Movie prime

ସୂର୍ଯ୍ୟ ପାତ୍ର ଙ୍କ ମୃତ୍ୟୁ ର ଏତେ ଦିନ ପରେ କାନ୍ଦି ପକେଇଲେ ଅର୍ଚ୍ଚନା : ଆଜ୍ଞା ସୂର୍ଯ୍ୟ ପାତ୍ର ମୋର ଜେଜେ ଭଳିଆ ଥିଲେ....

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅର୍ଚ୍ଚନା ନାଗ ହେଉଛନ୍ତି ଜଣେ ଚର୍ଚ୍ଚିତ ଚେହେରା। କିଛିଦିନ ତଳେ ହିଁ ସେ ଜାମିନ ପାଇଁ ଜେଲ ରୁ ମୁକୁଳି ଛନ୍ତି।
Special Report
ଆଉ ସେ ଜେଲ ରୁ ମୁକୁଳିବା ପରଠାରୁ ହିଁ ଖୁବ ଚର୍ଚ୍ଚା ହେବାରେ ରହୁଛନ୍ତି। ନିକଟରେ କିଛିଦିନ ତକେ ଅର୍ଚ୍ଚନା ନାଗ ଙ୍କୁ ଲ ପରୀକ୍ଷା ଦେବାକୁ ଯିବାର ଦେଖିବାକୁ ମିଳିଥିଲା ଯାହା ପରେ ଜଣା ପଡିଥିଲା କି ସେ ନିକ କେସ ନିଜେ ଲଢ଼ିବେ।
ଅର୍ଚ୍ଚନା ନାଗ ଙ୍କ କଳା କାରନାମା ସମ୍ପର୍କରେ ଆପଣ ମାନେ ବେଶ ଭଲ ଭାବରେ ଅବଗତ ଅବଗତ ଥିବେ। ଆଜ୍ଞା ହଁ ସେ ଏବେ ମିଡ଼ିଆ ସାମ୍ନା ରେ ଏଭଳି କିଛି କଥା କହିଛନ୍ତି ଯାହା ପାଇଁ ସେ ଖୁବ ଚର୍ଚ୍ଚାର ରହିଛନ୍ତି।
ତାଙ୍କୁ ଯେତେବେଳେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଙ୍କ ଦେହାନ୍ତ ସମ୍ପର୍କରେ ପଚରା ଯାଇଥିଲା ସେତେବେଳେ ସେ ଖୁବ୍ ଦୁଃଖିତ ଅଛନ୍ତି ବୋଲି କହିଥିଲେ। କାରଣ ସେ ତାଙ୍କର ଜେଜେବାପା ସମାନ ଲୋକ ଥିଲେ।
Special Report
ଯେତେବେଳେ ଅର୍ଚ୍ଚନା ନାଗ ଜେଲ୍ ରେ ଥିଲେ ସେତେବେଳେ ସେହିଁ କେବଳ ଏକମାତ୍ର ଲୋକ ଯିଏକି ସବୁକଥା ବୁଝି ଥିଲେ। ଆଉ ଅର୍ଚ୍ଚନା ନାଗ ଙ୍କ ସପକ୍ଷରେ ଥିଲେ। ସେ ଚାହୁଁଥିଲେ କି ସବୁ ସତ ବାହରକୁ ଅସୁ ବୋଲି ଏକଥା ନିଜେ ହିଁ ଅମିତାଭ ବଚ୍ଚନ କହିଛନ୍ତି।
ସୋସିଆଲ ମିଡିଆରେ ତାଙ୍କ ସମ୍ପର୍କରେ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଏହାପରେ ଅର୍ଚ୍ଚନା ନାଗ କହିଥିଲେ କି ଯେତେବେଳେ କି ସେ ଦୋଷୀ ବୋଲି ପ୍ରମାଣିତ ହୋଇ ନାହାଁନ୍ତି,
ଆଉ ତାଙ୍କ ସହ କେଉଁ କେଉଁ ଲୋକମାନେ ସଂପୃକ୍ତ ଥିଲେ ତାହା ସ୍ପଷ୍ଟ ଭାବରେ କୁହା ଯାଇ ନାହିଁ ସେତେବେଳ ପର୍ଯ୍ୟନ୍ତ ସେ ଦୋଷୀ ନୁହଁନ୍ତି। ତାଙ୍କୁ ଦୋଷୀ ମଧ୍ୟ କୁହାଯାଇ ପାରିବ ନାହିଁ। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ଅର୍ଚ୍ଚନା ନାଗ ଙ୍କ ଏହି ବାଇଟ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ଲୋକମାନେ ଅନେକ କଥା କହିଛନ୍ତି ତେବେ ଏହା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।