ରପତି କଡା ସୁରକ୍ଷା ସହିତ ତାଙ୍କ ଜନ୍ମମାଟିରେ ପହଞ୍ଚିଥିଲେ ।
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହଳଦିଆ ଶାଢ଼ୀ ପିନ୍ଧି ଏବଂ କଳା ଚଷମା ଲଗାଇ ତାଙ୍କ ଗ୍ରାମରେ କଡା ସୁରକ୍ଷା ବ୍ୟବସ୍ଥା ସହିତ ପହଞ୍ଚିଥିଲେ । ସେ ଗ୍ରାମରେ ପହଞ୍ଚି ତାଙ୍କ ସ୍ୱାମୀ ଶାମାଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । 
ଆଉ ସେହି ସମୟରେ ସେ ଭାବା ବିହ୍ୱଳ ହୋଇ ପଡ଼ିଥିଲେ । ସେଠାରେ ଭାବା ବିହ୍ୱଳ ପରିବେଶ ଆପଣମାନେ ଦେଖୁଥିବେ । ଏହି ଭିଡିଓରେ ଆପଣମାନେ ତାଙ୍କ ସହ ରାଜ୍ୟପାଳ ଗଣେଶ ଲାଲଙ୍କୁ ମଧ୍ୟ ଦେଖିବାକୁ ପାଇବେ ।
ଏଠାରେ ରାଷ୍ଟ୍ରପତି କିଛି ସମୟ ବସିବା ପରେ ଗୋଷାଣୀକୁ ଯିବେ ଆଉ ସେଠାରେ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ସବୁକିଛି ଦେଖିପାରିବେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ସବୁ କଥା ଜଣାଉଛି ।